Odiapua.com

ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୧୭୩୪ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୪୫୯୨୭କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

ଭୁବନେଶ୍ୱର ୯-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୧୭୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୪୫୯୨୭କୁ ବୃଦ୍ଧି ପାଇଛି।

– ୨୯ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ

– ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୩୪୨

– ନୂଆ ଆକ୍ରାନ୍ତ : ୧୭୩୪
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୦୭୫
– ସ୍ଥାନୀୟ ଅଞ୍ଚଳରୁ୬୫୯

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ – ୪
୨- ବାଲେଶ୍ୱର ଜିଲ୍ଲାରୁ – ୭୩
୩- ବରଗଡ଼ ଜିଲ୍ଲାରୁ – ୫୧
୪- ଭଦ୍ରକ ଜିଲ୍ଲାରୁ – ୫୮
୫- ବଲାଙ୍ଗୀର ଜିଲ୍ଲାରୁ – ୬
୬- କଟକ ଜିଲ୍ଲାରୁ – ୧୭୭
୭- ଦେବଗଡ଼ ଜିଲ୍ଲାରୁ – ୫
୮- ଢେଙ୍କାନାଳ ଜିଲ୍ଲାରୁ – ୨୯
୯- ଗଜପତି ଜିଲ୍ଲାରୁ – ୮୫
୧୦- ଗଞ୍ଜାମ ଜିଲ୍ଲାରୁ – ୨୨୨
୧୧- ଜଗତସିଂହପୁର ଜିଲ୍ଲାରୁ – ୧୨
୧୨- ଯାଜପୁର ଜିଲ୍ଲାରୁ – ୩୮
୧୩- ଝାରସୁଗୁଡ଼ା ଜିଲ୍ଲାରୁ – ୬
୧୪- କଳାହାଣ୍ଡି ଜିଲ୍ଲାରୁ – ୨୪
୧୫- କନ୍ଧମାଳ ଜିଲ୍ଲାରୁ – ୫୯
୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୨
୧୭- କେନ୍ଦୁଝର ଜିଲ୍ଲାରୁ – ୨୭
୧୮- ଖୋର୍ଦ୍ଧା ଜିଲ୍ଲାରୁ : ୩୪୨
୧୯- କୋରାପୁଟ ଜିଲ୍ଲାରୁ – ୬୦
୨୦- ମାଲକାନଗିରି : ୫୨
୨୧- ମୟୁରଭଞ୍ଜ ଜିଲ୍ଲାରୁ – ୩୫
୨୨- ନବରଙ୍ଗପୁର ଜିଲ୍ଲାରେ: ୧୩
୨୩- ନୟାଗଡ଼ ଜିଲ୍ଲାରୁ – ୧୦୬
୨୪- ନୂଆପଡ଼ା ଜିଲ୍ଲାରୁ – ୨୨
୨୫- ପୁରୀ ଜିଲ୍ଲାରୁ – ୫୫
୨୬- ରାୟଗଡ଼ା ଜିଲ୍ଲାରୁ – ୧୮
୨୭- ସମ୍ବଲପୁର ଜିଲ୍ଲାରୁ – ୧୪
୨୮- ସୋନପୁର ଜିଲ୍ଲାରୁ – ୧୩
୨୯- ସୁନ୍ଦରଗଡ଼ ଜିଲ୍ଲାରୁ – ୧୨୬

– ନୂଆ ସୁସ୍ଥ ହୋଇଥିଲେ୧୫୪୪
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୬୫୦୧୮୩
– ମୋଟ ଆକ୍ରାନ୍ତ ୪୫୯୨୭
– ମୋଟ ସୁସ୍ଥ ହେଲେଣି ୩୦୨୪୧
– ସକ୍ରୀୟ ଆକ୍ରାନ୍ତ – ୧୫୩୬୫