Odiapua.com

ରାଜ୍ୟରେ ଆଜି ୧୪୭୦ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୯୦୧୧୬

ଭୁବନେଶ୍ୱର ୩୧-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୪୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୦୧୧୬ କୁ ବୃଦ୍ଧି ପାଇଛି।

– ନୂଆ ଆକ୍ରାନ୍ତ – ୧୪୭୦
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୮୫୩
– ସ୍ଥାନୀୟ ଅଞ୍ଚଳରୁ୬୧୭

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:

୧- ଅନୁଗୁଳ ଜିଲ୍ଲାରୁ – ୭୬
୨- ବାଲେଶ୍ୱର ଜିଲ୍ଲାରୁ – ୫୬
୩- ବରଗଡ଼ ଜିଲ୍ଲାରୁ – ୬୧
୪- ଭଦ୍ରକ ଜିଲ୍ଲାରୁ – ୧୯
୫- ବଲାଙ୍ଗୀର ଜିଲ୍ଲାରୁ – ୬୩
୬- ବୌଦ୍ଦ ଜିଲ୍ଲାରୁ – ୧୭
୭- କଟକ ଜିଲ୍ଲାରୁ – ୧୨୬
୮- ଦେବଗଡ଼ ଜିଲ୍ଲାରୁ – ୫
୯- ଢେଙ୍କାନାଳ ଜିଲ୍ଲାରୁ – ୧୭
୧୦- ଗଜପତି ଜିଲ୍ଲାରୁ – ୮
୧୧- ଗଞ୍ଜାମ ଜିଲ୍ଲାରୁ – ୨୨
୧୨- ଜଗତସିଂହପୁର ଜିଲ୍ଲାରୁ – ୭୬
୧୩- ଯାଜପୁର ଜିଲ୍ଲାରୁ – ୪୨
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୩୯
୧୫- କଳାହାଣ୍ଡି ଜିଲ୍ଲାରୁ – ୩୧
୧୬- କନ୍ଧମାଳ ଜିଲ୍ଲାରୁ – ୧୧
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୭୫
୧୮- କେନ୍ଦୁଝର ଜିଲ୍ଲାରୁ – ୫୧
୧୯- ଖୋର୍ଦ୍ଧା ଜିଲ୍ଲାରୁ : ୧୭୦
୨୦- କୋରାପୁଟ ଜିଲ୍ଲାରୁ – ୨୪
୨୧- ମାଲକାନଗିରି : ୨୫
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୫୦
୨୩- ନବରଙ୍ଗପୁର ଜିଲ୍ଲାରେ: ୩୪
୨୪- ନୟାଗଡ଼ ଜିଲ୍ଲାରୁ – ୩୧
୨୫- ନୂଆପଡ଼ା ଜିଲ୍ଲାରୁ – ୬୧
୨୬- ପୁରୀ ଜିଲ୍ଲାରୁ – ୬୪
୨୭- ରାୟଗଡ଼ା ଜିଲ୍ଲାରୁ – ୧୩
୨୮- ସମ୍ବଲପୁର ଜିଲ୍ଲାରୁ – ୩୪
୨୯- ସୋନପୁର ଜିଲ୍ଲାରୁ – ୨୭
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୧୨
୩୧- State Pool: ୩୦

– ନୂଆ ସୁସ୍ଥ ହୋଇଥିଲେ୧୮୦୦
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୪୫୫୫୮୧୫
– ମୋଟ ଆକ୍ରାନ୍ତ ୨୯୦୧୧୬
– ମୋଟ ସୁସ୍ଥ ହେଲେଣି ୨୭୩୮୩୮
– ସକ୍ରୀୟ ଆକ୍ରାନ୍ତ – ୧୪୯୦୫