Odiapua.com

ରାଜ୍ୟରେ ଆଜି ୨୪୨୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି- ମୋଟ ଆକ୍ରାନ୍ତ ୨୫୪୬୬୨ କୁ ବୃଦ୍ଧି

ଭୁବନେଶ୍ୱର ୧୨-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୪୨୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୫୪୬୬୨ କୁ ବୃଦ୍ଧି ପାଇଛି।

ନୂଆ ଆକ୍ରାନ୍ତ- ୨୪୨୩
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୪୧୭
– ସ୍ଥାନୀୟ ଅଞ୍ଚଳରୁ୧୦୦୬

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ
୧- ଅନୁଗୁଳ ଜିଲ୍ଲାରୁ – ୨୨୯
୨- ବାଲେଶ୍ୱର ଜିଲ୍ଲାରୁ – ୪୨
୩- ବରଗଡ଼ ଜିଲ୍ଲାରୁ – ୯୯
୪- ଭଦ୍ରକ ଜିଲ୍ଲାରୁ – ୬୭
୫- ବଲାଙ୍ଗୀର ଜିଲ୍ଲାରୁ – ୯୩
୬- ବୌଦ୍ଦ ଜିଲ୍ଲାରୁ – ୧୦
୭- କଟକ ଜିଲ୍ଲାରୁ – ୧୧୮
୮- ଦେବଗଡ଼ ଜିଲ୍ଲାରୁ – ୧୭
୯- ଢେଙ୍କାନାଳ ଜିଲ୍ଲାରୁ – ୬୬
୧୦- ଗଜପତି ଜିଲ୍ଲାରୁ – ୭
୧୧- ଗଞ୍ଜାମ ଜିଲ୍ଲାରୁ – ୩୭
୧୨- ଜଗତସିଂହପୁର ଜିଲ୍ଲାରୁ – ୮୪
୧୩- ଯାଜପୁର ଜିଲ୍ଲାରୁ – ୯୭
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୬୬
୧୫- କଳାହାଣ୍ଡି ଜିଲ୍ଲାରୁ – ୫୭
୧୬- କନ୍ଧମାଳ ଜିଲ୍ଲାରୁ – ୩୫
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୭୩
୧୮- କେନ୍ଦୁଝର ଜିଲ୍ଲାରୁ – ୭୦
୧୯- ଖୋର୍ଦ୍ଧା ଜିଲ୍ଲାରୁ : ୩୫୯
୨୦- କୋରାପୁଟ ଜିଲ୍ଲାରୁ – ୨୪
୨୧- ମାଲକାନଗିରି : ୪୮
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୨୮
୨୩- ନବରଙ୍ଗପୁର ଜିଲ୍ଲାରେ: ୨୮
୨୪- ନୟାଗଡ଼ ଜିଲ୍ଲାରୁ – ୪୦
୨୫- ନୂଆପଡ଼ା ଜିଲ୍ଲାରୁ – ୬୩
୨୬- ପୁରୀ ଜିଲ୍ଲାରୁ – ୭୩
୨୭- ରାୟଗଡ଼ା ଜିଲ୍ଲାରୁ – ୧୦
୨୮- ସମ୍ବଲପୁର ଜିଲ୍ଲାରୁ – ୬୦
୨୯- ସୋନପୁର ଜିଲ୍ଲାରୁ – ୫୩
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୯୫
୩୧- State Pool: ୭୫
– ନୂଆ ସୁସ୍ଥ ହୋଇଥିଲେ୩୩୪୨
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୩୭୯୬୭୬୭
– ମୋଟ ଆକ୍ରାନ୍ତ ୨୫୪୬୬୨
– ମୋଟ ସୁସ୍ଥ ହେଲେଣି ୨୨୭୬୧୫
– ସକ୍ରୀୟ ଆକ୍ରାନ୍ତ – ୨୫୯