Home ଓଡ଼ିଶା ଯାତ୍ରା ହାସ୍ୟଭିନେତାଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

ଯାତ୍ରା ହାସ୍ୟଭିନେତାଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

939

ଜଳେଶ୍ୱର ୧୭-୮ (ଓଡ଼ିଆ ପୁଅ) ଜଳେଶ୍ୱର ଭୋଗରାଇ ହାଟ ନିକଟରୁ ଏକ ଯାତ୍ରା ପାର୍ଟିର ହାସ୍ୟ ଅଭିନେତାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ୍।

ସାମାନ୍ୟ ବଚସାକୁ ନେଇ ମାରପିଟ୍ ହୋଇଥିବା ଏବଂ ପରେ ଜଣେ ହାସ୍ୟଭିନେତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ପ୍ରାଥମିକ ସୂଚନା ମିଳିଛି।

ଏହି ମାମଲାରେ ପୋଲିସ୍ ସନ୍ଦେହରେ ଜଣକୁ ଅଟକ ରଖି ପଚରା ଉଚରା କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.