Odiapua.com

ମହୁ ଚାଷକୁ ଦିଆଯିବ ପ୍ରୋତ୍ସାହନ

ନୂଆଦିଲ୍ଲୀ: ଗ୍ରାମାଞ୍ଚଳ ଏବଂ ଆଦିବାସୀ ଅଞ୍ଚଳ ଗୁଡ଼ିକରେ କୃଷିକ୍ଷେତ୍ରରେ ରୋଜଗାର ବୃଦ୍ଧି ପାଇଁ ମହୁଚାଷକୁ ପ୍ରୋତ୍ସାହନ ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।କେନ୍ଦ୍ର ବିଭାଗୀୟ ମନ୍ତ୍ରୀମାନେ ଆଜି ଏକ ବୈଠକରେ ଏହି ନିଷ୍ପତି ନେଇଛନ୍ତି।ବୈଠକରେ ଏମଏସଏମଇ ବିଭାଗ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ନୀତିନ ଗଡ଼କରି, କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏବଂ ଏମଏସଏମଇ ବିଭାଗ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।//ଦେବଦତ୍ତ

କେଉଁ ନାମ ଧରି ଡାକିବି ତୁମକୁ… ଆଗକୁ କେଉଁ ଭୂମିକା ନେବେ ଶ୍ରୀଖଣ୍ଡୀ?

“ତାଳି” ମାରିବା ମନା! କିନ୍ତୁ; କାହିଁକି? କାହିଁକି ତାଳି ମାରିବାକୁ ବାରଣ କଲେ ଅପରାଜିତା?