“ତାଳି” ମାରିବା ମନା! କିନ୍ତୁ; କାହିଁକି? କାହିଁକି ତାଳି ମାରିବାକୁ ବାରଣ କଲେ ଅପରାଜିତା?

ଭୁବନେଶ୍ୱର: ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଖୋର୍ଦ୍ଧାଠାରେ ବିଜେପି ପକ୍ଷରୁ ଆୟୋଜିତ ହେଉଥାଏ “ସଙ୍ଗଠନ ପର୍ବ, ସଦସ୍ୟତା ଅଭିଯାନ” କାର୍ଯ୍ୟକ୍ରମ।ସାଂସଦ ଅପରାଜିତା ଷଡ଼ଙ୍ଗୀ ବକ୍ତବ୍ୟ ରଖିବା ବେଳେ କାର୍ଯ୍ୟକର୍ତ୍ତାମାନେ ତାଳି ମାରିବାକୁ ସେ ବାରଣ କରିଥିଲେ।ତାଳି ମାରିବାକୁ ସେ ନାପସନ୍ଦ କରିଥିଲେ।ତେବେ କାହିଁକି?ରାଜନେତା ତ’ ସବୁବେଳେ ତାଳିକୁ ଚାହିଁ ବସିଥାଏ।ତେବେ, ଅପରାଜିତା ତାଳି ମାରିବାକୁ ବାରଣ କଲେ କାହିଁକି? ଜଣେ କଠୋର; ଜଣେ କୋମଳ: କିନ୍ତୁ, ତା’ର ପରିଣାମ? କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଦସ୍ୟତା ଅଭିଯାନର ରାଜ୍ୟ ସହ-ପ୍ରଭାରୀ … Continue reading “ତାଳି” ମାରିବା ମନା! କିନ୍ତୁ; କାହିଁକି? କାହିଁକି ତାଳି ମାରିବାକୁ ବାରଣ କଲେ ଅପରାଜିତା?