Odiapua.com

ବିଶ୍ୱ ପରିବେଶ ଦିବସ ପାଇଁ ଭିଡିଓ ଗୀତ ଜାରୀ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ:ଜୁନ,୫।ଆଜି ବିଶ୍ୱ ପରିବେଶ ଦିବସ।ଏହି ଉପଲକ୍ଷେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଗୀତ ଜାରୀ କରାଯାଇଛି।ଗୀତଟିର ଶୀର୍ଷକ ରହିଛି “ତାଜି ହାୱା ଆନେ ଦେ”।

ଜୁନ-୫:ବିଶ୍ୱ ପରିବେଶ ଦିବସ; ଆହ୍ୱାନ: “ବାୟୁ ପ୍ରଦୂଷଣକୁ ପ୍ରତିହତ କରିବା”

ଶଙ୍କର ମହାଦେବନ୍,ଶାନ୍,ସୁନିଧି ଚୌହାନ, ସୈମକ ଦବର, ଏବଂ କପିଲ ଶର୍ମା ଆଦି ଏଥିରେ କଣ୍ଠ ଦାନ ଏବଂ ଅଭିନୟ କରିଥିବା ବେଳେ ଅକ୍ଷୟ କୁମାର, ରାଜକୁମାର ରାଓ ମଧ୍ୟ ଅଭିନୟ କରିଛନ୍ତି।//ଦେବଦତ୍ତ ରଥ