Odiapua.com

ଇଣ୍ଟରନେଟରେ ନିଆଁ ଲଗାଇଛନ୍ତି ପୂର୍ବ ଭାଜପା ମନ୍ତ୍ରୀଙ୍କ ବୋଲ୍ଡ ଏବଂ ବିଉଟିଫୁଲ ଝିଅ

ସେତେବେଳେ ତାଙ୍କୁ ୧୯ ବର୍ଷ ବୟସ ହୋଇଥାଏ।ଦିନେ ସେ ତାଙ୍କର ତିନି ବର୍ଷର ଝିଆରୀ ପାଖରେ ବସିଥାଆନ୍ତି।କେହି ଜଣେ ଆସି ତାଙ୍କୁ କହିଲା, ଆପଣଙ୍କ ଝିଅ ଖୁବ୍ ସୁନ୍ଦର ହୋଇଛି।ଏହା ତାଙ୍କୁ ଖୁବ୍ ବାଧିଥିଲା।ସତରେ କ’ଣ ମୁଁ ଜଣେ ମା’ ପରି ଲାଗୁଛି?ପ୍ରଶ୍ନ ତାଙ୍କୁ ଆନ୍ଦୋଳିତ କରିଥିଲା।ତା’ପରେ ସେ ନିଷ୍ପତି ନେଲେ।ଫିଟ୍ ହେବେ।ହେଲେ ମଧ୍ୟ।ଏବେ ସେ ସ୍ଲିମ, ବୋଲଡ଼ ଆଉ ବିଉଟିଫୁଲ (୩୪-୨୬-୩୬)।ଆଜି ସେ ଇଣ୍ଟରନେଟରେ ଭାରତର ଜଣେ ପପୁଲାର ୱେଟ ମ୍ୟାନେଜମେଣ୍ଟ ସ୍ପେସାଲିଷ୍ଟ, ଫିଟନେସ ନ୍ୟୁଟ୍ରିସନ ସ୍ପେସାଲିଷ୍ଟ, ହେଲଥ କୋଚ୍!

ନୂଆଦିଲ୍ଲୀ: ଇଣ୍ଟରନେଟ, ସୋସିଆଲ ମିଡିଆରେ ନିଆଁ ଲଗାଇଛନ୍ତି ଜଣେ ପୂର୍ବତନ ଭାଜପା ମନ୍ତ୍ରୀଙ୍କ ବୋଲ୍ଡ ଏବଂ ବିଉଟିଫୁଲ ଝିଅ।ଯିଏ ଦେଖୁଛି, କହୁଛି ସୋ… ହଟ୍।ସେ ହେଲେ ସପନା ବ୍ୟାସ ପଟେଲ।ଗୁଜୁରାଟର ପୂର୍ବତନ ବିଜେପି ମନ୍ତ୍ରୀ ଜୟ ନାରାୟଣ ବ୍ୟାସଙ୍କ ଝିଅ।

ଇଂଷ୍ଟାଗ୍ରାମ, ଫେସବୁକ୍, ଟ୍ୱିଟରରେ ସପନା ଖୁବ୍ ସକ୍ରିୟ ଥିବା ବେଳେ ତାଙ୍କର ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ଅଛି।ସପନା ଜଣେ ଫିଟନେସ ଟ୍ରେନର।ନିଜ ୟୁଟ୍ୟୁବ ଚ୍ୟାନେଲରେ ସେ ଫିଟନେସକୁ ନେଇ ଏକ୍ସରସାଇଜ୍ ଏବଂ ଡାଏଟ କଣ୍ଟ୍ରୋଲ (ଖାଦ୍ୟ ସନ୍ତୁଳନ) ଉପରେ ଟ୍ରେନିଂ ଦିଅନ୍ତି।ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର ଅନେକ ସ୍ଲିମ,ବୋଲ୍ଡ ଏବଂ ବିଉଟିଫୁଲ ଫଟୋ ସେ ନିଜେ ପୋଷ୍ଟ କରିଛନ୍ତି।୧୦ ନଭେମ୍ବର ୧୯୮୯ରେ ଗୁଜୁରାଟରେ ଜନ୍ମିତ ସପନା ସେଣ୍ଟ ଜାଭିୟର କଲେଜରୁ ପାସ କରିବା ସହ ନିରମା ବିଶ୍ୱ ବିଦ୍ୟାଳୟରେ ଏମବିଏ କରିଛନ୍ତି।ସପନା ଆମେରିକାନ୍ କାଉନସିଲ ଅନ୍ ଏକ୍ସରସାଇଜ୍ (ଏସିଇ) ସାର୍ଟିଫିକେଟ ପ୍ରାପ୍ତ କରିଛନ୍ତି।ଏବେ ସେ ଇଣ୍ଟରନେଟରେ ଭାରତର ଜଣେ ପପୁଲାର ୱେଟ ମ୍ୟାନେଜମେଣ୍ଟ ସ୍ପେସାଲିଷ୍ଟ, ଫିଟନେସ ନ୍ୟୁଟ୍ରିସନ ସ୍ପେସାଲିଷ୍ଟ, ହେଲଥ କୋଚ୍।

ମୋଟିରୁ ବୋଲଡ଼ ଆଉ ବିଉଟିଫୁଲ :-

ଫିଟ, ବୋଲଡ଼, ବିଉଟିଫୁଲ ଆଦି ବ୍ୟତୀତ ସପନାଙ୍କର ଆଉ ଏକ କାହାଣୀ ରହିଛି।ସପନା ଜଣେ ଦୃଢ଼ ଇଚ୍ଛାଶକ୍ତି ଥିବା ମହିଳା।ବିନା ଟାବଲେଟ ଖାଇ, କୌଣସି ଅପରେସନ୍ ନ’କରାଇ ଡାଏଟ କରିବା ସହ ଏକ୍ସରସାଇଜ୍ କରି ଗୋଟିଏ ବର୍ଷରେ ଆଶ୍ଚର୍ଯ୍ୟ ଜନକ ଭାବରେ ସେ ତାଙ୍କର ୩୩ କେଜି ଓଜନ କମାଇ ପାରିଛନ୍ତି।ସପନା ଡାଏଟ କଣ୍ଟ୍ରୋଲ (ଖାଦ୍ୟ ସନ୍ତୁଳନ ରଖି) କରି କାର୍ଡିଓ ଏକ୍ସରସାଇଜ୍ ସହିତ ୱେଟ ଲିଫଟିଂ, ବକ୍ସିଂ,ଟେନିସ ଖେଳିବା ଆଦି କରି ଓଜନ କମାଇ ଦେଇଥିଲେ।ଆଜି ସେ ତାଙ୍କ ସୋସିଆଲ ମିଡିଆ ପ୍ରୋଫାଇଲ ମାଧ୍ୟମରେ ବିନା ଶୁଳ୍କରେ ବହୁ ଲୋକଙ୍କୁ ଫିଟନେସ ମନ୍ତ୍ର ଶିଖାଇ ପାରୁଛନ୍ତି।ଆଜିକାଲି ସମସ୍ତେ ଫିଟ ରହିବାକୁ ଚାହୁଁଛନ୍ତି।ଏଥିପାଇଁ ଏକ୍ସରସାଇଜ୍ କରୁଛନ୍ତି, ଏବଂ ଏକ ଉଚିତ ଖାଦ୍ୟ ଯୋଜନା (ସନ୍ତୁଳନ) ପାଳନ କରୁଛନ୍ତି।ଏ ପରିପ୍ରେକ୍ଷୀରେ ସପନାଙ୍କ କାହାଣୀ ଆଜି ଅନେକ ଯୁବାଙ୍କ ପାଇଁ ପ୍ରେରଣା ପାଲଟିଛି।

ଏପରି ଏକ କଥା ଯାହା ସପନାଙ୍କ ଜୀବନକୁ ବଦଳାଇ ଦେଇଥିଲା: –

ଏପରି ଏକ କଥା ସପନାଙ୍କ ଜୀବନକୁ ବଦଳାଇ ଦେଇଥିଲା।ସେତେବେଳେ ତାଙ୍କୁ ୧୯ ବର୍ଷ ବୟସ ହୋଇଥାଏ।ଦିନେ ସେ ତାଙ୍କର ତିନି ବର୍ଷର ଝିଆରୀ ପାଖରେ ବସି ଥାଆନ୍ତି।କେହି ଜଣେ ଆସି ତାଙ୍କୁ କହିଲା, ଆପଣଙ୍କ ଝିଅ ଖୁବ୍ ସୁନ୍ଦର ହୋଇଛି।ଏହା ତାଙ୍କୁ ଖୁବ୍ ବାଧିଥିଲା।ସତରେ କ’ଣ ମୁଁ ଜଣେ ମା’ ପରି ଲାଗୁଛି?ପ୍ରଶ୍ନ, ତାଙ୍କୁ ଆନ୍ଦୋଳିତ କରିଥିଲା।ତା’ପରେ ସେ ନିଷ୍ପତି ନେଲେ ନିଜକୁ ଫିଟ୍ ରଖିବେ।ହେଲେ ମଧ୍ୟ।କୌଣସି ଟାବଲେଟ ନ’ଖାଇ, କୌଣସି ଅପରେସନ ନ’କରାଇ କେବଳ ଏକ୍ସରସାଇଜ କରି ଏବଂ ଖାଦ୍ୟ ସନ୍ତୁଳନ ରଖି ଗୋଟେ ବର୍ଷରେ ସେ ନିଜର ୩୩ କିଲୋ ଓଜନ କମାଇ ପାରିଥିଲେ।ଆଜି ସେ ଜଣେ ପ୍ରସିଦ୍ଧ ଫିଟନେସ ଟ୍ରେନର।ସପନାଙ୍କ ଓଜନ ସେତେବେଳେ ଥିଲା ୮୬ କେଜି।ଏବେ ସେ ସ୍ଲିମ, ବୋଲଡ଼ ଆଉ ବିଉଟିଫୁଲ (୩୪-୨୬-୩୬)।ଆଜି ସେ ଇଣ୍ଟରନେଟରେ ଭାରତର ଜଣେ ପପୁଲାର ୱେଟ ମ୍ୟାନେଜମେଣ୍ଟ ସ୍ପେସାଲିଷ୍ଟ, ଫିଟନେସ ନ୍ୟୁଟ୍ରିସନ ସ୍ପେସାଲିଷ୍ଟ, ହେଲଥ କୋଚ୍!//ଦେବଦତ୍ତ ରଥ

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାଣୀ ଝିଅଙ୍କ ସେଲ୍ଫିକୁ ନେଇ କମେଣ୍ଡ:ଜବାବ ଦେଲେ ମା’ ସ୍ମୃତି