କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାଣୀ ଝିଅଙ୍କ ସେଲ୍ଫିକୁ ନେଇ କମେଣ୍ଡ:ଜବାବ ଦେଲେ ମା’ ସ୍ମୃତି

ନୂଆଦିଲ୍ଲୀ: କେନ୍ଦ୍ରୀୟ କ୍ୟାବିନେଟ ମନ୍ତ୍ରୀ ସ୍ମୃତି ଇରାଣୀଙ୍କ ଝିଅର ଏକ ସେଲ୍ଫି ଉପରେ କମେଣ୍ଡକୁ ନେଇ ଜବାବ ଦେଇଛନ୍ତି ମା” ସ୍ମୃତି।କିଛି ଦିନ ପୂର୍ବେ ସ୍ମୃତି ତାଙ୍କ ଇଂଷ୍ଟା ଆକାଉଣ୍ଟରେ ନିଜ ସହ ତାଙ୍କ ଝିଅର ଏକ ସେଲ୍ଫି ପୋଷ୍ଟ କରିଥିଲେ।ଏହାପରେ କିନ୍ତୁ ତାଙ୍କ ଝିଅଙ୍କ ସହପାଠୀଙ୍କ ପକ୍ଷରୁ ମା’ଙ୍କ ସହ ଝିଅର ତୁଳନାରେ ( ଲୁକ୍ସ), ଚେହେରାକୁ ନେଇ ଅପମାନ କରିବାକୁ ଚେଷ୍ଟା କରାଯିବାରୁ ପୋଷ୍ଟ ହଟାଇ ଦିଆଗଲା।ଏହାପରେ ସ୍ମୃତି ଅପମାନିତ କରୁଥିବା ବଦମାସ (ସହପାଠୀ)ଙ୍କୁ … Continue reading କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାଣୀ ଝିଅଙ୍କ ସେଲ୍ଫିକୁ ନେଇ କମେଣ୍ଡ:ଜବାବ ଦେଲେ ମା’ ସ୍ମୃତି