Odiapua.com

କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ ମୃତ ଏବଂ କେତେ ସକ୍ରିୟ – ୨୧, ଜୁଲାଇ

ଭୁବନେଶ୍ୱର ୨୧-୭ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୬୪୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୮୭୫୭ କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୪୩୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରୁ ୨୧୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୩ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୨୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ସୁସ୍ଥ ହୋଇଥିଲେ ୪୫୭ ଜଣ ଏବଂ ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୪୦୧୬୪୪। ମୋଟ ଆକ୍ରାନ୍ତ ୧୮୭୫୭ କୁ ବୃଦ୍ଧି ପାଇଛି। ମୋଟ ସୁସ୍ଥ ହେଲେଣି ୧୨୯୦୯ ଜଣ ଏବଂ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୫୭୧୫ ଅଛି।

ଆଜି ପୁଣି ରାଜ୍ୟରେ କରୋନା ନେଇଛି ୬ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୧୦୩ କୁ ବୃଦ୍ଧି ପାଇଛି।

କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ରାୟଗଡା, ଗଜପତି, କଟକ ଜିଲ୍ଲାରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ କରୋନା କାରଣରୁ ହୋଇଛି।

ଅନ୍ୟ କାରଣରୁ ୨ ଜଣ କରୋନା ପଜିଟିଭ୍‌ଙ୍କର ମୃତ୍ୟୁ ହୋଇଛି। ଅନ୍ୟ କାରଣରୁ ମୃତକଙ୍କ ସଂଖ୍ୟା ୩୦ କୁ ବୃଦ୍ଧି ହୋଇଛି।

ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଛଅ ଜଣ କୋଭିଡ ପଜିଟିଭ ରୋଗୀଙ୍କ ମୃତ୍ୟୁ ହୋଇଛି।

୧- କେନ୍ଦ୍ରାପଡା ଜିଲ୍ଲାର ଜଣେ ୬୩ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ଇଣ୍ଟ୍ରା-କ୍ରାନିଆଲ୍ ରକ୍ତସ୍ରାବରେ ମଧ୍ୟ ପୀଡିତ ଥିଲେ।
୨- କଟକ ଜିଲ୍ଲାର ୨୬ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୩- ଗଜପତି ଜିଲ୍ଲାର ଜଣେ ୬୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୪- ଜଗତସିଂହପୁର ଜିଲ୍ଲାର ଜଣେ ୫୮ ବର୍ଷ ବୟସ୍କ ପୁରୁଷ ଯିଏ ଫୁସଫୁସ କର୍କଟରେ ପୀଡିତ ଥିଲେ।
୫- ଖୋର୍ଦ୍ଧା ଜିଲ୍ଲାର ଜଣେ ୭୫ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରୋନିକ୍ ବ୍ରୋଙ୍କାଇକ୍ଟାସିସ୍ ରୋଗରେ ପୀଡିତ ଥିଲେ।
୬- ରାୟଗଡା ଜିଲ୍ଲାର ଜଣେ ୭୪ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

ଅନ୍ୟାନ୍ୟ କାରଣରୁ ଦୁଇ କୋଭିଡ ପଜିଟିଭ ରୋଗୀଙ୍କ ହୋଇଛି

୧- ଓଭାରି, ହାଇପରକାଲେମିଆ ଏବଂ ଆକ୍ୟୁଟ୍ କିଡନୀ ଆଘାତ କାରଣରୁ ସୁନ୍ଦରଗଡ ଜିଲ୍ଲାର ଜଣେ ୪୦ ବର୍ଷ ବୟସ୍କା ମହିଳାଙ୍କର ମୃତ୍ୟୁ ହୋଇଛି।

୨- ଫୁସଫୁସ କର୍କଟ ହେତୁ ପୁରୀ ଜିଲ୍ଲାର ଜଣେ ୪୬ ବର୍ଷ ବୟସ୍କା ମହିଳାଙ୍କର ମୃତ୍ୟୁ ହୋଇଛି।

– ଜାଣନ୍ତୁ ଆଜି ନୂଆ ଆକ୍ରାନ୍ତ – କେଉଁ ଜିଲ୍ଲାରୁ – କେତେ

୧- ଅନୁଗୁଳ ଜିଲ୍ଲାରୁ – ୩୭
୨- ବାଲେଶ୍ୱର ଜିଲ୍ଲାରୁ – ୪୦
୩- ବରଗଡ଼ ଜିଲ୍ଲାରୁ – ୦୪
୪- ଭଦ୍ରକ ଜିଲ୍ଲାରୁ – ୧୨
୫- ବଲାଙ୍ଗୀର ଜିଲ୍ଲା: ୫
୬- କଟକ ଜିଲ୍ଲାରୁ – ୮୪
୭- ଢେଙ୍କାନାଳ ଜିଲ୍ଲାରୁ – ୧୦
୮- ଗଞ୍ଜାମ ଜିଲ୍ଲାରୁ – ୨୨୫
୯- ଜଗତସିଂହପୁର ଜିଲ୍ଲାରୁ – ୭
୧୦- ଯାଜପୁର ଜିଲ୍ଲାରୁ – ୨
୧୧- କନ୍ଧମାଳ ଜିଲ୍ଲାରୁ – ୫
୧୨- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୩
୧୩- ଖୋର୍ଦ୍ଧା: ୬୮
୧୪- କେନ୍ଦୁଝର ଜିଲ୍ଲାରୁ – ୮
୧୫- କୋରାପୁଟ ଜିଲ୍ଲାରୁ – ୨୮
୧୬- ମାଲକାନଗିରି : ୧୦
୧୭- ମୟୁରଭଞ୍ଜ ଜିଲ୍ଲାରୁ – ୩
୧୮- ନବରଙ୍ଗପୁର ଜିଲ୍ଲାରେ: ୨
୧୯- ନୟାଗଡ଼ ଜିଲ୍ଲାରୁ – ୪
୨୦- ରାୟଗଡ଼ା ଜିଲ୍ଲାରୁ – ୪୭
୨୧- ସମ୍ବଲପୁର ଜିଲ୍ଲାରୁ – ୧୦
୨୨- ସୋନପୁର ଜିଲ୍ଲାରୁ – ୧
୨୩- ସୁନ୍ଦରଗଡ଼ ଜିଲ୍ଲାରୁ – ୨୨

ଜିଲ୍ଲାୱାରୀ ତଥ୍ୟ –

ଅନୁଗୁଳ ଜିଲ୍ଲା ରେ ୨୨୯ [+୩୭] ଜଣ ସଂକ୍ରମିତ ହୋଇଥିବା ବେଳେ ୮୨ [+୩୭] ଜଣ ସକ୍ରୀୟ ଅଛନ୍ତି। ୧୪୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲା ରେ ୭୪୪ [+୪୦] ଜଣ ସଂକ୍ରମିତ ହୋଇଥିବା ବେଳେ ୨୩୫ [+୪୦] ଜଣ ସକ୍ରୀୟ ଅଛନ୍ତି। ୫୦୭ ଜଣ ସୁସ୍ଥ ହୋଇଛନ୍ତି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ଼ ଜିଲ୍ଲା ରେ ୨୭୩ [+୪] ଜଣ ସଂକ୍ରମିତ ହୋଇଥିବା ବେଳେ ୭୮ [+୪] ଜଣ ସକ୍ରୀୟ ଅଛନ୍ତି। ୧୯୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲା ରେ ୩୯୨ [+୧୨] ଜଣ ସଂକ୍ରମିତ ହୋଇଥିବା ବେଳେ ୯୧ [+୧୨] ଜଣ ସକ୍ରୀୟ ଅଛନ୍ତି। ୨୯୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲା ରେ ୨୯୧ [+୫] ଜଣ ସଂକ୍ରମିତ ହୋଇଥିବା ବେଳେ ୩୫ [+୫] ଜଣ ସକ୍ରୀୟ ଅଛନ୍ତି। ୨୫୬ ଜଣ ସୁସ୍ଥ ହୋଇଛନ୍ତି।

ବୌଦ୍ଦ ଜିଲ୍ଲା ରେ ୭୭ ଜଣ ସଂକ୍ରମିତ ହୋଇଥିବା ବେଳେ ୨୭ ଜଣ ସକ୍ରୀୟ ଅଛନ୍ତି। ୫୦ ଜଣ ସୁସ୍ଥ ହୋଇଛନ୍ତି।

କଟକ ଜିଲ୍ଲା ରେ ୧, ୩୨୭ [+୮୪] ଜଣ ସଂକ୍ରମିତ ହୋଇଥିବା ବେଳେ ୩୬୮ [+୮୩] ଜଣ ସକ୍ରୀୟ ଅଛନ୍ତି। ୯୪୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲା ରେ ୬୯ ଜଣ ସଂକ୍ରମିତ ହୋଇଥିବା ବେଳେ ୩ ଜଣ ସକ୍ରୀୟ ଅଛନ୍ତି। ୬୬ ଜଣ ସୁସ୍ଥ ହୋଇଛନ୍ତି।

ଢେଙ୍କାନାଳ ଜିଲ୍ଲା ରେ ୧୪୨ [+୧୦] ଜଣ ସଂକ୍ରମିତ ହୋଇଥିବା ବେଳେ ୫୧ [+୧୦] ଜଣ ସକ୍ରୀୟ ଅଛନ୍ତି। ୯୧ ଜଣ ସୁସ୍ଥ ହୋଇଛନ୍ତି।

ଗଜପତିଜିଲ୍ଲା ରେ ୭୧୮ ଜଣ ସଂକ୍ରମିତ ହୋଇଥିବା ବେଳେ ୧୫୧ [-୧] ଜଣ ସକ୍ରୀୟ ଅଛନ୍ତି। ୫୬୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲା ରେ ୫, ୯୯୧ [+୨୨୫] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୦୫୭ [+୨୨୫] ଜଣ ସକ୍ରୀୟ ଅଛନ୍ତି। ୩, ୮୭୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୯  ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲା ରେ ୫୭୫ [+୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧୯୧ [+୬] ଜଣ ସକ୍ରୀୟ ଅଛନ୍ତି। ୩୮୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲା ରେ ୧, ୦୨୩ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧୮୨ [+୨] ଜଣ ସକ୍ରୀୟ ଅଛନ୍ତି। ୮୩୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡ଼ା ଜିଲ୍ଲା ରେ ୨୨୬ ଜଣ ସଂକ୍ରମିତ ହୋଇଥିବା ବେଳେ ୪୪ ଜଣ ସକ୍ରୀୟ ଅଛନ୍ତି। ୧୮୨ ଜଣ ସୁସ୍ଥ ହୋଇଛନ୍ତି।

କଳାହାଣ୍ଡି ଜିଲ୍ଲା ରେ ୮୭ ଜଣ ସଂକ୍ରମିତ ହୋଇଥିବା ବେଳେ ୯ ଜଣ ସକ୍ରୀୟ ଅଛନ୍ତି। ୭୮ ଜଣ ସୁସ୍ଥ ହୋଇଛନ୍ତି।

କନ୍ଧମାଳ ଜିଲ୍ଲା ରେ ୨୫୫ [+୫] ଜଣ ସଂକ୍ରମିତ ହୋଇଥିବା ବେଳେ ୫୬ [+୫] ଜଣ ସକ୍ରୀୟ ଅଛନ୍ତି। ୧୯୯ ଜଣ ସୁସ୍ଥ ହୋଇଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ରେ ୩୬୫ [+୧୩] ଜଣ ସଂକ୍ରମିତ ହୋଇଥିବା ବେଳେ ୫୯ [+୧୨] ଜଣ ସକ୍ରୀୟ ଅଛନ୍ତି। ୩୦୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲା ରେ ୪୨୨ [+୮] ଜଣ ସଂକ୍ରମିତ ହୋଇଥିବା ବେଳେ ୮୩ [+୮] ଜଣ ସକ୍ରୀୟ ଅଛନ୍ତି। ୩୩୮ ଜଣ ସୁସ୍ଥ ହୋଇଛନ୍ତି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଦା ଜିଲ୍ଲା ରେ ୨, ୦୯୮ [+୬୮] ଜଣ ସଂକ୍ରମିତ ହୋଇଥିବା ବେଳେ ୮୭୫ [+୬୭] ଜଣ ସକ୍ରୀୟ ଅଛନ୍ତି। ୧, ୨୦୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୪ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୭ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲା ରେ ୩୩୯ [+୨୮] ଜଣ ସଂକ୍ରମିତ ହୋଇଥିବା ବେଳେ ୨୪୩ [+୨୮] ଜଣ ସକ୍ରୀୟ ଅଛନ୍ତି। ୯୬ ଜଣ ସୁସ୍ଥ ହୋଇଛନ୍ତି।

ମାଲକାନଗିରି ରେ ୩୦୬ [+୧୦] ଜଣ ସଂକ୍ରମିତ ହୋଇଥିବା ବେଳେ ୧୪୫ [+୧୦] ଜଣ ସକ୍ରୀୟ ଅଛନ୍ତି। ୧୬୧ ଜଣ ସୁସ୍ଥ ହୋଇଛନ୍ତି।

ମୟୁରଭଞ୍ଜ ଜିଲ୍ଲା ରେ ୪୭୧ [+୩] ଜଣ ସଂକ୍ରମିତ ହୋଇଥିବା ବେଳେ ୧୪୭ [+୩] ଜଣ ସକ୍ରୀୟ ଅଛନ୍ତି। ୩୨୨ ଜଣ ସୁସ୍ଥ ହୋଇଛନ୍ତି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲା ରେ ୧୫୯ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୨୮ [+୨] ଜଣ ସକ୍ରୀୟ ଅଛନ୍ତି। ୧୩୦ ଜଣ ସୁସ୍ଥ ହୋଇଛନ୍ତି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲା ରେ ୩୪୪ [+୪] ଜଣ ସଂକ୍ରମିତ ହୋଇଥିବା ବେଳେ ୭୮ [+୪] ଜଣ ସକ୍ରୀୟ ଅଛନ୍ତି। ୨୬୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧  ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ନୂଆପଡ଼ା ଜିଲ୍ଲା ରେ ୧୦୦ ଜଣ ସଂକ୍ରମିତ ହୋଇଥିବା ବେଳେ ୦ ଜଣ ସକ୍ରୀୟ ଅଛନ୍ତି। ୧୦୦ ଜଣ ସୁସ୍ଥ ହୋଇଛନ୍ତି।

ପୁରୀ ଜିଲ୍ଲା ରେ ୪୧୬ ଜଣ ସଂକ୍ରମିତ ହୋଇଥିବା ବେଳେ ୯୨ [-୧] ଜଣ ସକ୍ରୀୟ ଅଛନ୍ତି। ୩୨୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ [+୧] ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲା ରେ ୨୪୨ [+୪୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧୦୨ [+୪୬] ଜଣ ସକ୍ରୀୟ ଅଛନ୍ତି। ୧୩୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲା ରେ ୧୯୪ [+୧୦] ଜଣ ସଂକ୍ରମିତ ହୋଇଥିବା ବେଳେ ୮୩ [+୧୦] ଜଣ ସକ୍ରୀୟ ଅଛନ୍ତି। ୧୧୧ ଜଣ ସୁସ୍ଥ ହୋଇଛନ୍ତି।

ସୋନପୁର ଜିଲ୍ଲା ରେ ୫୪ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧୦ [+୧] ଜଣ ସକ୍ରୀୟ ଅଛନ୍ତି। ୪୪ ଜଣ ସୁସ୍ଥ ହୋଇଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା ରେ ୮୨୮ [+୨୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧୦୯ [+୨୧] ଜଣ ସକ୍ରୀୟ ଅଛନ୍ତି। ୭୧୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ [+୧] ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।