Odiapua.com

ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୮୧୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ – ୮ ମୃତ – ଜାଣନ୍ତୁ ଜିଲ୍ଲାୱାରୀ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର ୦୬-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୮୧୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୨୪୦୩୧ କୁ ବୃଦ୍ଧି ପାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୯୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୨୨୮୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ  ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୫୨୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି।

ଗତକାଲି ସୁସ୍ଥ ହୋଇଥିଲେ ୩୪୪୩ ଜଣ। ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୨୦୯୮୪୦୧। ମୋଟ ଆକ୍ରାନ୍ତ ୧୨୪୦୩୧ କୁ ବୃଦ୍ଧିପାଇଥିବାବେଳେ ମୋଟ ସୁସ୍ଥ ହେଲେଣି ୯୩୭୭୪ ଜଣ ଏବଂ ସକ୍ରୀୟ ଆକ୍ରାନ୍ତ ଅଛନ୍ତି ୨୯୬୫୮ ଜଣ।

ପୁଣି କରୋନା ନେଇଛି ୮ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୫୪୬ କୁ ବୃଦ୍ଧି ପାଇଛି।
ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଗଞ୍ଜାମ ଜିଲ୍ଲାରୁ ୪ ଜଣ,
ଖୋର୍ଦ୍ଦା ଜିଲ୍ଲାରୁ ଜଣେ,
କୋରାପୁଟ ଜିଲ୍ଲାରୁ ଜଣେ,
ରାୟଗଡ଼ା ଜିଲ୍ଲାରୁ ଜଣେ,
ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ,

ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଚିକିତ୍ସିତ ହେଉଥିବା ବେଳେ ୮ ଜଣ କୋଭିଡ ପଜିଟିଭ ରୋଗୀଙ୍କର ମୃତ୍ୟୁ ହୋଇଛି।

ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୮୧୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି।
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ – ୭୩
୨- ବାଲେଶ୍ୱର ଜିଲ୍ଲାରୁ – ୧୨୦
୩- ବରଗଡ଼ ଜିଲ୍ଲାରୁ – ୩୯୬
୪- ଭଦ୍ରକ ଜିଲ୍ଲାରୁ – ୧୦୭
୫- ବଲାଙ୍ଗୀର ଜିଲ୍ଲାରୁ – ୪୩
୬- ବୌଦ୍ଦ ଜିଲ୍ଲାରୁ – ୨୯
୭- କଟକ ଜିଲ୍ଲାରୁ – ୩୨୨
୮- ଦେବଗଡ଼ ଜିଲ୍ଲାରୁ – ୭
୯- ଢେଙ୍କାନାଳ ଜିଲ୍ଲାରୁ – ୫୧
୧୦- ଗଜପତି ଜିଲ୍ଲାରୁ – ୨୦
୧୧- ଗଞ୍ଜାମ ଜିଲ୍ଲାରୁ – ୧୦୮
୧୨- ଜଗତସିଂହପୁର ଜିଲ୍ଲାରୁ – ୬୭
୧୩- ଯାଜପୁର ଜିଲ୍ଲାରୁ – ୨୫୨
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୧୯୨
୧୫- କଳାହାଣ୍ଡି ଜିଲ୍ଲାରୁ – ୫୭
୧୬- କନ୍ଧମାଳ ଜିଲ୍ଲାରୁ – ୪୫
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୦୩
୧୮- କେନ୍ଦୁଝର ଜିଲ୍ଲାରୁ – ୮୪
୧୯- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୭୯୭
୨୦- କୋରାପୁଟ ଜିଲ୍ଲାରୁ – ୮୪
୨୧- ମାଲକାନଗିରି : ୩୭
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୪୨
୨୩- ନବରଙ୍ଗପୁର ଜିଲ୍ଲାରେ: ୭୮
୨୪- ନୟାଗଡ଼ ଜିଲ୍ଲାରୁ – ୬୨
୨୫- ନୂଆପଡ଼ା ଜିଲ୍ଲାରୁ – ୯୩
୨୬- ପୁରୀ ଜିଲ୍ଲାରୁ – ୧୧୭
୨୭- ରାୟଗଡ଼ା ଜିଲ୍ଲାରୁ – ୧୦୧
୨୮- ସମ୍ବଲପୁର ଜିଲ୍ଲାରୁ – ୮୩
୨୯- ସୋନପୁର ଜିଲ୍ଲାରୁ – ୧୦୬
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୩୪

ଜିଲ୍ଲାୱାରୀ ତଥ୍ୟ-

ଅନୁଗୁଳ ଜିଲ୍ଲା ରେ ୧, ୨୧୭ [+୭୩] ଜଣ ସଂକ୍ରମିତ ହୋଇଥିବା ବେଳେ ୫୦୩ [+୭୩] ଜଣ ସକ୍ରୀୟ ଅଛନ୍ତି। ୭୧୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲା ରେ ୪, ୩୩୦ [+୧୨୦] ଜଣ ସଂକ୍ରମିତ ହୋଇଥିବା ବେଳେ ୯୩୬ [+୧୨୦] ଜଣ ସକ୍ରୀୟ ଅଛନ୍ତି। ୩, ୩୭୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ଼ ଜିଲ୍ଲା ରେ ୩, ୪୨୩ [+୩୯୬] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୮୦୯ [+୩୯୬] ଜଣ ସକ୍ରୀୟ ଅଛନ୍ତି। ୧, ୬୦୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲା ରେ ୩, ୨୯୪ [+୧୦୭] ଜଣ ସଂକ୍ରମିତ ହୋଇଥିବା ବେଳେ ୭୬୭ [+୧୦୭] ଜଣ ସକ୍ରୀୟ ଅଛନ୍ତି। ୨, ୫୧୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲା ରେ ୨, ୦୨୪ [+୪୩] ଜଣ ସଂକ୍ରମିତ ହୋଇଥିବା ବେଳେ ୩୬୨ [+୪୩] ଜଣ ସକ୍ରୀୟ ଅଛନ୍ତି। ୧, ୬୫୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବୌଦ୍ଦ ଜିଲ୍ଲା ରେ ୮୨୧ [+୨୯] ଜଣ ସଂକ୍ରମିତ ହୋଇଥିବା ବେଳେ ୨୬୫ [+୨୯] ଜଣ ସକ୍ରୀୟ ଅଛନ୍ତି। ୫୫୬ ଜଣ ସୁସ୍ଥ ହୋଇଛନ୍ତି।

କଟକ ଜିଲ୍ଲା ରେ ୧୦, ୩୬୫ [+୩୨୨] ଜଣ ସଂକ୍ରମିତ ହୋଇଥିବା ବେଳେ ୩, ୦୮୬ [+୩୨୨] ଜଣ ସକ୍ରୀୟ ଅଛନ୍ତି। ୭, ୨୩୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲା ରେ ୨୫୩ [+୭] ଜଣ ସଂକ୍ରମିତ ହୋଇଥିବା ବେଳେ ୫୨ [+୭] ଜଣ ସକ୍ରୀୟ ଅଛନ୍ତି। ୨୦୧ ଜଣ ସୁସ୍ଥ ହୋଇଛନ୍ତି।

ଢେଙ୍କାନାଳ ଜିଲ୍ଲା ରେ ୧, ୯୯୦ [+୫୧] ଜଣ ସଂକ୍ରମିତ ହୋଇଥିବା ବେଳେ ୪୩୦ [+୫୧] ଜଣ ସକ୍ରୀୟ ଅଛନ୍ତି। ୧, ୫୫୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଜପତିଜିଲ୍ଲା ରେ ୨, ୯୮୦ [+୨୦] ଜଣ ସଂକ୍ରମିତ ହୋଇଥିବା ବେଳେ ୧୮୬ [+୨୦] ଜଣ ସକ୍ରୀୟ ଅଛନ୍ତି। ୨, ୭୭୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲା ରେ ୧୮, ୬୫୨ [+୧୦୮] ଜଣ ସଂକ୍ରମିତ ହୋଇଥିବା ବେଳେ ୯୧୮ [+୧୦୪] ଜଣ ସକ୍ରୀୟ ଅଛନ୍ତି। ୧୭, ୫୨୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୦୪ [+୪] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲା ରେ ୨, ୨୮୬ [+୬୭] ଜଣ ସଂକ୍ରମିତ ହୋଇଥିବା ବେଳେ ୭୪୨ [+୬୭] ଜଣ ସକ୍ରୀୟ ଅଛନ୍ତି। ୧, ୫୩୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲା ରେ ୪, ୬୦୩ [+୨୫୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୦୭୫ [+୨୫୨] ଜଣ ସକ୍ରୀୟ ଅଛନ୍ତି। ୩, ୫୨୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡ଼ା ଜିଲ୍ଲା ରେ ୧, ୭୭୬ [+୧୯୨] ଜଣ ସଂକ୍ରମିତ ହୋଇଥିବା ବେଳେ ୬୬୪ [+୧୯୨] ଜଣ ସକ୍ରୀୟ ଅଛନ୍ତି। ୧, ୧୧୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲା ରେ ୧, ୬୧୦ [+୫୭] ଜଣ ସଂକ୍ରମିତ ହୋଇଥିବା ବେଳେ ୪୨୫ [+୫୭] ଜଣ ସକ୍ରୀୟ ଅଛନ୍ତି। ୧, ୧୮୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲା ରେ ୨, ୪୧୧ [+୪୫] ଜଣ ସଂକ୍ରମିତ ହୋଇଥିବା ବେଳେ ୨୮୮ [+୪୫] ଜଣ ସକ୍ରୀୟ ଅଛନ୍ତି। ୨, ୧୧୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦ୍ରାପଡ଼ା ଜିଲ୍ଲା ରେ ୨, ୨୨୬ [+୧୦୩] ଜଣ ସଂକ୍ରମିତ ହୋଇଥିବା ବେଳେ ୭୮୫ [+୧୦୩] ଜଣ ସକ୍ରୀୟ ଅଛନ୍ତି। ୧, ୪୩୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲା ରେ ୨, ୩୮୬ [+୮୪] ଜଣ ସଂକ୍ରମିତ ହୋଇଥିବା ବେଳେ ୬୧୬ [+୮୪] ଜଣ ସକ୍ରୀୟ ଅଛନ୍ତି। ୧, ୭୬୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଦା ଜିଲ୍ଲା ରେ ୨୧, ୪୧୫ [+୭୯୭] ଜଣ ସଂକ୍ରମିତ ହୋଇଥିବା ବେଳେ ୭, ୬୬୧ [+୭୯୬] ଜଣ ସକ୍ରୀୟ ଅଛନ୍ତି। ୧୩, ୬୬୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୫ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧୦ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲା ରେ ୪, ୦୬୫ [+୮୪] ଜଣ ସଂକ୍ରମିତ ହୋଇଥିବା ବେଳେ ୭୦୦ [+୮୩] ଜଣ ସକ୍ରୀୟ ଅଛନ୍ତି। ୩, ୩୬୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ମାଲକାନଗିରି ରେ ୨, ୫୫୨ [+୩୭] ଜଣ ସଂକ୍ରମିତ ହୋଇଥିବା ବେଳେ ୩୧୧ [+୩୭] ଜଣ ସକ୍ରୀୟ ଅଛନ୍ତି। ୨, ୨୩୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୁରଭଞ୍ଜ ଜିଲ୍ଲା ରେ ୪, ୭୬୧ [+୧୪୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୯୨୨ [+୧୪୨] ଜଣ ସକ୍ରୀୟ ଅଛନ୍ତି। ୨, ୮୩୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲା ରେ ୧, ୪୨୮ [+୭୮] ଜଣ ସଂକ୍ରମିତ ହୋଇଥିବା ବେଳେ ୪୪୭ [+୭୮] ଜଣ ସକ୍ରୀୟ ଅଛନ୍ତି। ୯୭୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲା ରେ ୩, ୩୮୧ [+୬୨] ଜଣ ସଂକ୍ରମିତ ହୋଇଥିବା ବେଳେ ୫୭୯ [+୬୨] ଜଣ ସକ୍ରୀୟ ଅଛନ୍ତି। ୨, ୭୮୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୂଆପଡ଼ା ଜିଲ୍ଲା ରେ ୮୩୮ [+୯୩] ଜଣ ସଂକ୍ରମିତ ହୋଇଥିବା ବେଳେ ୩୬୦ [+୯୩] ଜଣ ସକ୍ରୀୟ ଅଛନ୍ତି। ୪୭୮ ଜଣ ସୁସ୍ଥ ହୋଇଛନ୍ତି।

ପୁରୀ ଜିଲ୍ଲା ରେ ୪, ୪୨୩ [+୧୧୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୧୪୫ [+୧୧୭] ଜଣ ସକ୍ରୀୟ ଅଛନ୍ତି। ୩, ୨୫୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲା ରେ ୫, ୩୦୯ [+୧୦୧] ଜଣ ସଂକ୍ରମିତ ହୋଇଥିବା ବେଳେ ୬୧୯ [+୧୦୦] ଜଣ ସକ୍ରୀୟ ଅଛନ୍ତି। ୪, ୬୬୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୮ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲା ରେ ୩, ୨୯୮ [+୮୩] ଜଣ ସଂକ୍ରମିତ ହୋଇଥିବା ବେଳେ ୭୪୪ [+୮୩] ଜଣ ସକ୍ରୀୟ ଅଛନ୍ତି। ୨, ୫୩୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୋନପୁର ଜିଲ୍ଲା ରେ ୧, ୦୬୭ [+୧୦୬] ଜଣ ସଂକ୍ରମିତ ହୋଇଥିବା ବେଳେ ୪୮୯ [+୧୦୬] ଜଣ ସକ୍ରୀୟ ଅଛନ୍ତି। ୫୭୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲା ରେ ୪, ୮୪୭ [+୩୪] ଜଣ ସଂକ୍ରମିତ ହୋଇଥିବା ବେଳେ ୭୭୨ [+୩୩] ଜଣ ସକ୍ରୀୟ ଅଛନ୍ତି। ୪, ୦୩୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୮ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।