Home Coronavirus Outbreak ୭୦% ଶସ୍ତା ହେବ ମଦ – ଦିଲ୍ଲୀ ସରକାରଙ୍କର ନିଷ୍ପତ୍ତି Coronavirus Outbreakଓଡ଼ିଶାଜାତୀୟ ୭୦% ଶସ୍ତା ହେବ ମଦ – ଦିଲ୍ଲୀ ସରକାରଙ୍କର ନିଷ୍ପତ୍ତି By Bureau - June 7, 2020 662 Total0 0 0 0 0ନୂଆ ଦିଲ୍ଲୀ ୭-୬ (ଓଡ଼ିଆ ପୁଅ) ଦିଲ୍ଲୀ ସରକାର ଜୁନ୍ ୧୦ରୁ ସମସ୍ତ ବର୍ଗର ମଦ ଉପରେ ୭୦ ପ୍ରତିଶତ ‘ସ୍ୱତନ୍ତ୍ର କରୋନା ଫି’ ପ୍ରତ୍ୟାହାର କରିବେ ବୋଲି ରିପୋର୍ଟରୁ ପ୍ରକାଶ। ସୂଚନାଯୋଗ୍ୟଯେ, ଗତମାସରେ ମଦ ବିକ୍ରି ଉପରେ ଦିଲ୍ଲୀ ସରକାର ୭୦ ପ୍ରତିଶତ “ସ୍ୱତନ୍ତ୍ର କରୋନା ଫି” ଲାଗୁ କରିଥିଲେ। Tweet Total0 0 0 0 0