Odiapua.com

ଆଜି ୩୦ ଜିଲ୍ଲାରୁ ୪୩୪୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ଆକ୍ରାନ୍ତ ୧୯୬୮୮୮ କୁ ବୃଦ୍ଧି

ଭୁବନେଶ୍ୱର ୨୪-୯ (ଓଡ଼ିଆ ପୁଅ) ଆଜି ୩୦ ଜିଲ୍ଲାରୁ କରୋନା ୪୩୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୬୮୮୮ କୁ ବୃଦ୍ଧି ପାଇଛି। ଏ ନେଇ ସୂଚନା ଓ ଲୋକସଂପର୍କ ବିଭାଗ ସୂଚନା ଦୋଇଛି।

 

– ନୂଆ ଆକ୍ରାନ୍ତ: ୪୩୪୦

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୫୧୭

– ସ୍ଥାନୀୟ ଅଞ୍ଚଳରୁ୧୮୨୩

କେଉଁ ଜିଲ୍ଲାରୁ –  କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ –  ୧୫୫

୨- ବାଲେଶ୍ୱର ଜିଲ୍ଲାରୁ –  ୧୬୨

୩- ବରଗଡ଼ ଜିଲ୍ଲାରୁ –  ୧୦୮

୪- ଭଦ୍ରକ ଜିଲ୍ଲାରୁ –  ୧୦୫

୫- ବଲାଙ୍ଗୀର ଜିଲ୍ଲାରୁ –  ୫୩

୬- ବୌଦ୍ଦ ଜିଲ୍ଲାରୁ –  ୬୭

୭- କଟକ ଜିଲ୍ଲାରୁ –  ୫୬୭

୮- ଦେବଗଡ଼ ଜିଲ୍ଲାରୁ –  ୨୨

୯- ଢେଙ୍କାନାଳ ଜିଲ୍ଲାରୁ –  ୫୬

୧୦- ଗଜପତି ଜିଲ୍ଲାରୁ –  ୧୯

୧୧- ଗଞ୍ଜାମ ଜିଲ୍ଲାରୁ –  ୯୦

୧୨- ଜଗତସିଂହପୁର ଜିଲ୍ଲାରୁ –  ୧୯୩

୧୩- ଯାଜପୁର ଜିଲ୍ଲାରୁ –  ୧୫୧

୧୪- ଝାରସୁଗୁଡ଼ା ଜିଲ୍ଲାରୁ –  ୧୭୪

୧୫- କଳାହାଣ୍ଡି ଜିଲ୍ଲାରୁ –  ୫୮

୧୬- କନ୍ଧମାଳ ଜିଲ୍ଲାରୁ –  ୧୪୩

୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୦୯

୧୮- କେନ୍ଦୁଝର ଜିଲ୍ଲାରୁ –  ୯୦

୧୯- ଖୋର୍ଦ୍ଧା ଜିଲ୍ଲାରୁ : ୬୫୩

୨୦- କୋରାପୁଟ ଜିଲ୍ଲାରୁ –  ୭୭

୨୧- ମାଲକାନଗିରି : ୩୪

୨୨- ମୟୁରଭଞ୍ଜ ଜିଲ୍ଲାରୁ –  ୧୨୭

୨୩- ନବରଙ୍ଗପୁର ଜିଲ୍ଲାରୁ : ୧୪୩

୨୪- ନୟାଗଡ଼ ଜିଲ୍ଲାରୁ –  ୮୪

୨୫- ନୂଆପଡ଼ା ଜିଲ୍ଲାରୁ –  ୭୪

୨୬- ପୁରୀ ଜିଲ୍ଲାରୁ –  ୨୦୩

୨୭- ରାୟଗଡ଼ା ଜିଲ୍ଲାରୁ –  ୬୨

୨୮- ସମ୍ବଲପୁର ଜିଲ୍ଲାରୁ –  ୧୩୦

୨୯- ସୋନପୁର ଜିଲ୍ଲାରୁ –  ୧୨୯

୩୦- ସୁନ୍ଦରଗଡ଼ ଜିଲ୍ଲାରୁ –  ୧୩୮

୩୧- State Pool: ୧୬୪

ଗତକାଲି ସୁସ୍ଥ ହୋଇଥିଲେ : ୪୦୫୨

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୯୫୬୩୦୧

– ମୋଟ ଆକ୍ରାନ୍ତ ୧୯୬୮୮୮

– ମୋଟ ସୁସ୍ଛ ହୋଲେଣି ୧୫୭୨୬୫

ସକ୍ରୀୟ ଆକ୍ରାନ୍ତ : ୩୮୮୧୮