Home Coronavirus Outbreak କୋଭିଡ-19 ପରିଚାଳନା ଲାଗି 2 ବର୍ଷ (2020-21 ଏବଂ 2021-22) ପାଇଁ ସାଂସଦ ସ୍ଥାନୀୟ ଅଞ୍ଚଳ...

କୋଭିଡ-19 ପରିଚାଳନା ଲାଗି 2 ବର୍ଷ (2020-21 ଏବଂ 2021-22) ପାଇଁ ସାଂସଦ ସ୍ଥାନୀୟ ଅଞ୍ଚଳ ବିକାଶ ପାଣ୍ଠି ସ୍ଥଗିତ ରଖିବାକୁ କ୍ୟାବିନେଟ ଅନୁମୋଦନ

266

ନୂଆ ଦିଲ୍ଲୀ ୭-୪ (ଓଡ଼ିଆ ପୁଅ) କୋଭିଡ-19ର ବ୍ୟାପକତାକୁ ରୋକିବା ପାଇଁ ସରକାରଙ୍କର ନିରନ୍ତର ପ୍ରୟାସ ସ୍ୱରୂପ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଦୁଇ ବର୍ଷ (2020-21 ଏବଂ 2021-22) ପାଇଁ ସାଂସଦମାନଙ୍କ ସ୍ଥାନୀୟ ଅଞ୍ଚଳ ବିକାଶ ପାଣ୍ଠିକୁ (ଏମପି ଲାଡ) ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଦେଶରେ କୋଭିଡ-19ର ପରିଚାଳନା ପାଇଁ ସୃଷ୍ଟି ହୋଇଥିବା ଆହ୍ୱାନର ମୁକାବିଲା ଲାଗି ସରକାରଙ୍କର ପ୍ରୟାସକୁ ସୁଦୃଢ କରିବା ଦିଗରେ ଏହି ପାଣ୍ଠି ବିନିଯୋଗ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.