Home ଓଡ଼ିଶା ଖାଲକୁ ଖସି ପଡ଼ିଲା ଯାତ୍ରୀବାହୀ ବସ, ୬ ମୃତ, ୩୯ ଆହତ

ଖାଲକୁ ଖସି ପଡ଼ିଲା ଯାତ୍ରୀବାହୀ ବସ, ୬ ମୃତ, ୩୯ ଆହତ

105

ଝାରଖଣ୍ଡ ୨୫-୬ (ଓଡ଼ିଆ ପୁଅ) ଝାରଖଣ୍ଡର ଗଢ଼ବାରେ ଅମ୍ବିକାପୁରରୁ ସାସାରାମ ଯାତ୍ରାକୁ କରୁଥିବା ଯାତ୍ରୀବାହୀ ବସ ମଙ୍ଗଳବାର ସକାଳେ ଖାଲକୁ ଖସି ପଡ଼ିଥିଲା। ଦୁର୍ଘଟଣାରେ ବର୍ତ୍ତମାନ ୬ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩୯ ଜଣ ଆହତ ହୋଇଛନ୍ତି ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସରେ ସର୍ବମୋଟ ୪୫ ଯାତ୍ରୀ ଥିଲେ। ଆହତମାନଙ୍କ ମଧ୍ୟରୁ ଅନେକଙ୍କର ଅବସ୍ଥା ଗଭୀର ଗୁରୁତର ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.