Sanjay Kumar Panigrahi
ଚଳିତ ବର୍ଷ ଫିକା ପଡିଛି ପ୍ରସିଦ୍ଧ ଗଣେଶ ଉତ୍ସବ : ଖାଁ ଖାଁ ଦିଶୁଛି...
ବାଲିଗୁଡା, ୨୨/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ଆଜି ପବିତ୍ର ଗଣେଶ ପୂଜା। ହେଲେ ଚଳିତ ବର୍ଷ ସମଗ୍ର କନ୍ଧମାଳ ଜିଲ୍ଲା ସମେତ ବାଲିଗୁଡା ଟାଉନରେ ଫିକା ପଡିଛି ପ୍ରସିଦ୍ଧ ଗଣେଶ ଉତ୍ସବ। ଏହାକୁ...
କୋଭିଡ୍ ଡ୍ୟୁଟିକୁ ନେଇ ବଢୁଛି ଚିନ୍ତା: ଜିଲାପାଳଙ୍କ ନିର୍ଦେଶନାମାକୁ ମାନୁ ନାହାନ୍ତି ବିଇଓ ଏବଂ...
କନ୍ଧମାଳ, ୨୨-୮ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):କୋଭିଡ୍ ଡ୍ୟୁଟିକୁ ନେଇ ଚିନ୍ତାର ପଡ଼ିଯାଇଛନ୍ତି ଶିକ୍ଷକମାନେ। ବିଇଓ ଏବଂ ବିଆର୍ସିସି ନିଜ ପସନ୍ଦର ଶିକ୍ଷକଙ୍କୁ କୋଭିଡ୍ ଡ୍ୟୁଟି ପାଇଁ ନିୟୋଜିତ କରୁଥିବାରୁ ଶିକ୍ଷକ ମହଲରେ...
ଛାତ୍ର, ପ୍ରବାସୀଓ ଗ୍ରାମବାସୀ ମିଶି କେନାଲ ନିର୍ମାଣ କରି ଶୁଖିଲା ଜମିକୁ ଆଣିଲେ ପାଣି
ବାଲିଗୁଡ଼ା, ୨୧/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) : ବଣ ପାହାଡ଼ ଘେରା କନ୍ଧମାଳ ଜିଲ୍ଲା। ଜିଲ୍ଲାରେ ଅଧିକାଂଶ ଆଦିବାସୀ ବର୍ଗର ବସବାସ କରନ୍ତି। ଜିଲ୍ଲାର ଦାରିଙ୍ଗବାଡ଼ି ଅଂଚଳ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର। ଦାରିଙ୍ଗବାଡ଼ି...
ସିମନବାଡ଼ି ବଜ଼ାରରେ ଲୋକେ ମାନୁନାହାନ୍ତି ସାମାଜିକ ଦୂରତା : ଅମାନିଆଙ୍କୁ ଅଟକାଇଲେ ବାଲିଗୁଡା ଏସଡିପିଓ
ବାଲିଗୁଡା, ୨୨/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଦିନକୁ ଦିନ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ...
ଜି ଉଦୟଗିରି ଅଞ୍ଚଳର ବିଭିନ୍ନ ସାହିରୁ କଣ୍ଟେନମେଣ୍ଟ ଜୋନ୍କୁ ହଟାଇ ଦିଆଗଲା
ବାଲିଗୁଡା, ୨୨/୮(ଓଡ଼ିଆ ପୁଅ/ ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି ଉଦୟଗିରି ସହରର ଲକ୍ଷ୍ମୀବଜାର ଯାହାକି ମୁଖ୍ୟ ବଜାର ଭାବେ ପରିଚିତ ସେଠାରୁ କଣ୍ଟେନମେଣ୍ଟ ଜୋନ୍କୁ ଉଠାଇ ଦିଆଯାଇଛି।...
କରୋନା ମାଡ଼ରେ ଘାଇଲା କନ୍ଧମାଳର ବିଶ୍ୱ ପ୍ରସିଦ୍ଧ ହଳଦୀ ଓ ଶିଆଳୀ ଖଲି ପତ୍ର...
ବାଲିଗୁଡା, ୨୧/୮.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ହଳଦୀ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବାବେଳେ ଏହାକୁ ଜିଆଇ ଟ୍ୟାଗ୍ମାନ୍ୟତା ମିଳିଛି। ମାତ୍ର ଚଳିତ ବର୍ଷ କରୋନା ମାଡରେ ହଳଦୀ ଚାଷୀ କ୍ଷତିଗ୍ରସ୍ତ...
କାର ସହ ଗଂଜେଇ ଜବତ : ଜଣେ ଗିରଫ
କନ୍ଧମାଳ, ୨୦/୮ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବାବେଳେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ଅବକାରୀ ଥାନା ପକ୍ଷରୁ ଚଢ଼ଉ କରାଯାଇ ୧୨ କେଜି ୧୦୦ ଗ୍ରାମ ଗଞ୍ଜେଇ...
ସହିଦ ଚନ୍ଦ୍ରକାନ୍ତଙ୍କୁ ଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି
ବାଲିଗୁଡା, ୨୦/୮ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ଭାରତ ଓ ଚୀନ୍ ସୀମାରେ ଗତ ଜୁନ୍ ମାସରେ ସହିଦ ହୋଇଥିବା କନ୍ଧମାଳ ଜିଲ୍ଲା ବାଲିଗୁଡାଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ ବିୟରପଙ୍ଗା ଗ୍ରାମର ସହିଦ...
ବ୍ରାହ୍ମଣୀଗାଁକୁ କଣ୍ଟେନ୍ମେଣ୍ଟ ଜୋନ ମୁକ୍ତ ଦାବିରେ ରାସ୍ତା ଅବରୋଧ:ବଣିକ ସଂଘ ପକ୍ଷରୁ ସ୍ମାରକ ପତ୍ର...
ବାଲିଗୁଡା, ୨୦/୮ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁକୁ ଚଳିତ ମାସ ୧ ତାରିଖଠାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନ୍ମେଣ୍ଟ ଜୋନ୍ଭାବେ ଘୋଷଣା କରାଯାଇଛି।...
ଫୁଲବାଣୀ : କ୍ବିଣ୍ଟାଲ ୧୦ କିଲୋ ଗଂଜେଇ ଜବତ, ଗାଡି ଛାଡି ଦୌଡି ପଳାଇଲେ...
କନ୍ଧମାଳ, ୨୦/୮.(ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାର ଫୁଲବାଣୀରୁ ନୟାଗଡକୁ ଟ୍ରକରେ ଯାଉଥିଲା ଗଂଜେଇ। ଅବକାରୀ ବିଭାଗ ଚଢାଉ କରି ଟ୍ରକକୁ ଠାବ କରିବା ସହ ସେଥିରୁ ୧ କ୍ବିଣ୍ଟାଲ ୧୦...
ମୃଣ୍ମୟ କାରୀଗରଙ୍କ ପେଟରେ କରୋନା ମାଡ:ଛାତ୍ର ଛାତ୍ରୀ ତଥା ବିଭିନ୍ନ ଅନୁଷ୍ଠାନ ଦ୍ୱନ୍ଦ୍ୱରେ ରହିଛନ୍ତି
ବାଲିଗୁଡା, ୨୦/୮.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):କରୋନା କଟକଣା ଯୋଗୁଁ ଗତ ଦିନରେ ଯେଉଁ ସବୁ ପର୍ବ ପର୍ବାଣି ପଡ଼ିଛି ତାହାକୁ ନିରାଡାମ୍ବର ଭାବେ ପାଳନ କରାଯାଇଛି। ଏପରିକି ସ୍ୱାଧୀନତା ଦିବସରେ ମଧ୍ୟ କେବଳ...
କନ୍ଧମାଳ : ପୁଣି ମାଓବାଦୀଙ୍କ ପୋଷ୍ଟର
କନ୍ଧମାଳ, ୨୦/୮- (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):ପୁଣି ମାଓବାଦୀ ନିଜର ଉପସ୍ଥିତି ଜାହିର କରିଛନ୍ତି। ଫିରିଙ୍ଗିଆ ଥାନା ଅନ୍ତର୍ଗତ ପୋକାରୀ ଘାଟିରେ ଗଛକାଟି ରାସ୍ତା ଅବରୋଧ କରିବା ସହ ପୋଷ୍ଟର ମାରିଛନ୍ତି। ଏହାସହ...
ଦୁଇ କରୋନା ପଜିଟିଭ ଚିହ୍ନଟ ହେବାପରେ ବଲସକୁମ୍ପା ଗ୍ରାମ କଣ୍ଟେନମେଣ୍ଟ ଘୋଷଣା
କନ୍ଧମାଳ, ୨୦/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ ବଲସକୁମ୍ପା ଗ୍ରାମରେ ମଙ୍ଗଳବାର ଦିନ ୨ ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ବ୍ଲକ ପ୍ରଶାସନ ପକ୍ଷରୁ ଗ୍ରାମକୁ କଣ୍ଟେନମେଣ୍ଟ...
ବାଲିଗୁଡା ଅଞ୍ଚଳରେ ମାଓବାଦୀଙ୍କ ତାଣ୍ଡବ ଆରମ୍ଭ : ଘରୋଇ ଠିକା ସଂସ୍ଥାର ହାଇୱା, ପାଣି...
ବାଲିଗୁଡା, ୧୭/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳରେ ମାଓବାଦୀମାନେ ଏକ ଘରୋଇ ଠିକା କ୍ୟାମ୍ପକୁ ଉଡ଼ାଇଦେଇଥିବା ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ଠିକା ସଂସ୍ଥା ଦ୍ୱାରା ବ୍ୟବହୃତ ହେଉଥିବା...
ଫୁଲବାଣୀରେ ମିଳୁନି ଶବଦାହ ପାଇଁ କାଠ
କନ୍ଧମାଳ, ୧୬/୮(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ଶବଦାହ ପାଇଁ ଫୁଲବାଣୀ ସହରରେ କାଠ ମିଳୁନାହିଁ। ବୁଧବାର ଗଣମାଧ୍ୟମ ପ୍ରତିନିଧି ରାଜୁ ନାୟକଙ୍କ ଦୁର୍ଘଟଣାରେ ମୃତ୍ୟୁ ପରେ ତାଙ୍କ ଶବ ସତ୍କାର ପାଇଁ ବନ...
ଦକ୍ଷିଣ ପୂର୍ବ ସମ୍ଭାଗ ଶିକ୍ଷା ବିକାଶ ସମିତି ଦ୍ୱାରା ଆଲୋଚିତ”ନୂତନ ଜାତୀୟ ଶିକ୍ଷା ନୀତି”-୨୦୨୦”
କନ୍ଧମାଳ, ୧୬/୮-(ଓଡ଼ିଆ ପୁଅ ସଞ୍ଜୟ କୁମାର ପାଣିଗ୍ରାହୀ):ଶିକ୍ଷା ବିକାଶ ସମିତି ଓଡ଼ିଶା(ଦକ୍ଷିଣ ପୂର୍ବ ସମ୍ଭାଗ)ର ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚକ୍ର ଜୁମ ଆପ ମାଧ୍ୟମରେ ଆୟୋଜନ କରାଯାଇଥିଲା।ଉକ୍ତ ଆଲୋଚନା ରେ ବିଭିନ୍ନ ବିଭାଗରେ...
ଅନଲାଇନ ପାଠପଢ଼ାର ବିକଳ ଚିତ୍ର : ପାଠ ପଢ଼ିବାକୁ ୧୨ କିମି ଚାଲି, ନଦୀ...
ବାଲିଗୁଡା, ୧୬/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲାର ଦୁର୍ଗମାଞ୍ଚଳରେ ଅନଲାଇନ ପାଠପଢା ପ୍ରହସନ ପାଲଟିଛି। କାହା ପାଖରେ ମୋବାଇଲ ଅଛି ତ ଆଉ କାହା ପାଖରେ ମୋବାଇଲ ସେଟ ନାହିଁ।...
କରୋନା କଟକଣା ମଧ୍ୟରେ ବାଲିଗୁଡାରେ ପାଳନ ହେଲା ୭୪ତମ ସ୍ବାଧିନତା ଦିବସ
ବାଲିଗୁଡା, ୧୫/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କରୋନା କଟକଣା ଓ ସାମାଜିକ ଦୂରତା ମଧ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଉତ୍ସବ ପାଳନ କମିଟି ପକ୍ଷରୁ ୭୪ତମ ସ୍ବାଧିନତା ଦିବସ ପାଳନ ସ୍ଥାନୀୟ...
ନୂତନ ଉପଜିଲ୍ଲାପାଳଙ୍କୁ ଚିତ୍ରକରଙ୍କ ଫଟୋ ଭେଟି
ବାଲିଗୁଡା, ୧୫/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଜିଲାପାଳ ଭାବେ ଶୁଭଙ୍କର ମହାପାତ୍ର ଯୋଗଦେବା ପରେ ତାଙ୍କୁ ବାଲିଗୁଡ଼ା ବ୍ଳକ ଅନ୍ତର୍ଗତ ଲଣ୍ଡାଗାଁ ଅଞ୍ଚଳର ଚିତ୍ରକର ପ୍ରମୋଦ ଦଣ୍ଡିଆ ଏକ...
କରୋନା ମହାମାରୀ ସମ୍ପର୍କରେ କନ୍ଧମାଳ ଜିଲ୍ଲାପାଳଙ୍କ ଭିଡ଼ିଓ କନଫରେନ୍ସ ଅନୁଷ୍ଠିତ
କନ୍ଧମାଳ, ୧୫/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳରେ କରୋନା ମହାମାରୀ ସହିତ ସ୍ୱାଧୀନତା ଦିବସ ପାଳନକୁ ନେଇ ଏକ ଭିଡ଼ିଓ କନଫରେନ୍ସ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଡ଼ ବୃନ୍ଦା ଡ଼ି, ଅତିରିକ୍ତ...