Home Authors Posts by Debadatta Rath

Debadatta Rath

2473 POSTS 0 COMMENTS

ଗୋଳବାଇ ଶାସନରେ ବିଭିର୍ଣ୍ଣ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ

0
ଖୋର୍ଦ୍ଧା;ଅଗଷ୍ଟ,୧୫:ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଶାସନ ଅଞ୍ଚଳରେ ବିଭିର୍ଣ୍ଣ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।ପାଣିପାଗ ଦୃଷ୍ଟିକୋଣରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଭିର୍ଣ୍ଣ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ପରିକ୍ରମା,ପଥ ସଞ୍ଚଳନ କରି ପାରିନଥିଲେ।ଗୋଳବାଇ...

ଓଡ଼ିଶା ବିଜେପିର ଶକ୍ତି କେତେ ସାମର୍ଥ୍ୟ କେତେ?

0
*ନେତା ମାଳମାଳ ସଙ୍ଗଠନ ଦୁର୍ବଳ! *ମିଶନ ୧୨୦ କ'ଣ ସମ୍ଭବ? *ଅଘୋଷିତ ମେଣ୍ଟକୁ ଆଉ ଇଙ୍ଗିତ କରୁ ନାହିଁ ତ? ଭୁବନେଶ୍ୱର(ଦେବଦତ୍ତ ରଥ):ଓଡ଼ିଶା ବିଜେପିର ଶକ୍ତି କେତେ ସାମର୍ଥ୍ୟ କେତେ?ମିଶନ ୧୨୦ କେତେଦୂର ସମ୍ଭବ?ରାଜ୍ୟ ବିଜେପିରେ ଗୋଳମାଳିଆ...

ଗୋଳବାଇ ଛକରେ ଦୁର୍ଘଟଣା:ଜଣେ ମୃତ,୨ ଆହତ

0
ଭୁବନେଶ୍ୱର;୨୯,ଜୁଲାଇ:ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜାତୀୟ ରାଜପଥ ଗୋଳବାଇ ଛକ ନିକଟରେ ଶଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତ୍ୱର ଆହତ ହୋଇଛନ୍ତି।ଶନିବାର ରାତି ପ୍ରାୟ ୧୨ଟା ପରେ ଗୋଳବାଇ...

ଅନାସ୍ଥା ପ୍ରସ୍ତାବରେ କକ୍ଷତ୍ୟାଗ… ବିଜେପି କ’ଣ ବିଜେଡିକୁ ସିବିଆଇ ଡରାଇଲା?

0
ଭୁବନେଶ୍ୱର(ଦେବଦତ୍ତ ରଥ): ତେଲୁଗ ଦେଶମ ପାର୍ଟି ପକ୍ଷରୁ ମୋଦୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଗଲା।କଂଗ୍ରେସ ସମେତ ଟିଏମସି, ଏସପି, ଆରଜେଡି,ଆପ,ସିପିଏମ ଆଦି ବିରୋଧୀ ଦଳ ଗୁଡିକ ଏହାକୁ ସମର୍ଥନ କଲେ।ତେବେ ବିଜେଡି,ଟିଆରସି,ଏଆଇଡିଏମକେ...

ପଦ୍ମଭୂଷଣ ଗୋପାଳ ଦାସ ନୀରଜଙ୍କର ନିଧନ

0
ଭୁବନେଶ୍ୱର ୧୯-୭ (ଓଡ଼ିଆ ପୁଅ): ପଦ୍ମଭୂଷଣ ସମ୍ମାନିତ କବି ଗୋପାଳ ଦାସ ନୀରଜଙ୍କର ଗୁରୁବାର ରାତିରେ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆଯୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ନିଧନ ହୋଇ ଯାଇଛି।ପରିଜନ ମାନଙ୍କ କହିବା...

ମୋଦୀ ସରକାରଙ୍କର ସଦନରେ ପ୍ରଥମ ଟେଷ୍ଟ:୨୦୧୯ ପୂର୍ବରୁ କଂଗ୍ରେସ ଏବଂ ବିଜେପି ପାଇଁ କେତେ...

0
ଭୁବନେଶ୍ୱର(ଦେବଦତ୍ତ ରଥ): ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଦେବେ ନିଜର ପ୍ରଥମ ପରୀକ୍ଷା।ଗତ ଚାରି ବର୍ଷରେ ଶାସକ ଦଳ ମୋଦୀ ସରକାରଙ୍କ ବିରୁଦ୍ଧରେ ରଖାଯାଇଥିବା ବିରୋଧି ଦଳର ଅନାସ୍ଥା ପ୍ରସ୍ତାବ...

ଅଗ୍ନିବେଶଙ୍କୁ ମାଡ଼ କ’ଣ ସ୍ୱାଭାବିକ ?

0
- ଦେବଦତ୍ତ ରଥ ଅଗ୍ନିବେଶଙ୍କୁ ଝାରଖଣ୍ଡରେ ମାଡ଼ ହେଇଛି।ମୋଦୀଙ୍କ ବିରୋଧରେ କହିବା ଯୋଗୁଁ ତାଙ୍କୁ ବିଜେପି ଯୁବ ମୋର୍ଚ୍ଚା ଏବଂ କିଛି ହିନ୍ଦୁ ସଙ୍ଗଠନ କାର୍ଯ୍ୟକର୍ତ୍ତାମାନେ ମାଡ଼ ମାରିଥିବା ଅଭିଯୋଗ ହେଉଛି।ଝାରଖଣ୍ଡରେ ପାହାଡ଼ିଆ ସମ୍ପ୍ରଦାୟର...

ଛେରା ପହଁରାକୁ ଯଦି ଝାଡ଼ୁ ମାରିବା କହିବେ;ରଥଯାତ୍ରାକୁ ଆଉ ରୋଡ଼-ସୋ କହି ଦେବେନି ତ’?

0
ଭୁବନେଶ୍ୱର(ଦେବଦତ୍ତ ରଥ): ରଥଯାତ୍ରା ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛେରା ପହଁରାକୁ ଝାଡ଼ୁ ମାରିବା/ଓଳେଇବା କହିବାକୁ ନେଇ ବିବାଦ ଆରମ୍ଭ ହୋଇଛି।ତେବେ ପ୍ରଶ୍ନ ଉଠୁଛି କେନ୍ଦ୍ରମନ୍ତ୍ରୀ ଏପରି କହି କେତେଦୂର ଠିକ୍ କରିଛନ୍ତି? ରଥଯାତ୍ରା...

କମ୍ୟୁନିଷ୍ଟ ନେତାଙ୍କ କଳସ ଯାତ୍ରା:କିଏ କହୁଛି ଘର ବାହୁଡ଼ା, କିଏ କହୁଛି ଆଚ୍ଛା ଦିନ!

0
ଭୁବନେଶ୍ୱର ୧୭-୭ (ଦେବଦତ୍ତ ରଥ) : ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ମାକପା) ନେତା ତଥା ପାର୍ଟିର ମହାସଚିବ ସିତାରାମ ୟେଚୁରୀଙ୍କର ସୋସିଆଲ ମିଡିଆରେ ଦୁଇଟି ଫଟୋ ଖୁବ୍ ଚର୍ଚ୍ଚାର ବିଷୟ ହୋଇଛି।ଫଟୋଟିରେ ସୀତାରାମ...

ଗୋଦରୀ ଲୋ’ ନିଜ ଗୋଡ଼କୁ ଅନା…

0
ନିଜେ ଭୁଲ,ନବୀନଙ୍କୁ ଅଙ୍ଗୁଳି ଦେଖାଉଛନ୍ତି ଲେଖା! ଭୁବନେଶ୍ୱର(ଦେବଦତ୍ତ ରଥ):ଓଡ଼ିଆରେ ଗୋଟେ ଢେଗ ଅଛି।"ଗୋଦରୀ ଲୋ' ନିଜ ଗୋଡ଼କୁ ଅନା"।ନିଜର ପଛକେ ହଜାର ଭୁଲ ଥିବ କିନ୍ତୁ ପରକୁ ଆଙ୍ଗୁଳି ଦେଖାଉଥିବ।ଏପରି ଏକ ଘଟଣା ଦେଖିବାକୁ...

ପୁଣି ବିଜେପି ଶିବିରକୁ ଆସିବେ ପି.କେ!

0
ଭୁବନେଶ୍ୱର(ଓଡ଼ିଆ ପୁଅ):ରାଜନୀତିରେ ଚାଣକ୍ୟ କୁହାଯାଉଥିବା ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର(ପି.କେ) ପୁଣି ଥରେ ବିଜେପି ଶିବିରରେ ନିର୍ବାଚନ ପରିଚାଳନା ପାଇଁ ଦାୟିତ୍ୱ ନେଇପାରନ୍ତି।୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପାଇଁ ପ୍ରଚାର କୌଶଳରେ ସହଯୋଗ...

ଓଡ଼ିଶାରେ ଆନ୍ଧ୍ର ମାଛ ଯାଞ୍ଚ ହେବ

0
ଭୁବନେଶ୍ୱର;୧୨,ଜୁଲାଇ(ଓଡ଼ିଆ ପୁଅ):ଆନ୍ଧ୍ର ମାଛକୁ ଆସାମ ସରକାର ବ୍ୟାନ କରିବା ପରେ ଓଡିଶାରେ ଆନ୍ଧ୍ର ମାଛ ମଧ୍ୟ ପରୀକ୍ଷଣ କରାଯିବ।ଏନେଇ ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା।କୃଷି ମନ୍ତ୍ରୀ...

ସଙ୍ଗଠନ ବନାମ ଚେହେରା: କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ ପାର୍ଥି?

0
ଭୁବନେଶ୍ୱର(ଦେବଦତ୍ତ ରଥ):କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା?୨୦୧୯ରେ ଓଡ଼ିଶାରେ ବିଜେପି ସଙ୍ଗଠନ ଶକ୍ତିରେ ଲଢ଼ିବ ନାଁ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଲଢ଼ିବ?ମୁଖ୍ୟମନ୍ତ୍ରୀ ଚେହେରା ହେଲେ କିଏ ସେହି ଚେହେରା?ଏହିପରି କିଛି ପ୍ରଶ୍ନ ବିଜେପିର...

ନିର୍ବାଚନ ଫାଇଦା ପାଇଁ ମତେ ବ୍ୟବହାର କରାଯାଉଛି – ବିଜୟ ମାଲ୍ୟା

0
ଭୁବନେଶ୍ୱର;୧୦,ଜୁଲାଇ(ଓଡ଼ିଆ ପୁଅ):ବ୍ରିଟେନ୍ ହାଇକୋର୍ଟ୍ ବିଜୟ ମାଲ୍ୟାଙ୍କ ସମ୍ପତ୍ତି ଉପରେ କବଜା ଆଦେଶ ଦେବା ପରେ ମୁହଁ ଖୋଲିଛନ୍ତି ଏହି ପଳାତକ ମଦ ବ୍ୟବସାୟୀ।ଭାରତ ସରକାର ବିଭିନ୍ନ ଏଜେନ୍ସି ମାଧ୍ୟମରେ ତାଙ୍କୁ ନେଇ ରାଜନୈତିକ...

  ଶ୍ରୀମନ୍ଦିର ଏକ ଧାର୍ମିକ ସ୍ଥଳୀ ନାଁ ପର୍ଯ୍ୟଟନ ସ୍ଥଳୀ?

0
*ଜଗନ୍ନାଥଙ୍କ ନୀତି କ'ଣ କଣ୍ଢେଇ ଖେଳ? *ଗୋମାଂସ ଖାଉଛି କହି ମନ୍ଦିର ପ୍ରବେଶ ନେଇ ଯୁକ୍ତି କରିବା କେତେ ଦୂର ଠିକ୍? ଭୁବନେଶ୍ୱର(ଦେବଦତ୍ତ ରଥ):ଶ୍ରୀମନ୍ଦିରରେ ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କର ଏବେ କିଛି ଗୁରୁତ୍ୱପୂର୍ଣ୍ଣ ରାୟ ଆସିଛି।ଯାହାକୁ...

ଏକ ପରାଜିତ ଭିକ୍ଷୁ ଠାରୁ ବିଶ୍ୱର ସର୍ବମାନ୍ୟ ନେତା ପର୍ଯ୍ୟନ୍ତ ଦଲାଇଲାମାଙ୍କ ଯାତ୍ରା

0
 - ସମନ୍ୱୟ ନନ୍ଦ ଚୀନର ଦାନବତା ବିରୁଦ୍ଧରେ ଲଢେଇ ଲଢୁଥିବା ଅହିଂସାର ମୂର୍ତିମନ୍ତ ପ୍ରତୀକ ତଥା ତିବତର ଆଧ୍ୟାତ୍ମିକ ମୁଖ୍ୟ ପରମ ପାବନ ହେଉଛନ୍ତି ଦଲାଇ ଲାମା।ପରମପାବନ ଦଲାଇଲାମା କେବଳେ ତିବତର ଶାସନମୁଖ୍ୟ ନୁହନ୍ତି।ସେ...

ରେଡ ବିକିନିରେ ଶାହାରୁକଙ୍କ ଝିଅ!

0
ଭୁବନେଶ୍ୱର ୬-୭ (ଓଡ଼ିଆ ପୁଅ):ଚଳଚିତ୍ର ଅଭିନେତା ଶାହାରୁକ ଖାନଙ୍କ ପରିବାର ଏବେ ୟୁରୋପ ଗସ୍ତରେ ଅଛନ୍ତି।ସେମାନେ ଏବେ ବେକେସଂସରେ ଅଛନ୍ତି।ସେଠାରେ ଶାହାରୁକଙ୍କ ପରିବାର ସଦସ୍ୟଙ୍କ କିଛି ଫଟୋ ସାମ୍ନାକୁ ଆସିଛି।ତେବେ ସେ ଭିତରୁ...

ନିମାପଡ଼ା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଭାଜପାର ଧାରଣା

0
ଭୁବନେଶ୍ୱର;୬, ଜୁଲାଇ(ଓଡ଼ିଆ ପୁଅ):ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମେତ ଅନ୍ୟାନ୍ୟ ବିଭିର୍ଣ୍ଣ ସରକାରୀ ଯୋଜନାରେ ଅନିୟମିତତା ହେଉଥିବା ଅଭିଯୋଗ କରି ଆଜି ନିମାପଡ଼ା ବିଜେପି ପକ୍ଷରୁ ନିମାପଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଆଗରେ ଗଣଧାରଣା...

ସୋନାଲିଙ୍କୁ କ୍ୟାନସର!

0
ଭୁବନେଶ୍ୱର:ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ କ୍ୟାନସରରେ ପୀଡ଼ିତ ହୋଇଛନ୍ତି।ସେ ନିଜେ ଟ୍ୱିଟ୍ କରି ଏହା ଜଣାଇଛନ୍ତି।ଏବେ ସେ ନ୍ୟୁୟର୍କରେ ଚିକିତ୍ସାଧିନ ଅଛନ୍ତି। ସୋନାଲି ଲେଖିଛନ୍ତି ଯେ ନିକଟରେ ପରୀକ୍ଷାରୁ ତାଙ୍କୁ ହାଇଗ୍ରେଡ୍ କ୍ୟାନସର ହୋଇଥିବା...

ସଞ୍ଜୟ ଯୋଶୀଙ୍କ ଓଡ଼ିଶା ଗସ୍ତ:କିଏ ସେ ଯୋଶୀଙ୍କ ଓଡ଼ିଶା ସାଧକ?

0
ଭୁବନେଶ୍ୱର(ଦେବଦତ୍ତ ରଥ):ବିଜେପି ନେତା ସଞ୍ଜୟ ଯୋଶୀଙ୍କୁ ମଙ୍ଗଳବାର ଦିନ ଭୁବନେଶ୍ୱରରେ ଦେଖାଯିବାକୁ ନେଇ ଆଲୋଚନା ଚାଲିଛି।ତେବେ ଏ ସଞ୍ଜୟ ଯୋଶୀ କିଏ?ଏବଂ ତାଙ୍କର ଓଡ଼ିଶା ଗସ୍ତକୁ ନେଇ ଏତେ ଆଲୋଚନା ହେବାର କାରଣ...