Debadatta Rath
୨୪ରେ ଶାହା ଆସିବେ ପୁରୀ! : ବିଜେପି ଶିବିର ଚଳଚଞ୍ଚଳ
ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀରେ ପରିବର୍ତ୍ତନ
ଭୁବନେଶ୍ୱର;୧୦, ସେପ୍ଟେମ୍ବର (ଓଡ଼ିଆ ପୁଅ) :ଚଳିତ ମାସ ୨୪ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶା ଆସିବେ।ପୁରୀରେ ଆୟୋଜିତ ହେବାକୁ ଥିବା ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ...
ଉଦିୟମାନ ଯୁବା ନେତ୍ରୀ ମନସ୍ମିତା
ଭୁବନେଶ୍ୱର: ରାଜନୀତିରେ ମହିଳା ମାନଙ୍କର ପ୍ରଭାବ କମ ଦେଖାଯାଇଥାଏ।ଯେଉଁ କିଛି ମହିଳା ରାଜନୀତିରେ ସଫଳତା ପାଇଥାଆନ୍ତି,ସେମାନଙ୍କ ମଧ୍ୟରେ ଅନେକ ଫ୍ରକ୍ସି ଶାସନ ମଧ୍ୟରେ ରାଜନୀତି କରନ୍ତି ଅଥବା ସେମାନେ ସେହିପରି କୌଣସି ପ୍ରଭାବଶାଳୀ...
ସମାପ୍ତ ହେଲା ମହିଳା ମୋର୍ଚ୍ଚା ଅଧିବେଶନ;ଓଡ଼ିଶାରେ ହେବ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ:ଓଡ଼ିଶାରୁ କେତେ ଜଣ?
ଭୁବନେଶ୍ୱର;୦୧,ସେପ୍ଟେମ୍ବର:ବିଜେପି ମହିଳା ମୋର୍ଚ୍ଚାର ଦୁଇ ଦିନିଆ ଅଧିବେଶନ ସମାପ୍ତ ହୋଇ ଯାଇଛି।ଏଥିରେ ରାଷ୍ଟ୍ରୀୟ ଅଧ୍ୟକ୍ଷା ବିଜୟା ରହାତକର ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ଭିତରେ ମହିଳା ମାନଙ୍କର ବାଇକ ରାଲି,ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀ ମାନଙ୍କର...
ସେପ୍ଟେମ୍ବରରେ ମହିଳା ନେତ୍ରୀଙ୍କ ଲଢ଼େଇ
ମହିଳା ସମାବେଶ:ବୁଥ ଚାଲ ଅଭିଯାନ:ମହିଳା ଆକ୍ରୋଶ ଯାତ୍ରା
ଭୁବନେଶ୍ୱର;୦୧,ସେପ୍ଟେମ୍ବର:ଓଡ଼ିଶା ରାଜନୀତିରେ ସେପ୍ଟେମ୍ବର ମାସ ମହିଳା ନେତ୍ରୀମାନଙ୍କର ଲଢ଼େଇର ମାସ।ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି,ବିଜେପି ଏବଂ କଂଗ୍ରେସର ମହିଳା ନେତ୍ରୀ ମାନଙ୍କ ମଧ୍ୟରେ ଦେଖିବାକୁ...
ପ୍ରେମିକର ଆଖି ଫୁଟାଇବା ଘଟଣା ପରେ ପ୍ରେମିକାକୁ ଅପହରଣ ଅଭିଯୋଗ
ପୁଲିସ କହିଲା ମିଥ୍ୟା ଅଭିଯୋଗ:ଯୁବତୀ ପୁଲିସ ତତ୍ୱାବଧାନରେ
ଭୁବନେଶ୍ୱର;୩୧,ଅଗଷ୍ଟ(ଓଡ଼ିଆ ପୁଅ)- :ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଳବାଇ ଗ୍ରାମରେ ପ୍ରେମକୁ ନେଇ ଘଟିଥିବା ଗଣ୍ଡଗୋଳ ଘଟଣାରେ ପ୍ରେମିକକୁ ମାଡ଼ ମାରି ଆଖି ଫୁଟାଇବା...
ମୋଦିଙ୍କୁ ରାକ୍ଷୀ ବାନ୍ଧିଲା ମହିଳା ମୋର୍ଚ୍ଚା;ସାମିଲ ଥିଲେ ଓଡ଼ିଶା ସଭାନେତ୍ରୀ
ଭୁବନେଶ୍ୱର;୨୬,ଅଗଷ୍ଟ:ରାକ୍ଷୀ ପୂର୍ଣ୍ଣିମାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାକ୍ଷୀ ବାନ୍ଧିଛନ୍ତି ବିଜେପି ମହିଳା ମୋର୍ଚ୍ଚା।ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ବିଜୟା ରହାତକରଙ୍କ ସମେତ ଏକ ୧୦ ଜଣିଆ ଟିମ ମୋଦିଙ୍କୁ ସାକ୍ଷାତ କରି ରାକ୍ଷୀ...
ରାଜ୍ୟପାଳଙ୍କୁ ରାକ୍ଷୀ ବାନ୍ଧିଲା ମହିଳା ମୋର୍ଚ୍ଚା
ଭୁବନେଶ୍ୱର;୨୬, ଅଗଷ୍ଟ(ଓଡ଼ିଆ ପୁଅ):ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ଏକ ଟିମ ରାଜ୍ୟପାଳ ଭବନକୁ ଯାଇ ରାଜ୍ୟପାଳ ପ୍ରଫେସର ଗଣେଷି ଲାଲଙ୍କୁ ରାକ୍ଷୀ ବାନ୍ଧିଛନ୍ତି।ରାଜ୍ୟ ମହିଳା ମୋର୍ଚ୍ଚାର ଏହି ଟିମରେ ସାଙ୍ଗଠନିକ ବିଭିର୍ଣ୍ଣ ଦାୟିତ୍ୱରେ...
ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି
ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅବସରରେ ପୁରୀ ଜିଲ୍ଲା ନିମାପଡ଼ାଠାରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ତତ୍ୱାବଧାନରେ ତିଳ ତର୍ପଣ ଏବଂ ସାମୁହିକ ମୁଣ୍ଡନ କାର୍ଯ୍ୟକ୍ରମ
ବିରୋଧ ପରେ ହଟିଲା;ବାଜପେୟୀଙ୍କ ଉପରେ ନବୀନଙ୍କ ପୋଷ୍ଟର
ଖୋର୍ଦ୍ଧା;୨୫,ଅଗଷ୍ଟ(ଓଡ଼ିଆ ପୁଅ):ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ବାଜପେୟୀଙ୍କ ପୋଷ୍ଟର ଉପରେ ନବୀନଙ୍କ ପୋଷ୍ଟର ଦେଖିବାକୁ ମିଳିଥିଲା।ତେବେ ବିଜେପି ପକ୍ଷରୁ ଏହାର ବିରୋଧ କରାଯିବା ପରେ ନବୀନଙ୍କ ପୋଷ୍ଟର ହଟାଇ ଦିଆଯାଇଥିଲା।
ଜଟଣୀରେ ୨୬ ତାରିଖରେ ହେବାକୁ...
ମୈଦାନକୁ ଫେରୁଛନ୍ତି ସଜ୍ଜନ…
ସୁସ୍ଥ ହେଉଛନ୍ତି ଅସୁସ୍ଥ ସଜ୍ଜନ
ଭୁବନେଶ୍ୱର;୨୫,ଅଗଷ୍ଟ(ଦେବଦତ୍ତ ରଥ):ରାଜ୍ୟ ବିଜେପିର ପ୍ରବୀଣ ପ୍ରବକ୍ତା ସଜ୍ଜନ ଶର୍ମା।ଶାନ୍ତ,ସରଳ ଏବଂ ନମ୍ରତାର ସହ ଶାଣିତ ମନ୍ତବ୍ୟ ରଖୁଥିବା ଚେହେରାଟିଏ।ରାଜ୍ୟ ବିଜେପି ପକ୍ଷରୁ ଚମତ୍କାର ପ୍ରତିକ୍ରିୟା ରଖୁଥିବା ରାଜ୍ୟ ବିଜେପିର...
ମୋଦିଙ୍କୁ ରାକ୍ଷୀ ବାନ୍ଧିବେ ମହିଳା ମୋର୍ଚ୍ଚା
ସାମିଲ ରହିବେ ଓଡ଼ିଶା ସଭାନେତ୍ରୀ
ଭୁବନେଶ୍ୱର;୨୪, ଅଗଷ୍ଟ(ଓଡ଼ିଆ ପୁଅ):ରାକ୍ଷୀ ପୂର୍ଣ୍ଣିମାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାକ୍ଷୀ ବାନ୍ଧିବେ ବିଜେପି ମହିଳା ମୋର୍ଚ୍ଚା।ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ବିଜୟା ରହାତକରଙ୍କ ସମେତ ୫ ଜଣ ମହିଳା...
ବିଜେପି ମହିଳା ମୋର୍ଚ୍ଚାର ସାଙ୍ଗଠନିକ ବୈଠକ:ଓଡ଼ିଶା ଆସିବେ ରାଷ୍ଟ୍ରୀୟ ଅଧ୍ୟକ୍ଷା
ଭୁବନେଶ୍ୱର;୨୪, ଅଗଷ୍ଟ (ଓଡ଼ିଆ ପୁଅ):ଚଳିତ ମାସ ୩୦/୩୧ ତାରିଖରେ ବିଜେପି ମହିଳା ମୋର୍ଚ୍ଚାର ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହେବ।ଏଥିରେ ଯୋଗ ଦେବା ପାଇଁ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ବିଜୟା ରହାତକର...
ବିଜେପିର ସାଙ୍ଗଠନିକ ବୈଠକ
ଖୋର୍ଦ୍ଧା;୨୩,ଅଗଷ୍ଟ :ଆଜି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଠାରେ ବିଜେପିର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଖୋର୍ଦ୍ଧା ଜିଲ୍ଲା ୧୨ ନମ୍ବର ଜୋନର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।ମଣ୍ଡଳ ସଭାପତି ସାଗର ବାରିକଙ୍କ ନେତୃତ୍ୱରେ...
ବେଗୁନିଆରେ ବ୍ୟାପୁଛି ଡେଙ୍ଗୁ
ଖୋର୍ଦ୍ଧା;୨୩, ଅଗଷ୍ଟ (ଓଡ଼ିଆ ପୁଅ) :ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ ଡେଙ୍ଗୁ ବ୍ୟାପୁଥିବାର ଜଣାପଡ଼ିଛି।ବଡ଼ବେରଣା ଗ୍ରାମର ଅବିନାଶ ମହାପାତ୍ର ନାମକ ଜଣେ ୨୦ ବର୍ଷୀୟ ଯୁବକ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି।ପୂର୍ବରୁ ଯଶୋଦା...
ଶୃଙ୍ଖଳା ଶିଖାଉଛନ୍ତି ବିଶୃଙ୍ଖଳିତ ନେତା!
ଭୁବନେଶ୍ୱର;୨୩, ଅଗଷ୍ଟ(ଦେବଦତ୍ତ ରଥ):ନିଜେ ଶୃଙ୍ଖଳିତ ନୁହଁ, କିନ୍ତୁ କାର୍ଯ୍ୟକର୍ତ୍ତାଙ୍କୁ ଶୃଙ୍ଖଳା ଶିଖାଉଛନ୍ତି ନେତା।ଓଡ଼ିଶା ବିଜେପିରେ ଏହିପରି କିଛି ଦେଖିବାକୁ ମିଳୁଛି।ବିଭିର୍ଣ୍ଣ ସଭା/ସମିତି କଥା ଛାଡ଼ନ୍ତୁ, ଭୁତପୂର୍ବ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ...
ବାଜପେୟୀଙ୍କ ସ୍ମୃତି ସଭା ନିମନ୍ତେ ନଗର ନିମନ୍ତ୍ରଣ
ଖୋର୍ଦ୍ଧା୨୨,ଅଗଷ୍ଟ:ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଉତ୍ତରାୟଣୀ କ୍ଳବ ଠାରେ ଆସନ୍ତା ୨୬ ତାରିଖରେ ଏକ ସ୍ମୃତି ସଭା,ଶ୍ରଦ୍ଧା ଅର୍ପଣ ଏବଂ ପ୍ରସାଦ ସେବନ କାର୍ଯ୍ୟକ୍ରମ...
ବାଜପେୟୀଙ୍କ ମୃତ୍ୟୁର ଆଗୁଆ ସନ୍ଦେଶ!ଧନ୍ୟରେ ବିଜେପି କାର୍ଯ୍ୟକର୍ତ୍ତା
ଭୁବନେଶ୍ୱର(ଦେବଦତ୍ତ ରଥ):ଭୂତପୂର୍ବ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଦେହାନ୍ତ ହୋଇଯାଇଛି।ତାଙ୍କ ବିୟୋଗରେ ସାରା ଭାରତରେ ଶୋକର ଛାୟା ଖେଳି ଯାଇଛି।ଦୀର୍ଘ ୯ ସପ୍ତାହ ହେଲା ଅସୁସ୍ଥ ଥିବା ବାଜପେୟୀ ଏମ୍ସ...
ରାମଦେବଙ୍କୁ ଭେଟିଲେ ପ୍ରତାପ ଷଢ଼ଙ୍ଗୀ
ଭୁବନେଶ୍ୱର(ଦେବଦତ୍ତ ରଥ):ଯୋଗଗୁରୁ ବାବା ରାମଦେବ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି।ଭୁବନେଶ୍ୱର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ୟୁନିଭରସିଟି(ଏସଓଏ) ଠାରେ ପତଞ୍ଜଳି ତଥା ଭାରତ ସ୍ୱାଭିମାନ ଟ୍ରଷ୍ଟ ପକ୍ଷରୁ "ଯୁବା ସ୍ୱାବଲମ୍ବନ ସମ୍ମିଳନୀ" ନାମକ...
ନିରାକାରପୁରରେ ଏନକାଉଣ୍ଟର
ଭୁବନେଶ୍ୱର;୧୭,ଅଗଷ୍ଟ:ଖୋର୍ଦ୍ଧା ଜିଲ୍ଲା ନିରାକାରପୁରରେ ହୋଇଛି ଏନକାଉଣ୍ଟର।ରାମେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଖଜୁରୀପଡ଼ା ଗ୍ରାମର କୁଖ୍ୟାତ ଅପରାଧୀ ଫିରୋଜ ଖାଁ ଓରଫ ବବୁଲୁକୁ ନିରାକାରପୁର ପୁଲିସ ଏନକାଉଣ୍ଟର କରିଛି।ବବୁଲୁକୁ ପୁଲିସ ଗିରଫ କରିବାକୁ ଯାଇଥିବା ସମୟରେ...
ଆଜି ରାମଦେବ ଆସୁଛନ୍ତି ଓଡ଼ିଶା
ଭୁବନେଶ୍ୱର;୧୭,ଅଗଷ୍ଟ (ଓଡ଼ିଆ ପୁଅ): ଯୋଗଗୁରୁ ବାବା ରାମଦେବ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ୟୁନିଭରସିଟି(ଏସଓଏ) ଠାରେ ପତଞ୍ଜଳିର “ଯୁବା ସ୍ୱାବଲମ୍ବନ ସମ୍ମିଳନୀ” ନାମକ ଏକ କାର୍ଯ୍ୟକ୍ରମରେ...