Odiapua.com

ଭଲ ଖବର: ରାଜ୍ୟରୁ ପୁଣି ସୁସ୍ଥ ହେଲେ ୮୫୪୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର ୯-୫ (ଓଡ଼ିଆ ପୁଅ) ଭଲ ଖବର। ରାଜ୍ୟରୁ ପୁଣି ସୁସ୍ଥ ହୋଇଛନ୍ତି ୮୫୪୧ କରୋନା ଆକ୍ରାନ୍ତ।

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

୧୩୮୩ ଜଣ ଖୋର୍ଦ୍ଧା ଜିଲ୍ଲାରୁ,

୭୪୫ ଜଣ ସୁନ୍ଦରଗଡ ଜିଲ୍ଲାରୁ,

୫୮୦ ଜଣ କଟକ ଜିଲ୍ଲାରୁ,

୫୩୦ ଜଣ ପୁରୀ ଜିଲ୍ଲାରୁ,

୪୩୯ ଜଣ ଝାରସୁଗୁଡା ଜିଲ୍ଲାରୁ,

୪୩୮ ଜଣ ବରଗଡ ଜିଲ୍ଲାରୁ,

୪୧୪ ଜଣ ସମ୍ବଲପୁର ଜିଲ୍ଲାରୁ,

୩୯୯ ଜଣ ନବରଙ୍ଗପୁର ଜିଲ୍ଲାରୁ,

୩୪୮ ଜଣ ଅନୁଗୁଳ ଜିଲ୍ଲାରୁ,

୩୩୪ ଜଣ ଯାଜପୁର ଜିଲ୍ଲାରୁ,

୨୬୬ ଜଣ ନୁଆପଡା ଜିଲ୍ଲାରୁ,

୨୪୭ ଜଣ ମୟୂରଭଞ୍ଜ ଜିଲ୍ଲାରୁ,

୨୨୬ ଜଣ ଗଞ୍ଜାମ ଜିଲ୍ଲାରୁ,

୧୯୩ ଜଣ କଳାହାଣ୍ଡି ଜିଲ୍ଲାରୁ,

୧୮୯ ଜଣ ନୟାଗଡ଼ ଜିଲ୍ଲାରୁ,

୧୬୧ ଜଣ କେନ୍ଦୁଝର ଜିଲ୍ଲାରୁ,

୧୫୯ ଜଣ ବଲାଙ୍ଗୀର ଜିଲ୍ଲାରୁ,

୧୫୬ ଜଣ ରାୟଗଡ଼ା ଜିଲ୍ଲାରୁ,

୧୫୪ ଜଣ ବାଲେଶ୍ୱର ଜିଲ୍ଲାରୁ,

୧୩୦ ଜଣ ଜଗତସିଂହପୁର ଜିଲ୍ଲାରୁ,

୧୨୦ ଜଣ ଗଜପତି ଜିଲ୍ଲାରୁ,

୧୦୩ ଜଣ ସୋନପୁର ଜିଲ୍ଲାରୁ,

୯୭ ଜଣ ଦେବଗଡ଼ ଜିଲ୍ଲାରୁ,

୯୦ ଜଣ ଭଦ୍ରକ ଜିଲ୍ଲାରୁ,

୮୮ ଜଣ କୋରାପୁଟ ଜିଲ୍ଲାରୁ,

୭୨ ଜଣ ବୌଦ୍ଧ ଜିଲ୍ଲାରୁ,

୭୦ ଜଣ କେନ୍ଦ୍ରାପଡା ଜିଲ୍ଲାରୁ,

୫୧ ଜଣ କନ୍ଧମାଳ ଜିଲ୍ଲାରୁ,

୫୧ ଜଣ ମାଲକାନଗିରି ଜିଲ୍ଲାରୁ,

୩୨ ଜଣ ଢେଙ୍କାନାଳ ଜିଲ୍ଲାରୁ ଏବଂ

୨୭୬ ଜଣ ରାଜ୍ୟ ପୁଲ୍ ରୁ ସୁସ୍ଥ ହୋଇଛନ୍ତି। ତେବେ

ଓଡିଶାର ମୋଟ ଆରୋଗ୍ୟ ମାମଲା ବର୍ତ୍ତମାନ ୪୪୭୮୬୩ ରେ ପହଞ୍ଚିଛି।