Odiapua.com

ଭଲ ଖବର : ସୁସ୍ଥ ହେଲେ ୭୬୬୪ କୋଭିଡ୍ ଆକ୍ରାନ୍ତ

ଭୁବନେଶ୍ୱର ୮-୫ (ଓଡ଼ିଆ ପୁଅ) ସୁସ୍ଥ ହେଲେ ୭୬୬୪ ଜଣ କରୋନା ଆକ୍ରାନ୍ତ। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ ହେଲେ

୯୬୧ ଜଣ ଖୋର୍ଧା ଜିଲ୍ଲାରୁ

୫୧୨ ଜଣ ପୁରୀ ଜିଲ୍ଲାରୁ

୫୦୯ ଜଣ କଟକ ଜିଲ୍ଲାରୁ

୪୭୩ ଜଣ ସୁନ୍ଦରଗଡ ଜିଲ୍ଲାରୁ

୪୬୪ ଜଣ ଅନୁଗୁଳ ଜିଲ୍ଲାରୁ

୪୬୧ ଜଣ ବଲାଙ୍ଗୀର ଜିଲ୍ଲାରୁ

୪୩୭ ଜଣ ଝାରସୁଗୁଡା ଜିଲ୍ଲାରୁ

୩୫୩ ଜଣ ନୁଆପଡା ଜିଲ୍ଲାରୁ

୩୩୪ ଜଣ ବରଗଡ ଜିଲ୍ଲାରୁ

୩୩୦ ଜଣ ନବରଙ୍ଗପୁର ଜିଲ୍ଲାରୁ

୩୨୧ ଜଣ ସମ୍ବଲପୁର ଜିଲ୍ଲାରୁ

୨୯୦ ଜଣ ଯାଜପୁର ଜିଲ୍ଲାରୁ

୨୮୯ ଜଣ କଳାହାଣ୍ଡି ଜିଲ୍ଲାରୁ

୨୨୦ ଜଣ ମୟୂରଭଞ୍ଜ ଜିଲ୍ଲାରୁ

୧୯୨ ଜଣ ରାୟଗଡା ଜିଲ୍ଲାରୁ

୧୬୧ ଜଣ ଗଞ୍ଜାମ ଜିଲ୍ଲାରୁ

୧୫୪ ଜଣ କେନ୍ଦୁଝର ଜିଲ୍ଲାରୁ

୧୪୦ ଜଣ ନୟାଗଡ଼ ଜିଲ୍ଲାରୁ

୧୨୨ ଜଣ ସୋନପୁର ଜିଲ୍ଲାରୁ

୧୧୪ ଜଣ ଜଗତସିଂହପୁର ଜିଲ୍ଲାରୁ

୯୯ ଜଣ କୋରାପୁଟ ଜିଲ୍ଲାରୁ

୯୭ ଜଣ ବାଲେଶ୍ୱର ଜିଲ୍ଲାରୁ

୯୧ ଜଣ ଭଦ୍ରକ ଜିଲ୍ଲାରୁ

୭୮ ଜଣ ଗଜପତି ଜିଲ୍ଲାରୁ

୭୭ ଜଣ କେନ୍ଦ୍ରାପଡା ଜିଲ୍ଲାରୁ

୭୫ ଜଣ ଦେବଗଡ଼
୪୫ ଜଣ କନ୍ଧମାଳ ଜିଲ୍ଲାରୁ

୩୧ ଜଣ ମାଲକାନଗିରି ଜିଲ୍ଲାରୁ

୨୨ ଜଣ ଢେଙ୍କାନାଳ ଜିଲ୍ଲାରୁ

୨୦ ଜଣ ବୌଦ୍ଧ ଜିଲ୍ଲାରୁ

୧୯୨ ଜଣ ରାଜ୍ୟ ପୁଲ୍ ରୁ

ସୁସ୍ଥ ହୋଇଛନ୍ତି। ତେବେ ଏହା ସହ ରାଜ୍ୟରେ
ଓଡିଶାର ମୋଟ ଆରୋଗ୍ୟ ମାମଲା ବର୍ତ୍ତମାନ ୪୩୯୩୨୨ ରେ ପହଞ୍ଚିଛି।