Odiapua.com

ସୁସ୍ଥ ହେଲେ ୩୮୯୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର ୨୯-୯ (ଓଡ଼ିଆ ପୁଅ) ସୁସ୍ଥ ହେଲେ ୩୮୯୬ କରୋନା ଆକ୍ରାନ୍ତ। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
୬୫୭ ଜଣ ଖୋର୍ଦ୍ଦା ଜିଲ୍ଲାରୁ

୪୪୨ ଜଣ କଟକ ଜିଲ୍ଲାରୁ

୨୨୬ ଜଣ ବଲେଶ୍ୱର ଜିଲ୍ଲାରୁ

୨୧୭ ଜଣ ଅନୁଗୁଳ ଜିଲ୍ଲାରୁ

୧୮୨ ଜଣ ପୁରୀ ଜିଲ୍ଲାରୁ

୧୭୧ ଜଣ ଜଗତସିଂହପୁର ଜିଲ୍ଲାରୁ

୧୬୨ ଜଣ ମୟୁରଭଞ୍ଜ ଜିଲ୍ଲାରୁ

୧୫୩ ଜଣ ଯାଜପୁର ଜିଲ୍ଲାରୁ

୧୫୧ ଜଣ ଝାରସୁଗୁଡ଼ା ଜିଲ୍ଲାରୁ

୧୨୬ ଜଣ କୋରାପୁଟ ଜିଲ୍ଲାରୁ

୧୧୯ ଜଣ ସୁନ୍ଦରଗଡ଼ ଜିଲ୍ଲାରୁ

୧୧୫ ଜଣ ନୟାଗଡ଼ ଜିଲ୍ଲାରୁ

୧୧୨ ଜଣ କେନ୍ଦ୍ରାପଡ଼ା ଜିଲ୍ଲାରୁ

୧୧୦ ଜଣ ସମ୍ବଲପୁର ଜିଲ୍ଲାରୁ

୧୦୪ ଜଣ କଳାହାଣ୍ଡି ଜିଲ୍ଲାରୁ

୯୭ ଜଣ ବରଗଡ଼ ଜିଲ୍ଲାରୁ

୭୬ ଜଣ ନବରଙ୍ଗପୁର ଜିଲ୍ଲାରୁ

୭୪ ଜଣ ଭଦ୍ରକ ଜିଲ୍ଲାରୁ

୭୨ ଜଣ ମାଲକାନଗିରି

୭୦ ଜଣ ସୋନପୁର ଜିଲ୍ଲାରୁ

୬୮ ଜଣ ବଲାଙ୍ଗୀର ଜିଲ୍ଲାରୁ

୫୫ ଜଣ କେନ୍ଦୁଝର ଜିଲ୍ଲାରୁ

୪୯ ଜଣ ନୂଆପଡ଼ା ଜିଲ୍ଲାରୁ

୪୫ ଜଣ ଢେଙ୍କାନାଳ ଜିଲ୍ଲାରୁ

୪୦ ଜଣ ଗଞ୍ଜାମ ଜିଲ୍ଲାରୁ

୪୦ ଜଣ କନ୍ଧମାଳ ଜିଲ୍ଲାରୁ

୨୫ ଜଣ ରାୟଗଡ଼ା ଜିଲ୍ଲାରୁ

୨୦ ଜଣ ବୌଦ୍ଦ ଜିଲ୍ଲାରୁ

୧୫ ଜଣ ଗଜପତିଜିଲ୍ଲାରୁ

୧୨ ଜଣ ଦେବଗଡ଼ ଜିଲ୍ଲାରୁ

୯୧ ଜଣ State Pool
ସୁସ୍ଥ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।