Odiapua.com

ସୁସ୍ଥ ହେଲେ ୩୨୧୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର ୧୨-୯ (ଓଡ଼ିଆ ପୁଅ) ସୁସ୍ଥ ହେଲେ ୩୨୧୭ କରୋନା ଆକ୍ରାନ୍ତ।
୬୪୭ ଜଣ ଖୋର୍ଦ୍ଦା ଜିଲ୍ଲାରୁ,

୨୮୧ ଜଣ ମୟୁରଭଞ୍ଜ ଜିଲ୍ଲାରୁ,

୨୭୫ ଜଣ କଟକ ଜିଲ୍ଲାରୁ,

୨୧୮ ଜଣ ବରଗଡ଼ ଜିଲ୍ଲାରୁ,

୨୦୬ ଜଣ ରାୟଗଡ଼ା ଜିଲ୍ଲାରୁ,

୧୨୬ ଜଣ ଗଞ୍ଜାମ ଜିଲ୍ଲାରୁ,

୧୧୬ ଜଣ କେନ୍ଦୁଝର ଜିଲ୍ଲାରୁ,

୧୧୨ ଜଣ ଯାଜପୁର ଜିଲ୍ଲାରୁ,

୧୧୨ ଜଣ କୋରାପୁଟ ଜିଲ୍ଲାରୁ,

୧୦୩ ଜଣ ପୁରୀ ଜିଲ୍ଲାରୁ,

୯୬ ଜଣ ଝାରସୁଗୁଡ଼ା ଜିଲ୍ଲାରୁ,
୭୯ ଜଣ ନବରଙ୍ଗପୁର ଜିଲ୍ଲାରୁ,

୭୯ ଜଣ ନୂଆପଡ଼ା ଜିଲ୍ଲାରୁ,

୭୯ ଜଣ ସୁନ୍ଦରଗଡ଼ ଜିଲ୍ଲାରୁ,

୭୫ ଜଣ ସମ୍ବଲପୁର ଜିଲ୍ଲାରୁ,

୬୯ ଜଣ ଅନୁଗୁଳ ଜିଲ୍ଲାରୁ

୬୯ ଜଣ ଢେଙ୍କାନାଳ ଜିଲ୍ଲାରୁ,

୫୯ ଜଣ କେନ୍ଦ୍ରାପଡ଼ା ଜିଲ୍ଲାରୁ,

୫୪ ଜଣ ଭଦ୍ରକ ଜିଲ୍ଲାରୁ,

୫୪ ଜଣ ଜଗତସିଂହପୁର ଜିଲ୍ଲାରୁ,

୫୩ ଜଣ ସୋନପୁର ଜିଲ୍ଲାରୁ,

୪୯ ଜଣ ବାଲେଶ୍ୱର ଜିଲ୍ଲାରୁ

୪୯ ଜଣ ବଲାଙ୍ଗୀର ଜିଲ୍ଲା

୪୯ ଜଣ ନୟାଗଡ଼ ଜିଲ୍ଲାରୁ,

୩୬ ଜଣ କନ୍ଧମାଳ ଜିଲ୍ଲାରୁ,

୨୮ ଜଣ ମାଲକାନଗିରି

୨୧ ଜଣ ଗଜପତିଜିଲ୍ଲାରୁ,

୧୨ ଜଣ କଳାହାଣ୍ଡି ଜିଲ୍ଲାରୁ,

୭ ଜଣ ବୌଦ୍ଦ ଜିଲ୍ଲାରୁ,

୪ ଜଣ ଦେବଗଡ଼ ଜିଲ୍ଲାରୁ,

ଏମାନଙ୍କୁ ମିଶାଇ ମୋଟ ୧୧୫୨୭୯ ଜଣ ସୁସ୍ଥ ହୋଇଛନ୍ତି।