Odiapua.com

ସୁସ୍ଥ ହେଲେ ୧୬୨୧

ଭୁବନେଶ୍ୱର ୧୯-୮ (ଓଡ଼ିଆ ପୁଅ) ରାଜ୍ୟରେ ସୁସ୍ଥ ହୋଇଛନ୍ତି ୧୬୨୧ ଜଣ। ଏହା ସହ ଓଡିଶାରେ ମୋଟ ସୁସ୍ଥଙ୍କ ସଂଖ୍ୟା ବର୍ତ୍ତମାନ ୪୬୯୩୫ ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ ହେଲେ …
୩୨୪ ଜଣ ଗଞ୍ଜାମ ଜିଲ୍ଲାରୁ
୨୬୫ ଜଣ ଖୋର୍ଦ୍ଧା ଜିଲ୍ଲାରୁ
୧୨୭ ଜଣ ଗଜପତିଜିଲ୍ଲାରୁ
୧୧୦ ଜଣ କଟକ ଜିଲ୍ଲାରୁ
୮୫ ଜଣ ପୁରୀ ଜିଲ୍ଲାରୁ
୬୯ ଜଣ କୋରାପୁଟ ଜିଲ୍ଲାରୁ
୬୮ ଜଣ ନୂଆପଡ଼ା ଜିଲ୍ଲାରୁ
୬୬ ଜଣ ବାଲେଶ୍ୱର ଜିଲ୍ଲାରୁ
୬୨ ଜଣ ନୟାଗଡ଼ ଜିଲ୍ଲାରୁ
୫୪ ଜଣ ବଗଗଡ଼ ଜିଲ୍ଲାରୁ
୪୩ ଜଣ କଳାହାଣ୍ଡି ଜିଲ୍ଲାରୁ
୪୧ ଜଣ ସୁନ୍ଦରଗଡ଼ ଜିଲ୍ଲାରୁ
୩୫ ଜଣ କନ୍ଧମାଳ ଜିଲ୍ଲାରୁ
୩୩ ଜଣ ମାଲକାନଗିରି
୩୨ ଜଣ ଯାଜପୁର ଜିଲ୍ଲାରୁ
୨୫ ଜଣ ଢେଙ୍କାନାଳ ଜିଲ୍ଲାରୁ
୨୩ ଜଣ କେନ୍ଦ୍ରାପଡ଼ା ଜିଲ୍ଲାରୁ
୨୨ ଜଣ ଭଦ୍ରକ ଜିଲ୍ଲାରୁ
୨୨ ଜଣ ବଲାଙ୍ଗୀର ଜିଲ୍ଲାରୁ
୨୧ ଜଣ ମୟୁରଭଞ୍ଜ ଜିଲ୍ଲାରୁ
୨୦ ଜଣ ଝାରସୁଗୁଡ଼ା ଜିଲ୍ଲାରୁ
୧୮ ଜଣ ରାୟଗଡ଼ା ଜିଲ୍ଲାରୁ
୧୭ ଜଣ କେନ୍ଦୁଝର ଜିଲ୍ଲାରୁ
୧୪ ଜଣ ସମ୍ବଲପୁର ଜିଲ୍ଲାରୁ
୧୧ ଜଣ ବୌଦ୍ଦ ଜିଲ୍ଲାରୁ
୮ ଜଣ ନବରଙ୍ଗପୁର ଜିଲ୍ଲାରୁ
୩ ଜଣ ଜଗତସିଂହପୁର ଜିଲ୍ଲାରୁ
୨ ଜଣ ସୋନପୁର ଜିଲ୍ଲାରୁ
୧ ଜଣ ଅନୁଗୁଳ ଜିଲ୍ଲାରୁ