Odiapua.com

ଭଲ ଖବର : କମୁଛି ସଂକ୍ରମଣ କିନ୍ତୁ ବଢ଼ୁଛି ଆରୋଗ୍ୟଙ୍କ ସଂଖ୍ୟା ଆଜି ରାଜ୍ୟରୁ ୧୧,୫୧୩ ଆକ୍ରାନ୍ତ ସୁସ୍ଥ ହେଲେ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ?

ଭୁବନେଶ୍ୱର ୨୯-୫ (ଓଡ଼ିଆ ପୁଅ) ରାଜ୍ୟରେ କମୁଛି ସଂକ୍ରମଣ କିନ୍ତୁ ବଢ଼ୁଛି ଆରୋଗ୍ୟଙ୍କ ସଂଖ୍ୟା।

ଆଜି ରାଜ୍ୟରୁ ୧୧୫୧୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଜାଣନ୍ତୁ ଜିଲ୍ଲାୱାରୀ ତଥ୍ୟ-

୧୪୬୪ – ଖୋର୍ଦ୍ଧା ଜିଲ୍ଲାରୁ,

୧୦୫୨ – କଟକ ଜିଲ୍ଲାରୁ,

୭୯୧ – ଯାଜପୁର ଜିଲ୍ଲାରୁ,

୬୯୯ – ସୁନ୍ଦରଗଡ ଜିଲ୍ଲାରୁ,

୬୯୦ – ଅନୁଗୁଳ ଜିଲ୍ଲାରୁ,

୫୬୮ – ପୁରୀ ଜିଲ୍ଲାରୁ,

୫୩୪ – ମୟୂରଭଞ୍ଜ ଜିଲ୍ଲାରୁ,

୫୨୪ – ବାଲେଶ୍ୱର ଜିଲ୍ଲାରୁ,

୪୩୮ – ସମ୍ବଲପୁର ଜିଲ୍ଲାରୁ,

୪୨୧ – ଝାରସୁଗୁଡା ଜିଲ୍ଲାରୁ,

୩୮୪ – ବରଗଡ ଜିଲ୍ଲାରୁ,

୩୪୬ – ନୟାଗଡ଼ ଜିଲ୍ଲାରୁ,

୩୧୬ – ଗଞ୍ଜାମ ଜିଲ୍ଲାରୁ,

୩୦୨ – ନବରଙ୍ଗପୁର ଜିଲ୍ଲାରୁ,

୨୯୪ – ଜଗତସିଂହପୁର ଜିଲ୍ଲାରୁ,

୨୯୩ – ବଲାଙ୍ଗୀର ଜିଲ୍ଲାରୁ,

୨୬୪ – କୋରାପୁଟ ଜିଲ୍ଲାରୁ,

୧୯୯ – ରାୟଗଡ଼ା ଜିଲ୍ଲାରୁ,

୧୯୬ – କଳାହାଣ୍ଡି ଜିଲ୍ଲାରୁ,

୧୯୧ – ବୌଦ୍ଧ ଜିଲ୍ଲାରୁ,

୧୮୬ – ସୋନପୁର ଜିଲ୍ଲାରୁ,

୧୫୧ – କେନ୍ଦୁଝର ଜିଲ୍ଲାରୁ,

୧୫୦ – କେନ୍ଦ୍ରାପଡା ଜିଲ୍ଲାରୁ,

୧୩୨ – ଭଦ୍ରକ ଜିଲ୍ଲାରୁ,

୧୨୭ – ଢେଙ୍କାନାଳ ଜିଲ୍ଲାରୁ,

୧୧୭ – ଦେବଗଡ଼ ଜିଲ୍ଲାରୁ,

୧୧୧ – ନୁଆପଡା ଜିଲ୍ଲାରୁ,

୧୧୦ – ଗଜପତି ଜିଲ୍ଲାରୁ,

୧୦୨ – କନ୍ଧମାଳ ଜିଲ୍ଲାରୁ,

୧୦୦ – ମାଲକାନଗିରି ଜିଲ୍ଲାରୁ,

୨୬୧ – ରାଜ୍ୟ ପୁଲ୍ ରୁ,

ଓଡିଶାର ମୋଟ ସୁସ୍ଥଙ୍କ ସଂଖ୍ୟା ୬୫୮୬୪୬ ରେ ପହଞ୍ଚିଛି।

ଅପର ପକ୍ଷରେ ରାଜ୍ୟରେ ଗତ ୨୪ ଘଂଟାରେ ୭,୧୮୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ ୩୫ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୨,୬୮୬ କୁ ବୃଦ୍ଧି ପାଇଛି।