Home ଜିଲ୍ଲା ପରିକ୍ରମା ରାଜ୍ୟସ୍ତରୀୟ କନିଷ୍ଠ ବାସ୍କେଟବଲ ପ୍ରତିଯୋଗିତା

ରାଜ୍ୟସ୍ତରୀୟ କନିଷ୍ଠ ବାସ୍କେଟବଲ ପ୍ରତିଯୋଗିତା

46

ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଟକର ବାରବାଟୀ ଷ୍ଟାଡିୟମ କମ୍ଲେକ୍ସ ଠାରେ ଆରମ୍ଭ ହେବାକୁ ଥିବା ରାଜ୍ୟସ୍ତରୀୟ ବାସ୍କେଟବଲ ପ୍ରତିଯୋଗିତା ଆସନ୍ତାକାଲି ଠାରୁ ଆରମ୍ଭ ହୋଇ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିପାଇଁ ଭଦ୍ରକ ଜିଲ୍ଲା ତାର ଖେଳାଳୀମାନଙ୍କ ନାମ ଘୋଷଣା କରିଛି । ବାଳକ ସିଦ୍ଧାର୍ଥ ମହାନ୍ତି, ଧର୍ମଶେ ନାରାରାଣ ସାହୁ , ଡିପି ଅସ୍ମିତ, ରାହୁଲ ପଣ୍ଡା, ଅଭିଷେକ ପଣ୍ଡା, ଆୟୁଷ୍ମାନ ନାୟକ, ସତ୍ୟଜିତ୍ କର, ଇଫତେଖର ରାଫି ଖାନ୍‌, ଲକ୍ଷ୍ମୀନାରାୟାଣ ପଣ୍ଡା, ବରୁଣ କୁମାର ସାହୁ ଏହି ଖେଳାଳୀଙ୍କ ସହିତ କୋଚ୍ ଏବଂ ମେନେଜର ଭାବରେ ମନୋଜ କୁମାର ସାହୁ ଏବଂ ପୁରୁଷୋତ୍ତମ ମିଶ୍ର ଯାତ୍ରା କରିଛନ୍ତି ଏହି ଖେଳାଳୀକୁ ଭଦ୍ରକ ଡିଷ୍ଟ୍ରିକ୍ଟ ଆଥଲେଟିକ ଆସୋସିଏସନର ସେକ୍ରେଟାରୀ ଧିରେନ ପଲାଇ ଶୁଭେଚ୍ଛା ଜଣାଇବା ସହିତ ଖେଳାଳୀମାନଙ୍କୁ ଶୁଭକାମନା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.