Home Top News କ୍ୟାପଟେନ ଅମରିନ୍ଦର ସିଂ ଗଠନ କଲେ ନୂତନ ଦଳ – ‘ପଞ୍ଜାବ କଂଗ୍ରେସ ଲୋକ ଦଳ’ Top Newsଓଡ଼ିଶାଜାତୀୟଜିଲ୍ଲା ପରିକ୍ରମାରାଜନୀତି କ୍ୟାପଟେନ ଅମରିନ୍ଦର ସିଂ ଗଠନ କଲେ ନୂତନ ଦଳ – ‘ପଞ୍ଜାବ କଂଗ୍ରେସ ଲୋକ ଦଳ’ By Bureau - November 2, 2021 70 0 0 0 0ନୂଆ ଦିଲ୍ଲୀ ୨ -୧୧ (ଓଡ଼ିଆ ପୁଅ) ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ମଙ୍ଗଳବାର ଦିନ ‘ପଞ୍ଜାବ ଲୋକ କଂଗ୍ରେସ’ ନାମକ ଏକ ନୂତନ ରାଜନୈତିକ ଦଳ ଗଠନ କରିବାକୁ ଘୋଷଣା କରିଛନ୍ତି। ସେ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀଙ୍କ ନିକଟକୁ ଏକ ସାତ ପୃଷ୍ଠାର ଇସ୍ତଫା ପତ୍ର ମଧ୍ୟ ପଠାଇଛନ୍ତି। Tweet 0 0 0 0