Home କେନ୍ଦୁଝର ରୋଗୀକୁ ରକ୍ତଦାନ କଲେ ସ୍ୱେଚ୍ଛାସେବୀ

ରୋଗୀକୁ ରକ୍ତଦାନ କଲେ ସ୍ୱେଚ୍ଛାସେବୀ

18

ହାଟଡିହି, ୬ । ୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର ଡାକ୍ତରଖାନାରେ ଜଣେ ରୋଗୀଙ୍କର ବି ପଜେଟିଭ ରକ୍ତର ନିତ୍ୟାନ୍ତ ଆବଶ୍ୟକ ବୋଲି ସାମାଜିକ ଗଣମାଧ୍ୟମରୁ ଖବର ପାଇ ସାହାଯ୍ୟ ସେବା ଟ୍ରଷ୍ଟର ସହ ସମ୍ପାଦକ ସୁଧାଶୁଂ ଶେଖର ବେହେରା ଆନନ୍ଦପୁର ଡାକ୍ତରଖାନାରେ ପହଞ୍ଚି ରକ୍ତଦାନ କରିଛନ୍ତି । ତାଙ୍କ ସହିତ ଟ୍ରଷ୍ଟର ସଭାପତି ଅଜୟ କୁମାର ଜେନା, ସଦସ୍ୟ ତପନ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ୬ମାସ ଭିତରେ ଦୁଇ ଦୁଇଜଣ ରୋଗୀଙ୍କୁ ରକ୍ତଦାନ କରି ରୋଗୀଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇଥିବାରୁ ତାଙ୍କର ଏପରି ମହତ ସେବାପାଇଁ ବିଭିନ୍ନ ମହଲରୁ ତାଙ୍କୁ ପ୍ରସଂଶା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.