Home ଜିଲ୍ଲା ପରିକ୍ରମା ୫୦ ଲିଟର ଦେଶୀ ରନ୍ଧାମଦ ଜବତ, ୨ ଗିରଫ

୫୦ ଲିଟର ଦେଶୀ ରନ୍ଧାମଦ ଜବତ, ୨ ଗିରଫ

45

ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାପାଳ ତ୍ରିଲୋଚନ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲାପାଳ ପୀତାମ୍ବର ସାମଲଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜିଲା ଅବକାରୀ ଅଧୀକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡଙ୍କ ନେତୃତ୍ୱରେ ତିହିଡି ଥାନାଧିକାରିଣୀ ସନ୍ଧ୍ୟାରାଣୀ ଦାସଙ୍କୁ ନେଇ ଗଠିତ ଏକ ଟିମ୍ ତିହଡିର ନନ୍ଦପୁର, ଛନ୍ଦାସାହି, ଭାଟପଡା ଓ ମିର୍ଜାପୁରରେ ଚଢାଉ କରି ୫୦ ଲିଟର ଦେଶୀ ରନ୍ଧାମଦ ଜବତ କରିଛି । ଏହି ଘଟଣାରେ ମିର୍ଜାପୁର ନିବାସୀ ପୀତବାସ ମପା ଓ ଛନ୍ଦାସାହିର ଶରତ ମଳିକଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.