Home Top News ହିମାଂଶୁ ଲାଲଙ୍କୁ ଆଇ.ଜି ପାହ୍ୟାକୁ ପଦୋନ୍ନତି Top Newsଓଡ଼ିଶା ହିମାଂଶୁ ଲାଲଙ୍କୁ ଆଇ.ଜି ପାହ୍ୟାକୁ ପଦୋନ୍ନତି By Bureau - January 8, 2021 40 0 1 0 2ଭୁବନେଶ୍ୱର ୮-୧ (ଓଡ଼ିଆ ପୁଅ) ୨୦୦୩ ବ୍ୟାଚର ଆଇପିଏସ୍ ହିମାଂଶୁ ଲାଲଙ୍କ ପଦୋନ୍ନତି ହୋଇଛି। ସେ ଡିଆଇଜି ପାହ୍ୟାରୁ ଆଇଜି ପାହ୍ୟାକୁ ପଦୋନ୍ନତି ପାଇଥିବା ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତିରୁ ପ୍ରକାଶ। ସେ ଏବେ ଓଡ଼ିଶା ପ୍ରିଜିନ୍ସ ଏଣ୍ଡ କରେକ୍ସନାଲ ସର୍ଭିସେସର ଆଇ ଜି ଭାବେ ଦାୟିତ୍ତ୍ୱ ନେବେ। Tweet 0 1 0 2