Home Coronavirus Outbreak ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୫୮୯ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୬୭୧୨୨...

ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୫୮୯ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୬୭୧୨୨ କୁ ବୃଦ୍ଧି ପାଇଛି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

174

ଭୁବନେଶ୍ୱର ୧୯-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୫୮୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୬୭୧୨୨ କୁ ବୃଦ୍ଧି ପାଇଛି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –

– ୨୯ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ

– ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୪୬୬

– ନୂଆ ଆକ୍ରାନ୍ତ: ୨୫୮୯
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୫୭୪
– ସ୍ଥାନୀୟ ଅଞ୍ଚଳରୁ୧୦୧୫

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ – ୨୦
୨- ବାଲେଶ୍ୱର ଜିଲ୍ଲାରୁ – ୧୫୦
୩- ବରଗଡ଼ ଜିଲ୍ଲାରୁ – ୬୭
୪- ଭଦ୍ରକ ଜିଲ୍ଲାରୁ – ୪୭
୫- ବଲାଙ୍ଗୀର ଜିଲ୍ଲାରୁ – ୧
୬- ବୌଦ୍ଦ ଜିଲ୍ଲାରୁ – ୧୬
୭- କଟକ ଜିଲ୍ଲାରୁ – ୨୨୨
୮- ଢେଙ୍କାନାଳ ଜିଲ୍ଲାରୁ – ୨୫
୯- ଗଜପତି ଜିଲ୍ଲାରୁ – ୩୬
୧୦- ଗଞ୍ଜାମ ଜିଲ୍ଲାରୁ – ୨୪୨
୧୧- ଜଗତସିଂହପୁର ଜିଲ୍ଲାରୁ – ୨୧
୧୨- ଯାଜପୁର ଜିଲ୍ଲାରୁ – ୯୫
୧୩- ଝାରସୁଗୁଡ଼ା ଜିଲ୍ଲାରୁ – ୧୮
୧୪- କଳାହାଣ୍ଡି ଜିଲ୍ଲାରୁ – ୪୨
୧୫- କନ୍ଧମାଳ ଜିଲ୍ଲାରୁ – ୩୦
୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୦
୧୭- କେନ୍ଦୁଝର ଜିଲ୍ଲାରୁ – ୫୩
୧୮- ଖୋର୍ଦ୍ଧା ଜିଲ୍ଲାରୁ : ୪୬୬
୧୯- କୋରାପୁଟ ଜିଲ୍ଲାରୁ – ୯୨
୨୦- ମାଲକାନଗିରି : ୭୩
୨୧- ମୟୁରଭଞ୍ଜ ଜିଲ୍ଲାରୁ – ୧୧୭
୨୨- ନବରଙ୍ଗପୁର ଜିଲ୍ଲାରେ: ୩୬
୨୩- ନୟାଗଡ଼ ଜିଲ୍ଲାରୁ – ୧୧
୨୪- ନୂଆପଡ଼ା ଜିଲ୍ଲାରୁ – ୬
୨୫- ପୁରୀ ଜିଲ୍ଲାରୁ – ୨୩୫
୨୬- ରାୟଗଡ଼ା ଜିଲ୍ଲାରୁ – ୨୧୧
୨୭- ସମ୍ବଲପୁର ଜିଲ୍ଲାରୁ – ୬୬
୨୮- ସୋନପୁର ଜିଲ୍ଲାରୁ – ୨୬
୨୯- ସୁନ୍ଦରଗଡ଼ ଜିଲ୍ଲାରୁ – ୧୫୫


– ନୂଆ ସୁସ୍ଥ ହୋଇଥିଲେ୧୫୩୫
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୦୬୨୪୬୯
– ମୋଟ ଆକ୍ରାନ୍ତ ୬୭୧୨୨
– ମୋଟ ସୁସ୍ଛ ହୋଲେଣି ୪୫୩୧୪
– ସକ୍ରୀୟ ଆକ୍ରାନ୍ତ – ୨୧୩୮୩

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.