Home Coronavirus Outbreak ଓଡ଼ିଶା ପଥରେ ରାଜସ୍ଥାନ – ୧ ମଇ ଯାଏଁ ବଢ଼ାଇଲା ଲକଡାଉନ ଅବଧି

ଓଡ଼ିଶା ପଥରେ ରାଜସ୍ଥାନ – ୧ ମଇ ଯାଏଁ ବଢ଼ାଇଲା ଲକଡାଉନ ଅବଧି

207

ନୂଆ ଦିଲ୍ଲୀ ୧୦-୪ (ଓଡ଼ିଆ ପୁଅ) ରାଜ୍ୟରେ କରୋନାଭାଇରସ୍ ବିସ୍ତାରକୁ ରୋକିବା ପାଇଁ ଗତକାଲି ଓଡ଼ିଶା ସରକାର ପ୍ରଥମ ରାଜ୍ୟ ଭାବେ ୩୦ ଏପ୍ରିଲ ଯାଏଁ ରାଜ୍ୟରେ ଲକଡାଉନ ଘୋଷଣା କରିଥିଲେ। ଏହାକୁ ଅନୁକରଣ କରି ପଞ୍ଜାବ ସରକାର ୧ ମଇ ପର୍ଯ୍ୟନ୍ତ ଏବଂ ରାଜସ୍ଥାନ ସରକାର ୧ ମଇ ଯାଏଁ ରାଜ୍ୟରେ ଲକଡାଉନ୍ ଘୋଷଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.