ଭୁବନେଶ୍ୱର ୩୧-୩ (ଓଡ଼ିଆ ପୁଅ)ଓଡ଼ିଶାରେ ଚତୁର୍ଥ କୋରୋନା ପଜିଟିଭ ଚିହ୍ନଟ ହୋଇଛି। ପଜିଟିଭ ବ୍ୟକ୍ତି ଜଣଙ୍କ ୨୯ ବର୍ଷିୟ ବୋଲି ଜଣା ପଡ଼ିଛି। ସେ ଦୁବାଇରୁ ଆସିଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ଓଡ଼ିଶା। ଏହି ୨୯ ବର୍ଷୀୟ ବ୍ୟକ୍ତି ଜଣକ ଭଦ୍ରକର ବୋଲି ଜଣାପଡ଼ିଛି।
Fourth COVID-19 confirmed case; 29 years old male of Bhadrak district with travel history to Dubai.
— H & FW Dept Odisha (@HFWOdisha) March 31, 2020