କୋଲକାତା ୧୧-୯ (ଓଡ଼ିଆ ପୁଅ) ମମତା ବାନାର୍ଜୀ କହିଲେ ପଶ୍ଚିମ ବଙ୍ଗରେ ଲାଗୁ ହେବ ନାହିଁ ନୂତନ ମୋଟର ଯାନ ଆଇନ୍। ସେ କହିଲେ ଆମର ଅଧିକାରୀମାନେ କହିଲେ ଏହା ଫଳରେ ସାଘାରଣ ଲୋକମାନଙ୍କ ଉପରେ ଭାରୀ ବୋଝ ପଡ଼ିବ ଏବଂ ସେ ବର୍ତ୍ତମାନ ଏହି ନୂଆ ନିୟମକୁ ଲାଗୁ କରି ପାରିବେ ନାହିଁ।
West Bengal Chief Minister Mamata Banerjee at Nabanna Bhavan: I can't implement this Motor Vehicle Act right now because our govt officials are of the opinion that if we implement it will over burden people. pic.twitter.com/PLBpQVk8kV
— ANI (@ANI) September 11, 2019