Home Coronavirus Outbreak ନିଜାମୁଦ୍ଦିନରୁ ଫେରିଥିବା ଓଡ଼ିଶାର ଯାତ୍ରୀମାନଙ୍କ ମଧ୍ୟରୁ ୨୦ ଜଣଙ୍କ ମଧ୍ୟରୁ ୧୫ ଜଣଙ୍କ ରିପୋର୍ଟ ନେଗେଟିଭ୍

ନିଜାମୁଦ୍ଦିନରୁ ଫେରିଥିବା ଓଡ଼ିଶାର ଯାତ୍ରୀମାନଙ୍କ ମଧ୍ୟରୁ ୨୦ ଜଣଙ୍କ ମଧ୍ୟରୁ ୧୫ ଜଣଙ୍କ ରିପୋର୍ଟ ନେଗେଟିଭ୍

771

ଭୁବନେଶ୍ୱର ୧-୪ (ଓଡ଼ିଆ ପୁଅ) ଓଡ଼ିଶାର ହଜରତ ନିଜାମୁଦ୍ଦିନରୁ ଫେରିଥିବା ଓଡ଼ିଶାର ଯାତ୍ରୀମାନଙ୍କ ନମୂନା କୋଭିଡ-୧୯ ପରୀକ୍ଷା ପାଇଁ ପଠାଯାଇଥିଲା। ବର୍ତ୍ତମାନ ସୁଧା ହସ୍ତଗତ ହୋଇଥିବା ୧୫ ଟି ଯାକ ରିପୋର୍ଟ ନେଗେଟିଭି ବୋଲି ଜଣାପଡିଛି। ତନ୍ମଧ୍ୟରୁ ରାଉରକେଲାର ୧୨ ଜଣ, କେନ୍ଦ୍ରାପଡ଼ା, କଟକ ଓ ଗଞ୍ଜାମର ଜଣେ ଅନ୍ତର୍ଭୁକ୍ତ। ବାକି ପାଞ୍ଚ ଜଣଙ୍କର ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.