ଭୁବନେଶ୍ୱର ୨୩-୯ (ଓଡ଼ିଆ ପୁଅ) ଓଡ଼ିଶାରେ କରୋନା ନେଇଛି ୧୫ ମୁଣ୍ଡ। ମୋଟ ମୃତ୍ୟୁ ସଂଖ୍ୟା ୭୩୬ କୁ ବୃଦ୍ଧି ପାଇଛି। ଏ ନେଇ ଓଡ଼ିଶା ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ମୃତ –
ବାଲେଶ୍ୱର ଜିଲ୍ଲାରୁ ଜଣେ,
ଭୁବନେଶ୍ୱରରୁ ୪ ଜଣ,
କଟକ ଜିଲ୍ଲାରୁ ଜଣେ,
ଢ଼େଙ୍କାନାଳ ଜିଲ୍ଲାରୁ ଜଣେ,
କନ୍ଧମାଳ ଜିଲ୍ଲାରୁ ଜଣେ,
ମାଲକାନଗିରି ଜିଲ୍ଲାରୁ ଜଣେ,
ମୟୁରଭଞ୍ଜ ଜିଲ୍ଲାରୁ ୨ ଜଣ,
ନୟାଗଡ଼ ଜିଲ୍ଲାରୁ ଜଣେ,
ନୁଆପଡା ଜିଲ୍ଲାରୁ ଜଣେ,
ପୁରୀ ଜିଲ୍ଲାରୁ ୨ ଜଣ
କରୋନାରେ ଚିକିତ୍ସିତ ହେଉଥିବା ବେଳେ ୧୫ ଜଣଙ୍କର ମୃତ୍ୟୁ ହୋଇଛି।
୧- ବାଲେଶ୍ୱର ଜିଲ୍ଲାର ୫୧ ବର୍ଷ ବୟସ୍କ ପୁରୁଷ।
୨- ଭୁବନେଶ୍ୱରର ଜଣେ ୬୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୩- ଭୁବନେଶ୍ୱରର ଜଣେ ୩୫ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।
୪- ଭୁବନେଶ୍ୱରର ଜଣେ ୪୨ ବର୍ଷ ବୟସ୍କ ପୁରୁଷ।
୫- ଭୁବନେଶ୍ୱରର ୭୦ ବର୍ଷ ବୟସ୍କ ପୁରୁଷ।
୬- କଟକ ଜିଲ୍ଲାର ଜଣେ ୬୭ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ଏବଂ ରିମାଟଏଡ୍ ଆର୍ଥ୍ରାଇଟିସରେ ପୀଡିତ ଥିଲେ।
୭- ଢ଼େଙ୍କାନାଳ ଜିଲ୍ଲାର ୭୨ ବର୍ଷ ବୟସ୍କ ପୁରୁଷ।
୮- କନ୍ଧମାଳ ଜିଲ୍ଲାର ଜଣେ ୭୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୯- ମାଲକାନଗିରି ଜିଲ୍ଲାର ୪୧ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।
୧୦- ମୟୁରଭଞ୍ଜ ଜିଲ୍ଲାର ଜଣେ ୬୩ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।
୧୧- ମୟୁରଭଞ୍ଜ ଜିଲ୍ଲାର ୭୪ ବର୍ଷ ବୟସ୍କ ପୁରୁଷ।
୧୨- ନୟାଗଡ଼ ଜିଲ୍ଲାର ଜଣେ ୭୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୧୩- ନୁଆପଡା ଜିଲ୍ଲାର ଜଣେ ୩୭ ବର୍ଷ ବୟସ୍କ ପୁରୁଷ।
୧୪- ପୁରୀ ଜିଲ୍ଲାର ୭୨ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।
୧୫- ପୁରୀ ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।