Home Coronavirus Outbreak ୪୯ ଏବଂ ୫୦ ନମ୍ବର କରୋନା ଆକ୍ରାନ୍ତ ବିଷୟରେ ତଥ୍ୟ ଦେଲେ ସରକାର

୪୯ ଏବଂ ୫୦ ନମ୍ବର କରୋନା ଆକ୍ରାନ୍ତ ବିଷୟରେ ତଥ୍ୟ ଦେଲେ ସରକାର

180

ଭୁବନେଶ୍ୱର ୧୧-୪ (ଓଡ଼ିଆ ପୁଅ) : COVID-19 ଆକ୍ରାନ୍ତ ଚିହ୍ନଟ ହୋଇଥିବା କେସ୍ ନମ୍ବର ୪୯ ଏବଂ କେସ୍ ନମ୍ବର ୫୦ ର ସବିଶେଷ ତଥ୍ୟ ଓଡିଶା ସରକାର ପ୍ରକାଶ କରିଛନ୍ତି।

କେସ୍ ନଂ -୪୯ (୩୫ ବର୍ଷ ମହିଳା) ଏବଂ କେସ୍ ନଂ -୫୦: (୨୩ ବର୍ଷ ପୁରୁଷ) ହେଉଛନ୍ତି ମଧୁସୂଦନ ନଗର, ୟୁନିଟ୍ -୪, ଭୁବନେଶ୍ୱର, କୋଭିଡ -୧୯ କେସର ଘନିଷ୍ଠ ସମ୍ପର୍କୀୟ। ଏନେଇ ସୂଚନା ଏବଂ ଜନସମ୍ପର୍କ ବିଭାଗ ଶନିବାର ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.