Home ଓଡ଼ିଶା ସିଏମ୍ ମତେ ସୈତାନ୍ କହିବା ଅସଂସଦୀୟ, ଅସଭ୍ୟ: କିରଣ ବେଦୀ

ସିଏମ୍ ମତେ ସୈତାନ୍ କହିବା ଅସଂସଦୀୟ, ଅସଭ୍ୟ: କିରଣ ବେଦୀ

344

ନୂଆଦିଲ୍ଲୀ: ପୁଡ୍ଡୁଚେରୀ ଉପ-ରାଜ୍ୟପାଳ କିରଣ ବେଦୀଙ୍କ ପାଇଁ ସେଠାକାର କଂଗ୍ରେସ ମୁଖ୍ୟମନ୍ତ୍ରୀ ଭି. ନାରାୟଣ ସ୍ୱାମୀ ସୈତାନ୍ (ଦାନବ) ଶବ୍ଦ ବ୍ୟବହାର କରିଥିବାକୁ ନେଇ ଏହା ଅସଂସଦୀୟ, ଅବାଞ୍ଚିତ, କୁତ୍ସିତ ଅସଭ୍ୟ ଏବଂ ଅସ୍ୱୀକାର୍ଯ୍ୟ ବୋଲି କହିଛନ୍ତି କିରଣ ବେଦୀ।କିରଣ ବେଦୀ କହିଛନ୍ତି, ଦାନବ ସମସ୍ତଙ୍କ ଭଲ ପାଇଁ କାମ କରିନଥାଏ।ସେ ସବୁ କିଛି ନିଜ ପାଇଁ ଚାହେଁ, ଏବଂ ଲୋକଙ୍କୁ ଭୟଭୀତ କରାଏ।ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଭି. ନାରାୟଣ କହିଥିଲେ କେନ୍ଦ୍ର ପୁଡ୍ଡୁଚେରୀରେ “ଦାନବ” ନିଯୁକ୍ତି କରିଛି।-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.