Home ଅପରାଧ ସରକାରଙ୍କୁ କ୍ଲିନଚିଟ୍: ରାଫେଲ୍ ଡିଲ୍ ପୁନଃବିଚାର ଆବେଦନ ଖାରଜ

ସରକାରଙ୍କୁ କ୍ଲିନଚିଟ୍: ରାଫେଲ୍ ଡିଲ୍ ପୁନଃବିଚାର ଆବେଦନ ଖାରଜ

369

ନୂଆଦିଲ୍ଲୀ: ରାଫେଲ୍ ଡିଲ୍ ଦୁର୍ନୀତି ପ୍ରସଙ୍ଗରେ ଆଜି କେନ୍ଦ୍ର ସରକାରଙ୍କୁ ଦେଶର ସବୁଠୁ ବଡ଼ ଅଦାଲତରୁ କ୍ଲିନଚିଟ୍ ମିଳିଛି।ରାଫେଲ୍ ଡିଲ୍ ଦୁର୍ନୀତି ନେଇ କରାଯାଇଥିବା ପୁନଃବିଚାର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।ସୁପ୍ରିମକୋର୍ଟଙ୍କ ରାୟ ବିରୋଧୀ ଦଳଙ୍କ ପାଇଁ ଏକ ବଡ଼ ହାର ଏବଂ ମୋଦୀ ସରକାର ସମେତ ବିଜେପି ପାଇଁ ଏକ ବଡ଼ ବିଜୟ ବୋଲି କୁହାଯାଉଛି।ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ରାଫେଲ୍ ଡିଲର ଆଉ କୌଣସି ଯାଞ୍ଚ ହେବ ନାହିଁ।-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.