Home ଓଡ଼ିଶା ସନ୍ଦେହ ପାଇଁ ମାମୁଁ ହାତରେ ଗଲା ଭଣଜା ଜୀବନ

ସନ୍ଦେହ ପାଇଁ ମାମୁଁ ହାତରେ ଗଲା ଭଣଜା ଜୀବନ

1102

ସୁନ୍ଦରଗଡ଼,୨୭/୧୦,(ଓଡ଼ିଆ ପୁଅ ପି ନାଏକ):

ସନ୍ଦେହ ଏକ ଏପରି ଜିନିଷ ଯେ, ଅତିରୁ ଇତି ହେଲେ ସବୁକିଛି ଶେଷ । ଠିକ ଏଭଳି ଏକ ଘଟଣା ଆଜି ସୁନ୍ଦରଗଡ ଜିଲ୍ଲାରେ ଦେଖିବାକୁ ମିଳିଛି । ଏହି ସନ୍ଦେହ ପାଇଁ ନିଜ ଭଣଜାକୁ ହତ୍ୟା କରିଛି ମାମୁଁ । ମାଇଁ ସହ ସମ୍ପର୍କ ଅଛି ଭାବି ମାମୁଁ ନିଜ ଭଣଜାକୁ ହତ୍ୟା କରିବାକୁ ବି ପଛାଇ ନାହିଁ । ସୁନ୍ଦରଗଡ଼ ଜିଲ୍ଲା ତଲସରା ଅଞ୍ଚଳରେ ଦେଖିବାକୁ ମିଳିଛି । ତେବେ ମୃତ ଭଣଜା ଗଣେଶ ତନ୍ତୀ ହୋଇଥିବା ବେଳେ ଅଭିଯୁକ୍ତ ମାମୁଁ ଶାନ୍ତନୂ ଏରଗାଲ ବୋଲି ଜଣାପଡିଛି । ବର୍ତ୍ତମାନ ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି । ତେବେ ସେ ଟାଙ୍ଗିଆରେ ହତ୍ୟା କରିଥିବା ପୋଲିସକୁ କହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.