Home ଓଡ଼ିଶା ଲକ୍‌ଡାଉନ୍ ପାଇଁ ରାଜ୍ୟରେ ବଣ୍ଟା ଯାଉଛି ରନ୍ଧା ଖାଦ୍ୟ; ଶ୍ରମ ସଚିବ

ଲକ୍‌ଡାଉନ୍ ପାଇଁ ରାଜ୍ୟରେ ବଣ୍ଟା ଯାଉଛି ରନ୍ଧା ଖାଦ୍ୟ; ଶ୍ରମ ସଚିବ

75

ଭୁବନେଶ୍ୱର ୩୦ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କରୋନା ପାଇଁ ଲକ୍‌ଡାଉନ୍ ସମୟରେ ରାଜ୍ୟରେ ୧ ଲକ୍ଷ ୨୫ ହଜାର ୨୩୭ ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯାଇ ଥିବା ଶ୍ରମ ସଚିବ ଅନୁ ଗର୍ଗ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେହିପରି ଅନ୍ୟ ୮୦ଟି ଶିବିରରେ ୧୯ ହଜାର ୮୧୬ ଗରିବଙ୍କୁ ଖାଦ୍ୟ ବଣ୍ଟାଯାଇଥିବା ଶ୍ରମ ସଚିବଙ୍କ ଠାରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.