Home ଓଡ଼ିଶା ରେଳ ମନ୍ତ୍ରଣାଳୟ ପକ୍ଷରୁ ଗଣମାଧ୍ୟମ ପାଇଁ ମାର୍ଗଦର୍ଶିକା

ରେଳ ମନ୍ତ୍ରଣାଳୟ ପକ୍ଷରୁ ଗଣମାଧ୍ୟମ ପାଇଁ ମାର୍ଗଦର୍ଶିକା

900

ନୂଆ ଦିଲ୍ଲୀ ୧୧-୪ (ଓଡ଼ିଆ ପୁଅ) ବିଗତ ଦୁଇ ଦିନ ମଧ୍ୟରେ ସମ୍ଭାବ୍ୟ ରେଳ ଯାତ୍ରୀଙ୍କ ସମ୍ପର୍କରେ ବିଭିନ୍ନ ବ୍ୟବସ୍ଥା ଆଦି ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। ନିର୍ଦ୍ଧାରିତ ତାରିଖରୁ ସଂଖ୍ୟାଧିକ ଟ୍ରେନ ଚଳାଚଳ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏ ସବୁ ପ୍ରସଙ୍ଗରେ ବର୍ତ୍ତମାନ ସୁଦ୍ଧା କୌଣସି ଚୁଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ ଏବଂ ଅନୁମାନ କରି ଏଭଳି ରିପୋର୍ଟ ପ୍ରକାଶ ପାଇବା ଦ୍ଵାରା ଏକ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଥିବା ଜନସାଧାରଣଙ୍କ ମନରେ ନାନା ଆଶାଆଶଙ୍କା ସୃଷ୍ଟି ହେଉଛି। ତେଣୁ ଏସବୁରୁ ବିରତ ରହିବା ନିମନ୍ତେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.