Odiapua.com

ରାଜ୍ୟରେ ନୂଆ ଆକ୍ରାନ୍ତ: ୧୧୧୭୭, ୩ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର ୧୬ -୧ (ଓଡ଼ିଆ ପୁଅ) ରାଜ୍ୟରେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂଆ ଆକ୍ରାନ୍ତ: ୧୧୧୭୭
୦-୧୮ ବର୍ଷର: ୧୦୧୬
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୬୪୭୯
– ସ୍ଥାନୀୟ ଅଞ୍ଚଳରୁ୪୬୯୮
୧- ଅନୁଗୁଳ ଜିଲ୍ଲାରୁ – ୧୩୨
୨- ବାଲେଶ୍ୱର ଜିଲ୍ଲାରୁ – ୩୪୨
୩- ବରଗଡ଼ ଜିଲ୍ଲାରୁ – ୧୨୩
୪- ଭଦ୍ରକ ଜିଲ୍ଲାରୁ – ୯୨
୫- ବଲାଙ୍ଗୀର ଜିଲ୍ଲାରୁ – ୩୧୨
୬- ବୌଦ୍ଦ ଜିଲ୍ଲାରୁ – ୭୧
୭- କଟକ ଜିଲ୍ଲାରୁ – ୮୨୯
୮- ଦେବଗଡ଼ ଜିଲ୍ଲାରୁ – ୨୫
୯- ଢେଙ୍କାନାଳ ଜିଲ୍ଲାରୁ – ୬୫
୧୦- ଗଜପତି ଜିଲ୍ଲାରୁ – ୭୩
୧୧- ଗଞ୍ଜାମ ଜିଲ୍ଲାରୁ – ୧୦୮
୧୨- ଜଗତସିଂହପୁର ଜିଲ୍ଲାରୁ – ୧୬୪
୧୩- ଯାଜପୁର ଜିଲ୍ଲାରୁ – ୧୭୯
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୧୯୩
୧୫- କଳାହାଣ୍ଡି ଜିଲ୍ଲାରୁ – ୧୭୩
୧୬- କନ୍ଧମାଳ ଜିଲ୍ଲାରୁ – ୪୭
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୭୧
୧୮- କେନ୍ଦୁଝର ଜିଲ୍ଲାରୁ – ୬୯
୧୯- ଖୋର୍ଦ୍ଧାରୁ: ୩୪୨୪
୨୦- କୋରାପୁଟ ଜିଲ୍ଲାରୁ – ୧୫୨
୨୧- ମାଲକାନଗିରି : ୪୯
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୨୭୬
୨୩- ନବରଙ୍ଗପୁର ଜିଲ୍ଲାରେ: ୧୫୫
୨୪- ନୟାଗଡ଼ ଜିଲ୍ଲାରୁ – ୧୫୯
୨୫- ନୂଆପଡ଼ା ଜିଲ୍ଲାରୁ – ୭୯
୨୬- ପୁରୀ ଜିଲ୍ଲାରୁ – ୧୪୧
୨୭- ରାୟଗଡ଼ା ଜିଲ୍ଲାରୁ – ୧୮୪
୨୮- ସମ୍ବଲପୁର ଜିଲ୍ଲାରୁ – ୩୭୯
୨୯- ସୋନପୁର ଜିଲ୍ଲାରୁ – ୨୩୮
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୨୧୩୬
୩୧- State Pool: ୭୩୭
– ନୂଆ ସୁସ୍ଥ ହୋଇଥିଲେ୩୨୨୦
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୬୬୩୧୪୫୪
– ମୋଟ ଆକ୍ରାନ୍ତ ୧୧୩୩୯୧୨
– ମୋଟ ସୁସ୍ଛ ହୋଲେଣି ୧୦୫୫୬୧୫
– ସକ୍ରୀୟ ଆକ୍ରାନ୍ତ – ୬୯୭୬୩

ରାଜ୍ୟରେ ଆଜି କରୋନା କାରଣରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଏହା ସହ ମୋଟ କରୋନା ମୃତକଙ୍କ ସଂଖ୍ୟା ୮୪୮୧ କୁ ବୃଦ୍ଧି ପାଇଛି।

୧. ଗଞ୍ଜାମ ଜିଲ୍ଲାର ୭୫ ବର୍ଷ ବୟସ୍କା ମହିଳା।

୨. ନୟାଗଡ଼ ଜିଲ୍ଲାର ଜଣେ ୬୯ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗରେ ପୀଡିତ ଥିଲେ।

୩. ସୁନ୍ଦରଗଡ ଜିଲ୍ଲାର ୫୩ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ କିଡନୀ ରୋଗ, ମଧୁମେହ ରୋଗରେ ପୀଡିତ ଥିଲେ।