Odiapua.com

କମିଲା ସଂକ୍ରମଣ: ରାଜ୍ୟରେ ଆଜି ୫,୮୯୧ କରୋନା ଆକ୍ରାନ୍ତ ଚିହ୍ନଟ, କରୋନା ନେଲା ୭ ଜୀବନ

ଭୁବନେଶ୍ୱର ୨୫ -୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ପୁଣି ୫,୮୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ଆଜି କରୋନା ନେଲା ୫ ଜୀବନ: ମୋଟ ମୃତକ ୮,୫୩୨ କୁ ବୃଦ୍ଧି ହୋଇଛି। ତେବେ

ନୂଆ ଆକ୍ରାନ୍ତ: ୫୮୯୧
୦-୧୮ ବର୍ଷର: ୮୫୨
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୩୪୧୩
– ସ୍ଥାନୀୟ ଅଞ୍ଚଳରୁ୨୪୭୮
୧- ଅନୁଗୁଳ ଜିଲ୍ଲାରୁ – ୧୦୬
୨- ବାଲେଶ୍ୱର ଜିଲ୍ଲାରୁ – ୨୩୪
୩- ବରଗଡ଼ ଜିଲ୍ଲାରୁ – ୮୫
୪- ଭଦ୍ରକ ଜିଲ୍ଲାରୁ – ୯୪
୫- ବଲାଙ୍ଗୀର ଜିଲ୍ଲାରୁ – ୧୩୮
୬- ବୌଦ୍ଦ ଜିଲ୍ଲାରୁ – ୯୩
୭- କଟକ ଜିଲ୍ଲାରୁ – ୪୮୨
୮- ଦେବଗଡ଼ ଜିଲ୍ଲାରୁ – ୬୧
୯- ଢେଙ୍କାନାଳ ଜିଲ୍ଲାରୁ – ୧୩୩
୧୦- ଗଜପତି ଜିଲ୍ଲାରୁ – ୯୬
୧୧- ଗଞ୍ଜାମ ଜିଲ୍ଲାରୁ – ୭୫
୧୨- ଜଗତସିଂହପୁର ଜିଲ୍ଲାରୁ – ୧୦୮
୧୩- ଯାଜପୁର ଜିଲ୍ଲାରୁ – ୨୧୯
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୩୫
୧୫- କଳାହାଣ୍ଡି ଜିଲ୍ଲାରୁ – ୧୮୮
୧୬- କନ୍ଧମାଳ ଜିଲ୍ଲାରୁ – ୭୩
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୧୪
୧୮- କେନ୍ଦୁଝର ଜିଲ୍ଲାରୁ – ୧୩୭
୧୯- ଖୋର୍ଦ୍ଧାରୁ: ୧୫୦୦
୨୦- କୋରାପୁଟ ଜିଲ୍ଲାରୁ – ୧୨୮
୨୧- ମାଲକାନଗିରି : ୫୨
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୨୧୮
୨୩- ନବରଙ୍ଗପୁର ଜିଲ୍ଲାରେ: ୯୫
୨୪- ନୟାଗଡ଼ ଜିଲ୍ଲାରୁ – ୨୦୫
୨୫- ନୂଆପଡ଼ା ଜିଲ୍ଲାରୁ – ୫୬
୨୬- ପୁରୀ ଜିଲ୍ଲାରୁ – ୬୩
୨୭- ରାୟଗଡ଼ା ଜିଲ୍ଲାରୁ – ୧୨୫
୨୮- ସମ୍ବଲପୁର ଜିଲ୍ଲାରୁ – ୧୫୮
୨୯- ସୋନପୁର ଜିଲ୍ଲାରୁ – ୨୦
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୫୦୧
୩୧- State Pool: ୨୯୯
– ନୂଆ ସୁସ୍ଥ ହୋଇଥିଲେ୧୦୩୦୯
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୭୨୫୩୬୬୫
– ମୋଟ ଆକ୍ରାନ୍ତ ୧୨୧୭୮୪୨
– ମୋଟ ସୁସ୍ଛ ହୋଲେଣି ୧୧୩୧୯୧୭
– ସକ୍ରୀୟ ଆକ୍ରାନ୍ତ – ୭୭୩୪୦

ରାଜ୍ୟରେ ଆଜି କରୋନା ନେଲା ୭ ଜୀବନ: ମୋଟ ମୃତକ ୮,୫୩୨ କୁ ବୃଦ୍ଧି ହୋଇଛି। ତେବେ
୧. ଭୁବନେଶ୍ୱରର ୭୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୨. ଢେଙ୍କାନାଳ ଜିଲ୍ଲାର ଜଣେ ୫୪ ବର୍ଷ ବୟସ୍କା ମହିଳା।
୩. ଯାଜପୁର ଜିଲ୍ଲାର ୬୨ ବର୍ଷ ବୟସ୍କ ପୁରୁଷ।
୪. ଝାରସୁଗୁଡା ଜିଲ୍ଲାର ୬୦ ବର୍ଷ ବୟସ୍କ ପୁରୁଷ।
୫. କେନ୍ଦ୍ରାପଡା ଜିଲ୍ଲାର ୧୦ ଦିନର ବାଳକ।
୬. ଖୋର୍ଦ୍ଧା ଜିଲ୍ଲାର ୫୧ ବର୍ଷ ବୟସ୍କା ମହିଳା।
୭. ଖୋର୍ଦ୍ଧା ଜିଲ୍ଲାର ଜଣେ ୮୮ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।