Odiapua.com

ରାଜ୍ୟରେ ଆଜି ୩୦୮୬ ନୂଆ ଆକ୍ରାନ୍ତ ଚିହ୍ନଟ, ୧୭ ମୃତ୍ୟୁ

ଭୁବନେଶ୍ୱର ୧ -୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭ ଜଣଙ୍କର ମୃତ୍ୟୁ ହୋଇଛି। ତେବେ

ନୂଆ ଆକ୍ରାନ୍ତ: ୩୦୮୬
୦-୧୮ ବର୍ଷର : ୪୫୪
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୭୯୭
– ସ୍ଥାନୀୟ ଅଞ୍ଚଳରୁ୧୨୮୯
୧- ଅନୁଗୁଳ ଜିଲ୍ଲାରୁ – ୮୨
୨- ବାଲେଶ୍ୱର ଜିଲ୍ଲାରୁ – ୭୬
୩- ବରଗଡ଼ ଜିଲ୍ଲାରୁ – ୩୬
୪- ଭଦ୍ରକ ଜିଲ୍ଲାରୁ – ୭୭
୫- ବଲାଙ୍ଗୀର ଜିଲ୍ଲାରୁ – ୭୬
୬- ବୌଦ୍ଦ ଜିଲ୍ଲାରୁ – ୧୬
୭- କଟକ ଜିଲ୍ଲାରୁ – ୩୨୫
୮- ଦେବଗଡ଼ ଜିଲ୍ଲାରୁ – ୬୯
୯- ଢେଙ୍କାନାଳ ଜିଲ୍ଲାରୁ – ୭୧
୧୦- ଗଜପତି ଜିଲ୍ଲାରୁ – ୬୩
୧୧- ଗଞ୍ଜାମ ଜିଲ୍ଲାରୁ – ୪୬
୧୨- ଜଗତସିଂହପୁର ଜିଲ୍ଲାରୁ – ୭୪
୧୩- ଯାଜପୁର ଜିଲ୍ଲାରୁ – ୧୪୯
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୬୯
୧୫- କଳାହାଣ୍ଡି ଜିଲ୍ଲାରୁ – ୭୭
୧୬- କନ୍ଧମାଳ ଜିଲ୍ଲାରୁ – ୨୪
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୪୯
୧୮- କେନ୍ଦୁଝର ଜିଲ୍ଲାରୁ – ୩୯
୧୯- ଖୋର୍ଦ୍ଧାରୁ: ୬୫୨
୨୦- କୋରାପୁଟ ଜିଲ୍ଲାରୁ – ୪୪
୨୧- ମାଲକାନଗିରି : ୩୦
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୦୯
୨୩- ନବରଙ୍ଗପୁର ଜିଲ୍ଲାରେ: ୮୪
୨୪- ନୟାଗଡ଼ ଜିଲ୍ଲାରୁ – ୧୧୦
୨୫- ନୂଆପଡ଼ା ଜିଲ୍ଲାରୁ – ୧୦୬
୨୬- ପୁରୀ ଜିଲ୍ଲାରୁ – ୪୨
୨୭- ରାୟଗଡ଼ା ଜିଲ୍ଲାରୁ – ୪୦
୨୮- ସମ୍ବଲପୁର ଜିଲ୍ଲାରୁ – ୭୫
୨୯- ସୋନପୁର ଜିଲ୍ଲାରୁ – ୩୫
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୨୧୬
୩୧- State Pool: ୧୨୫
– ନୂଆ ସୁସ୍ଥ ହୋଇଥିଲେ୮୧୮୧
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୭୬୮୬୪୮୨
– ମୋଟ ଆକ୍ରାନ୍ତ ୧୨୫୨୩୨୬
– ମୋଟ ସୁସ୍ଛ ହୋଲେଣି ୧୨୦୧୫୪୬
– ସକ୍ରୀୟ ଆକ୍ରାନ୍ତ – ୪୨୦୯୮

ରାଜ୍ୟରେ ଆଜି କରୋନା ନେଲା ୧୭ ଜୀବନ, ମୋଟ ମୃତକଙ୍କ ସଂଖ୍ୟା ୮୬୨୯ କୁ ବୃଦ୍ଧି ହୋଇଛି। ତେବେ

୧. ଅନୁଗୁଳ ଜିଲ୍ଲାର ୭୩ ବର୍ଷ ବୟସ୍କ ପୁରୁଷ।

୨. ବାଲେଶ୍ୱର ଜିଲ୍ଲାର ୨୬ ବର୍ଷ ବୟସ୍କା ମହିଳା।

୩. ଭଦ୍ରକ ଜିଲ୍ଲାର ଜଣେ ୬୭ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପ ମଧୁମେହ ରୋଗରେ ପୀଡିତ ଥିଲେ।

୪. କଟକ ଜିଲ୍ଲାର ୭୫ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ଏବଂ ସେରେବ୍ରୋ ଭାସ୍କୁଲାର ଆକ୍ସିଡେଣ୍ଟରେ ପୀଡିତ ଥିଲେ।

୫. କଟକ ଜିଲ୍ଲାର ୮୫ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ, ମଧୁମେହ ରୋଗ, କ୍ରନିକ୍ କିଡନୀ ରୋଗ, କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ପଲ୍ମୋନାରି ରୋଗରେ ମଧ୍ୟ ପୀଡିତ ଥିଲେ।

୬. କଟକ ଜିଲ୍ଲାର ୪୮ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ଏବଂ କିଡନୀ ରୋଗରେ ପୀଡିତ ଥିଲେ।

୭. କଟକ ଜିଲ୍ଲାର ଜଣେ ୮୧ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୮. ଗଞ୍ଜାମ ଜିଲ୍ଲାର ୩ ମାସର ପୁରୁଷ ଯିଏ କି ଏସିଆନୋଟକ୍ ଜନ୍ମଗତ ହୃଦ୍ ରୋଗରେ ପୀଡିତ ଥିଲେ।

୯. ଜଗତସିଂହପୁର ଜିଲ୍ଲାର ଜଣେ ୭୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, ଆଜମା, ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୦. ଯାଜପୁର ଜିଲ୍ଲାର ଜଣେ ୧୮ ବର୍ଷ ବୟସ୍କ ପୁରୁଷ ଯିଏ କି ଏଚ୍.ଆଇ.ଭି +, ଏନ୍ସେଫାଲାଇଟିସ୍ ରୋଗରେ ପୀଡିତ ଥିଲେ।

୧୧. କେନ୍ଦ୍ରାପଡା ଜିଲ୍ଲାର ୨୬ ବର୍ଷ ବୟସ୍କା ମହିଳା।

୧୨. ଖୋର୍ଦ୍ଧା ଜିଲ୍ଲାର ଜଣେ ୫୭ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ ଏବଂ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୧୩. ଖୋର୍ଦ୍ଧା ଜିଲ୍ଲାର ୫୫ ବର୍ଷ ବୟସ୍କ ପୁରୁଷ ଯିଏକି ସେରେବ୍ରୋ ଭାସ୍କୁଲାର ଦୁର୍ଘଟଣା ଏବଂ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୧୪. ମାଲକାନଗିରି ଜିଲ୍ଲାର ୩ ମାସର ଶିଶୁ।

୧୫. ପୁରୀ ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ ଯିଏ ସେରେବ୍ରୋ ଭାସ୍କୁଲାର ଆକ୍ସିଡେଣ୍ଟ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୬. ପୁରୀ ଜିଲ୍ଲାର ୫୮ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ, କ୍ରନିକ୍ କିଡନୀ ରୋଗ, ଡିଲେଟେଡ୍ କାର୍ଡିଓମୋପାଥିରେ ପୀଡିତ ଥିଲେ।

୧୭. ରାୟଗଡ଼ା ଜିଲ୍ଲାର ୪୦ ବର୍ଷ ବୟସ୍କ ପୁରୁଷ ଯିଏ ଗୁରୁତର ରକ୍ତହୀନତା, ମଧୁମେହ ରୋଗରେ ପୀଡିତ ଥିଲେ।