Odiapua.com

ରାଜ୍ୟରେ ଆଜି ୧,୭୧୨ ନୂଆ ଆକ୍ରାନ୍ତ, ୨୨ ମୃତ

ଭୁବନେଶ୍ୱର ୯ -୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧,୭୧୨ ନୂଆ ଆକ୍ରାନ୍ତ ହୋଇଛନ୍ତି। ରାଜ୍ୟରେ ଆଜି କରୋନା ନେଲା ୨୨ ଜୀବନ। ମୋଟ ମୃତ୍ୟୁ ସଂଖ୍ୟା ୮,୭୯୭ କୁ ବୃଦ୍ଧି ହୋଇଛି। ତେବେ

ନୂଆ ଆକ୍ରାନ୍ତ: ୧୭୧୨
୦-୧୮ ବର୍ଷର : ୩୨୩
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୯୯୭
– ସ୍ଥାନୀୟ ଅଞ୍ଚଳରୁ୭୧୫
୧- ଅନୁଗୁଳ ଜିଲ୍ଲାରୁ – ୭୯
୨- ବାଲେଶ୍ୱର ଜିଲ୍ଲାରୁ – ୫୪
୩- ବରଗଡ଼ ଜିଲ୍ଲାରୁ – ୧୭
୪- ଭଦ୍ରକ ଜିଲ୍ଲାରୁ – ୨୨
୫- ବଲାଙ୍ଗୀର ଜିଲ୍ଲାରୁ – ୩୧
୬- ବୌଦ୍ଦ ଜିଲ୍ଲାରୁ – ୨୯
୭- କଟକ ଜିଲ୍ଲାରୁ – ୧୦୪
୮- ଦେବଗଡ଼ ଜିଲ୍ଲାରୁ – ୪୬
୯- ଢେଙ୍କାନାଳ ଜିଲ୍ଲାରୁ – ୪୯
୧୦- ଗଜପତି ଜିଲ୍ଲାରୁ – ୪୩
୧୧- ଗଞ୍ଜାମ ଜିଲ୍ଲାରୁ – ୧୦
୧୨- ଜଗତସିଂହପୁର ଜିଲ୍ଲାରୁ – ୪୮
୧୩- ଯାଜପୁର ଜିଲ୍ଲାରୁ – ୫୩
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୨୯
୧୫- କଳାହାଣ୍ଡି ଜିଲ୍ଲାରୁ – ୪୯
୧୬- କନ୍ଧମାଳ ଜିଲ୍ଲାରୁ – ୩୧
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୪୬
୧୮- କେନ୍ଦୁଝର ଜିଲ୍ଲାରୁ – ୫୨
୧୯- ଖୋର୍ଦ୍ଧାରୁ: ୨୫୭
୨୦- କୋରାପୁଟ ଜିଲ୍ଲାରୁ – ୧୧୮
୨୧- ମାଲକାନଗିରି : ୩
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୫୩
୨୩- ନବରଙ୍ଗପୁର ଜିଲ୍ଲାରେ: ୨୬
୨୪- ନୟାଗଡ଼ ଜିଲ୍ଲାରୁ – ୪୫
୨୫- ନୂଆପଡ଼ା ଜିଲ୍ଲାରୁ – ୩୯
୨୬- ପୁରୀ ଜିଲ୍ଲାରୁ – ୪୦
୨୭- ରାୟଗଡ଼ା ଜିଲ୍ଲାରୁ – ୩୪
୨୮- ସମ୍ବଲପୁର ଜିଲ୍ଲାରୁ – ୫୬
୨୯- ସୋନପୁର ଜିଲ୍ଲାରୁ – ୫୪
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୪୭
୩୧- State Pool: ୪୮
– ନୂଆ ସୁସ୍ଥ ହୋଇଥିଲେ୩୪୨୯
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୮୧୬୬୭୮୬
– ମୋଟ ଆକ୍ରାନ୍ତ ୧୨୭୧୫୨୩
– ମୋଟ ସୁସ୍ଛ ହୋଲେଣି ୧୨୪୫୦୨୬
– ସକ୍ରୀୟ ଆକ୍ରାନ୍ତ – ୧୭୬୪୭

ରାଜ୍ୟରେ ଆଜି କରୋନା ନେଲା ୨୨ ଜୀବନ। ମୋଟ ମୃତ୍ୟୁ ସଂଖ୍ୟା ୮,୭୯୭ କୁ ବୃଦ୍ଧି ହୋଇଛି।

୧. ଅନୁଗୁଳ ଜିଲ୍ଲାର ଜଣେ ୬୨ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ୟୁରଟାରିଆରେ ପୀଡିତ ଥିଲେ।

୨. ଅନୁଗୁଳ ଜିଲ୍ଲାର ଜଣେ ୪୬ ବର୍ଷ ବୟସ୍କ ପୁରୁଷ ଯିଏ କ୍ରନିକ୍ ଲିଭର ରୋଗ ଏବଂ ଡିଲେଟେଡ୍ କାର୍ଡିଓମାଇଓପାଥିରେ ପୀଡିତ ଥିଲେ।

୩. ଭୁବନେଶ୍ୱରର ୭୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୪. ଭୁବନେଶ୍ୱରର ୬୧ ବର୍ଷ ବୟସ୍କା ମହିଳା ଯିଏକି ମଧୁମେହ ରୋଗ, ଉଚ୍ଚ ରକ୍ତଚାପ ଏବଂ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୫. ଭୁବନେଶ୍ୱରର ୨୩ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୬. ଭୁବନେଶ୍ୱରର ୮୧ ବର୍ଷ ବୟସ୍କା ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୭. ଭୁବନେଶ୍ୱରର ୬୭ ବର୍ଷ ବୟସ୍କ ପୁରୁଷ।

୮. ଭୁବନେଶ୍ୱରର ୬୩ ବର୍ଷ ବୟସ୍କା ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୯. ଭୁବନେଶ୍ୱରର ୫୬ ବର୍ଷ ବୟସ୍କା ମହିଳା ଯିଏ କି କ୍ରନିକ୍ କିଡନୀ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୦. ଭୁବନେଶ୍ୱରର ୮୭ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ପଲ୍ମୋନାରି ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୧. ଭୁବନେଶ୍ୱରର ୫୩ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୧୨. ଭୁବନେଶ୍ୱରର ୫୭ ବର୍ଷ ବୟସ୍କା ମହିଳା ଯିଏ ହାଇପୋଥାଇରଏଡିଜିମ୍, ମାଇକାର୍ଡାଇଟିସ୍ ରୋଗରେ ପୀଡିତ ଥିଲେ।

୧୩. ଭୁବନେଶ୍ୱରର ୮୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୪. ବଲାଙ୍ଗୀର ଜିଲ୍ଲାର ଜଣେ ୬୬ ବର୍ଷ ବୟସ୍କ ପୁରୁଷ।

୧୫. ଢେଙ୍କାନାଳ ଜିଲ୍ଲାର ୭୯ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ ଏବଂ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୧୬. ଜଗତସିଂହପୁର ଜିଲ୍ଲାର ଜଣେ ୭୫ ବର୍ଷ ବୟସ୍କ ପୁରୁଷ।

୧୭. କନ୍ଧମାଳ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ, ହାଇପୋଥାଇରଏଡିଜିମ୍, ଡିଲେଟେଡ୍ କାର୍ଡିଓମିଓପାଥି, କୋଲେଡୋକୋଲିଥିଆସିସ୍ ରୋଗରେ ପୀଡିତ ଥିଲେ।

୧୮. ଖୋର୍ଦ୍ଧା ଜିଲ୍ଲାର ଜଣେ ୫୬ ବର୍ଷ ବୟସ୍କା ମହିଳା ଯିଏ କି କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୧୯. ଖୋର୍ଦ୍ଧା ଜିଲ୍ଲାର ୬୮ ବର୍ଷ ବୟସ୍କା ମହିଳା।

୨୦. ଖୋର୍ଦ୍ଧା ଜିଲ୍ଲାର ଜଣେ ୮୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ ଏବଂ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୨୧. ମୟୁରଭଞ୍ଜ ଜିଲ୍ଲାର ଜଣେ ୨୩ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୨୨. ସୁନ୍ଦରଗଡ ଜିଲ୍ଲାର ୫୨ ବର୍ଷ ବୟସ୍କ ପୁରୁଷ।