Odiapua.com

ରାଜ୍ୟରେ ଆଜି ପୁଣି ୧୦,୪୮୯ କରୋନା ଆକ୍ରାନ୍ତ ଚିହ୍ନଟ, ୩ ମୃତ୍ୟୁ

ଭୁବନେଶ୍ୱର ୧୭ -୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ପୁଣି ୧୦,୪୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହା ସହ ମୋଟ ମୃତକଙ୍କ ସଂଖ୍ୟା ୮୪୮୪ କୁ ବୃଦ୍ଧି ପାଇଛି।

ନୂଆ ଆକ୍ରାନ୍ତ: ୧୦୪୮୯
୦-୧୮ ବର୍ଷର : ୯୮୨
କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୬୦୮୨
– ସ୍ଥାନୀୟ ଅଞ୍ଚଳରୁ୪୪୦୭
୧- ଅନୁଗୁଳ ଜିଲ୍ଲାରୁ ୧୫୮
୨- ବାଲେଶ୍ୱର ଜିଲ୍ଲାରୁ ୪୩୩
୩- ବରଗଡ଼ ଜିଲ୍ଲା : ୧୬୬
୪- ଭଦ୍ରକ ଜିଲ୍ଲାରୁ ୧୧୮
୫- ବଲାଙ୍ଗୀର ଜିଲ୍ଲାରୁ ୨୩୮
୬- ବୌଦ୍ଦ ଜିଲ୍ଲାରୁ ୮୫
୭- କଟକ ଜିଲ୍ଲାରୁ ୭୮୬
୮- ଦେବଗଡ଼ ଜିଲ୍ଲାରୁ ୪୪
୯- ଢେଙ୍କାନାଳ ଜିଲ୍ଲାରୁ ୭୦
୧୦- ଗଜପତି ଜିଲ୍ଲାରୁ ୧୦୯
୧୧- ଗଞ୍ଜାମ ଜିଲ୍ଲାରୁ ୯୨
୧୨- ଜଗତସିଂହପୁର ଜିଲ୍ଲାରୁ ୨୦୭
୧୩- ଯାଜପୁର ଜିଲ୍ଲାରୁ ୧୯୫
୧୪- ଝାରସୁଗୁଡ଼ା ଜିଲ୍ଲାରୁ ୨୨୫
୧୫- କଳାହାଣ୍ଡି ଜିଲ୍ଲାରୁ ୧୬୩
୧୬- କନ୍ଧମାଳ ଜିଲ୍ଲାରୁ ୫୬
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ: ୯୦
୧୮- କେନ୍ଦୁଝର ଜିଲ୍ଲାରୁ ୧୦୫
୧୯- ଖୋର୍ଦ୍ଧାରୁ : ୨୯୩୪
୨୦- କୋରାପୁଟ ଜିଲ୍ଲାରୁ ୧୬୨
୨୧- ମାଲକାନଗିରି : ୫୫
୨୨- ମୟୁରଭଞ୍ଜ ଜିଲ୍ଲାରୁ ୩୮୩
୨୩- ନବରଙ୍ଗପୁର ଜିଲ୍ଲାରେ: ୧୫୯
୨୪- ନୟାଗଡ଼ ଜିଲ୍ଲାରୁ ୧୯୩
୨୫- ନୂଆପଡ଼ା ଜିଲ୍ଲାରୁ ୧୦୮
୨୬- ପୁରୀ ଜିଲ୍ଲାରୁ ୧୯୮
୨୭- ରାୟଗଡ଼ା ଜିଲ୍ଲାରୁ ୨୫୩
୨୮- ସମ୍ବଲପୁର ଜିଲ୍ଲାରୁ ୩୮୭
୨୯- ସୋନପୁର ଜିଲ୍ଲାରୁ ୧୬୩
୩୦- ସୁନ୍ଦରଗଡ଼ ଜିଲ୍ଲାରୁ ୧୪୪୭
୩୧- State Pool: ୭୦୭
– ନୂଆ ସୁସ୍ଥ ହୋଇଥିଲେ୪୪୫୨
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୬୭୦୧୫୭୧
– ମୋଟ ଆକ୍ରାନ୍ତ ୧୧୪୪୪୦୧
– ମୋଟ ସୁସ୍ଛ ହୋଲେଣି ୧୦୬୦୦୬୭
ସକ୍ରୀୟ ଆକ୍ରାନ୍ତ: ୭୫୭୯୭

ରାଜ୍ୟରେ ଆଜି କରୋନା କାରଣରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହା ସହ ମୋଟ ମୃତକଙ୍କ ସଂଖ୍ୟା ୮୪୮୪ କୁ ବୃଦ୍ଧି ପାଇଛି।

୧. ଅନୁଗୁଳ ଜିଲ୍ଲାର ୨୮ ବର୍ଷ ବୟସ୍କ ପୁରୁଷ।

୨. ଭୁବନେଶ୍ୱରର ଜଣେ ୮୪ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପ ଏବଂ ହାଇପୋଥାଇରଏଡିଜିମ୍ ରୋଗରେ ପୀଡିତ ଥିଲେ।

୩. ଭୁବନେଶ୍ୱରର ୭୪ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।