Odiapua.com

ରାଜ୍ୟରେ ଆଜି ନୂଆ ଆକ୍ରାନ୍ତ: ୧୧୪୮, କରୋନା ନେଲା ୨୨ ଜୀବନ

ଭୁବନେଶ୍ୱର ୧୩ -୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ନୂଆ ଆକ୍ରାନ୍ତ: ୧୧୪୮, ରାଜ୍ୟରେ ଆଜି କରୋନା ନେଲା ୨୨ ଜୀବନ, ମୋଟ ମୃତକଙ୍କ ସଂଖ୍ୟା ୮,୮୮୪ କୁ ବୃଦ୍ଧି ହୋଇଛି।

ନୂଆ ଆକ୍ରାନ୍ତ: ୧୧୪୮
୦-୧୮ ବର୍ଷର : ୨୪୪
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୬୬୯
– ସ୍ଥାନୀୟ ଅଞ୍ଚଳରୁ୪୭୯
୧- ଅନୁଗୁଳ ଜିଲ୍ଲାରୁ – ୯୪
୨- ବାଲେଶ୍ୱର ଜିଲ୍ଲାରୁ – ୩୪
୩- ବରଗଡ଼ ଜିଲ୍ଲାରୁ – ୧୨
୪- ଭଦ୍ରକ ଜିଲ୍ଲାରୁ – ୧୩
୫- ବଲାଙ୍ଗୀର ଜିଲ୍ଲାରୁ – ୯
୬- ବୌଦ୍ଦ ଜିଲ୍ଲାରୁ – ୨୫
୭- କଟକ ଜିଲ୍ଲାରୁ – ୬୫
୮- ଦେବଗଡ଼ ଜିଲ୍ଲାରୁ – ୨୮
୯- ଢେଙ୍କାନାଳ ଜିଲ୍ଲାରୁ – ୧୭
୧୦- ଗଜପତି ଜିଲ୍ଲାରୁ – ୪୩
୧୧- ଗଞ୍ଜାମ ଜିଲ୍ଲାରୁ – ୧୩
୧୨- ଜଗତସିଂହପୁର ଜିଲ୍ଲାରୁ – ୨୬
୧୩- ଯାଜପୁର ଜିଲ୍ଲାରୁ – ୩୫
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୧୩
୧୫- କଳାହାଣ୍ଡି ଜିଲ୍ଲାରୁ – ୩୫
୧୬- କନ୍ଧମାଳ ଜିଲ୍ଲାରୁ – ୩୩
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୨୭
୧୮- କେନ୍ଦୁଝର ଜିଲ୍ଲାରୁ – ୨୨
୧୯- ଖୋର୍ଦ୍ଧାରୁ: ୧୫୩
୨୦- କୋରାପୁଟ ଜିଲ୍ଲାରୁ – ୫୬
୨୧- ମାଲକାନଗିରି : ୭
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୪୨
୨୩- ନବରଙ୍ଗପୁର ଜିଲ୍ଲାରେ: ୧୮
୨୪- ନୟାଗଡ଼ ଜିଲ୍ଲାରୁ – ୨୫
୨୫- ନୂଆପଡ଼ା ଜିଲ୍ଲାରୁ – ୨୬
୨୬- ପୁରୀ ଜିଲ୍ଲାରୁ – ୧୯
୨୭- ରାୟଗଡ଼ା ଜିଲ୍ଲାରୁ – ୪୪
୨୮- ସମ୍ବଲପୁର ଜିଲ୍ଲାରୁ – ୪୬
୨୯- ସୋନପୁର ଜିଲ୍ଲାରୁ – ୯
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୨୭
୩୧- State Pool: ୩୨
– ନୂଆ ସୁସ୍ଥ ହୋଇଥିଲେ୨୦୮୧
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୮୪୧୮୯୭୪
– ମୋଟ ଆକ୍ରାନ୍ତ ୧୨୭୭୨୬୨
– ମୋଟ ସୁସ୍ଛ ହୋଲେଣି ୧୨୫୫୯୯୫
– ସକ୍ରୀୟ ଆକ୍ରାନ୍ତ – ୧୨୩୩୦

ରାଜ୍ୟରେ ଆଜି କରୋନା ନେଲା ୨୨ ଜୀବନ, ମୋଟ ମୃତକଙ୍କ ସଂଖ୍ୟା ୮,୮୮୪ କୁ ବୃଦ୍ଧି ହୋଇଛି।

୧. ଅନୁଗୁଳ ଜିଲ୍ଲାର ଜଣେ ୭୭ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୨. ବାଲେଶ୍ୱର ଜିଲ୍ଲାର ୪୫ ବର୍ଷ ବୟସ୍କ ପୁରୁଷ।

୩. ବାଲେଶ୍ୱର ଜିଲ୍ଲାର ୭୦ ବର୍ଷ ବୟସ୍କ ପୁରୁଷ।

୪. ବାଲେଶ୍ୱର ଜିଲ୍ଲାର ୮୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୫. ବାଲେଶ୍ୱର ଜିଲ୍ଲାର ୫୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୬. ବାଲେଶ୍ୱର ଜିଲ୍ଲାର ୭୦ ବର୍ଷ ବୟସ୍କ ପୁରୁଷ।

୭. ବାଲେଶ୍ୱର ଜିଲ୍ଲାର ୭୫ ବର୍ଷ ବୟସ୍କ ପୁରୁଷ।

୮. ବାଲେଶ୍ୱର ଜିଲ୍ଲାର ୫୫ ବର୍ଷ ବୟସ୍କା ମହିଳା।

୯. ବାଲେଶ୍ୱର ଜିଲ୍ଲାର ୭୭ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୧୦. ଭୁବନେଶ୍ୱରର ୮୮ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୧୧. ଭୁବନେଶ୍ୱରର ଜଣେ ୮୨ ବର୍ଷ ବୟସ୍କ ପୁରୁଷ।

୧୨. ଗଞ୍ଜାମ ଜିଲ୍ଲାର ୪ ମାସର ଶିଶୁ କନ୍ୟା।

୧୩. ଗଞ୍ଜାମ ଜିଲ୍ଲାର ୨୫ ବର୍ଷ ବୟସ୍କ ପୁରୁଷ।

୧୪. ଗଞ୍ଜାମ ଜିଲ୍ଲାର ୫୦ ବର୍ଷ ବୟସ୍କ ପୁରୁଷ।

୧୫. ଜଗତସିଂହପୁର ଜିଲ୍ଲାର ୬୨ ବର୍ଷ ବୟସ୍କା ମହିଳା ଯିଏ ଆଜମା, ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୬. କେନ୍ଦ୍ରାପଡା ଜିଲ୍ଲାର ୬୧ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ଏବଂ ମେଟାବୋଲିକ୍ ଏନସେଫାଲୋପାଥିରେ ପୀଡିତ ଥିଲେ।

୧୭. କେନ୍ଦୁଝର ଜିଲ୍ଲାର ଜଣେ ୫୨ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୮. ନବରଙ୍ଗପୁର ଜିଲ୍ଲାର ୮୦ ବର୍ଷ ବୟସ୍କ ପୁରୁଷ।

୧୯. ସୁନ୍ଦରଗଡ ଜିଲ୍ଲାର ୫୩ ବର୍ଷ ବୟସ୍କ ପୁରୁଷ।

୨୦. ସୁନ୍ଦରଗଡ ଜିଲ୍ଲାର ଜଣେ ୯୦ ବର୍ଷ ବୟସ୍କ ପୁରୁଷ।

୨୧. ସୁନ୍ଦରଗଡ ଜିଲ୍ଲାର ୨୭ ବର୍ଷ ବୟସ୍କା ମହିଳା।

୨୨. ସୁନ୍ଦରଗଡ ଜିଲ୍ଲାର ଜଣେ ୯୧ ବର୍ଷ ବୟସ୍କା ମହିଳା ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।