Odiapua.com

ରାଜ୍ୟରେ ଆଜି କରୋନା ନେଲା ୨୧ ଜୀବନ – ମୋଟ ମୃତକଙ୍କ ସଂଖ୍ୟା ୮,୭୭୫ କୁ ବୃଦ୍ଧି

ଭୁବନେଶ୍ୱର ୮ -୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା ନେଲା ୨୧ ଜୀବନ – ମୋଟ ମୃତକଙ୍କ ସଂଖ୍ୟା ୮,୭୭୫ କୁ ବୃଦ୍ଧି।
୧. ବାଲେଶ୍ୱର ଜିଲ୍ଲାର ଜଣେ ୪୨ ବର୍ଷ ବୟସ୍କ ପୁରୁଷ।

୨. ବାଲେଶ୍ୱର ଜିଲ୍ଲାର ୧୯ ଦିନର ପୁରୁଷ ଶିଶୁ।

୩. ଭଦ୍ରକ ଜିଲ୍ଲାର ୩୨ ବର୍ଷ ବୟସ୍କ ପୁରୁଷ।

୪. କଟକ ଜିଲ୍ଲାର ୪୫ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୫. କଟକ ଜିଲ୍ଲାର ୬୩ ବର୍ଷ ବୟସ୍କ ପୁରୁଷ।

୬. ଢେଙ୍କାନାଳ ଜିଲ୍ଲାର ୨୮ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ କିଡନୀ ରୋଗ, ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୭. ଗଞ୍ଜାମ ଜିଲ୍ଲାର ୨୩ ବର୍ଷ ବୟସ୍କା ମହିଳା।

୮. ଜଗତସିଂହପୁର ଜିଲ୍ଲାର ଜଣେ ୬୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୯. ଯାଜପୁର ଜିଲ୍ଲାର ୬୭ ବର୍ଷ ବୟସ୍କ ପୁରୁଷ ଯିଏ କି କରୋନାରୀ ଧମନୀ ରୋଗରେ ପୀଡିତ ଥିଲେ।

୧୦. ଯାଜପୁର ଜିଲ୍ଲାର ୭୨ ବର୍ଷ ବୟସ୍କ ପୁରୁଷ।

୧୧. ଯାଜପୁର ଜିଲ୍ଲାର ୫୫ ବର୍ଷ ବୟସ୍କ ପୁରୁଷ।

୧୨. ଖୋର୍ଦ୍ଧା ଜିଲ୍ଲାର ୭୫ ବର୍ଷ ବୟସ୍କ ପୁରୁଷ।

୧୩. କେନ୍ଦୁଝର ଜିଲ୍ଲାର ୭୦ ବର୍ଷ ବୟସ୍କ ପୁରୁଷ।

୧୪. କେନ୍ଦ୍ରାପଡା ଜିଲ୍ଲାର ୬୫ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୧୫. ମୟୁରଭଞ୍ଜ ଜିଲ୍ଲାର ଜଣେ ୭୫ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପ କାର୍ଡିଓମୋପାଥିରେ ପୀଡିତ ଥିଲେ।

୧୬. ମୟୁରଭଞ୍ଜ ଜିଲ୍ଲାର ୭ ବର୍ଷ ବୟସ୍କା ମହିଳା।

୧୭. ମୟୁରଭଞ୍ଜ ଜିଲ୍ଲାର ୭୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ ଏବଂ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୧୮. ନୁଆପଡା ଜିଲ୍ଲାର ୬୦ ବର୍ଷ ବୟସ୍କା ମହିଳା।

୧୯. ପୁରୀ ଜିଲ୍ଲାର ଜଣେ ୮୦ ବର୍ଷ ବୟସ୍କା ମହିଳା।

୨୦. ସୁନ୍ଦରଗଡର ଜିଲ୍ଲାର ୩ ମାସର ଶିଶୁ।

୨୧. ସୁନ୍ଦରଗଡର ଜିଲ୍ଲାର ୯ ବର୍ଷର ବାଳକ।