Odiapua.com

ରାଜ୍ୟରେ ଆଜି କମିଲା ସଂକ୍ରମଣ : ନୂଆ ଆକ୍ରାନ୍ତ ୩,୩୨୯, କରୋନା ନେଲା ୧୮ ଜୀବନ

ଭୁବନେଶ୍ୱର ୩୧ -୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କମିଲା ସଂକ୍ରମଣ। ନୂଆ ଆକ୍ରାନ୍ତ ୩,୩୨୯, ରାଜ୍ୟରେ ଆଜି କରୋନା ନେଲା ୧୮ ଜୀବନ : ମୋଟ କରୋନା ମୃତକଙ୍କ ସଂଖ୍ୟା ୮,୬୧୨ କୁ ବୃଦ୍ଧି ପାଇଛି।

ନୂଆ ଆକ୍ରାନ୍ତ ୩,୩୨୯
୦-୧୮ ବର୍ଷର : ୫୦୪
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୯୩୪
– ସ୍ଥାନୀୟ ଅଞ୍ଚଳରୁ୧୩୯୫
୧- ଅନୁଗୁଳ ଜିଲ୍ଲାରୁ – ୮୫
୨- ବାଲେଶ୍ୱର ଜିଲ୍ଲାରୁ – ୧୪୧
୩- ବରଗଡ଼ ଜିଲ୍ଲାରୁ – ୪୬
୪- ଭଦ୍ରକ ଜିଲ୍ଲାରୁ – ୫୭
୫- ବଲାଙ୍ଗୀର ଜିଲ୍ଲାରୁ – ୬୭
୬- ବୌଦ୍ଦ ଜିଲ୍ଲାରୁ – ୪୯
୭- କଟକ ଜିଲ୍ଲାରୁ – ୨୯୩
୮- ଦେବଗଡ଼ ଜିଲ୍ଲାରୁ – ୬୭
୯- ଢେଙ୍କାନାଳ ଜିଲ୍ଲାରୁ – ୬୧
୧୦- ଗଜପତି ଜିଲ୍ଲାରୁ – ୬୪
୧୧- ଗଞ୍ଜାମ ଜିଲ୍ଲାରୁ – ୪୪
୧୨- ଜଗତସିଂହପୁର ଜିଲ୍ଲାରୁ – ୭୦
୧୩- ଯାଜପୁର ଜିଲ୍ଲାରୁ – ୯୯
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୭୪
୧୫- କଳାହାଣ୍ଡି ଜିଲ୍ଲାରୁ – ୧୦୭
୧୬- କନ୍ଧମାଳ ଜିଲ୍ଲାରୁ – ୪୩
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୭୩
୧୮- କେନ୍ଦୁଝର ଜିଲ୍ଲାରୁ – ୨୧
୧୯- ଖୋର୍ଦ୍ଧାରୁ: ୬୪୬
୨୦- କୋରାପୁଟ ଜିଲ୍ଲାରୁ – ୫୯
୨୧- ମାଲକାନଗିରି : ୩୪
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୪୫
୨୩- ନବରଙ୍ଗପୁର ଜିଲ୍ଲାରେ: ୯୦
୨୪- ନୟାଗଡ଼ ଜିଲ୍ଲାରୁ – ୧୨୦
୨୫- ନୂଆପଡ଼ା ଜିଲ୍ଲାରୁ – ୧୨୯
୨୬- ପୁରୀ ଜିଲ୍ଲାରୁ – ୫୬
୨୭- ରାୟଗଡ଼ା ଜିଲ୍ଲାରୁ – ୬୬
୨୮- ସମ୍ବଲପୁର ଜିଲ୍ଲାରୁ – ୧୧୫
୨୯- ସୋନପୁର ଜିଲ୍ଲାରୁ – ୩୫
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୨୩୭
୩୧- State Pool: ୧୩୬
– ନୂଆ ସୁସ୍ଥ ହୋଇଥିଲେ୯୧୯୧
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୨୭୬୨୭୧୯୬
– ମୋଟ ଆକ୍ରାନ୍ତ ୧୨୪୯୨୪୦
– ମୋଟ ସୁସ୍ଛ ହୋଲେଣି ୧୧୯୩୩୬୫
– ସକ୍ରୀୟ ଆକ୍ରାନ୍ତ – ୪୭୨୧୦

ରାଜ୍ୟରେ ଆଜି କରୋନା ନେଲା ୧୮ ଜୀବନ : ମୋଟ କରୋନା ମୃତକଙ୍କ ସଂଖ୍ୟା ୮,୬୧୨ କୁ ବୃଦ୍ଧି ପାଇଛି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ

୧. ଭୁବନେଶ୍ୱରର ୫୮ ବର୍ଷ ବୟସ୍କା ମହିଳା।

୨. ଭୁବନେଶ୍ୱରର ୭୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୩. ଭୁବନେଶ୍ୱରର ୭୦ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ, ମଧୁମେହ ରୋଗ, କରୋନାରୀ ଧମନୀ ରୋଗରେ ପୀଡିତ ଥିଲେ

୪. ଭୁବନେଶ୍ୱରର ୫୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୫. ଭଦ୍ରକ୍ ଜିଲ୍ଲାର ୯୦ ବର୍ଷ ବୟସ୍କା ମହିଳା।

୬. କଟକ ଜିଲ୍ଲାର ୬୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୭. ଢେଙ୍କାନାଳ ଜିଲ୍ଲାର ୬ ବର୍ଷର ମହିଳା।

୮. ଗଞ୍ଜାମ ଜିଲ୍ଲାର ୫୬ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୯. ଗଞ୍ଜାମ ଜିଲ୍ଲାର ୩୨ ବର୍ଷ ବୟସ୍କ ପୁରୁଷ ଯିଏ କି ପୁରୁଣା ପୁଲମୋନାରୀ ଯକ୍ଷ୍ମା, ଏଚ୍.ଆଇ.ଭି ପଜିଟିଭ୍ ରେ ପୀଡିତ ଥିଲେ।

୧୦. ଗଞ୍ଜାମ ଜିଲ୍ଲାର ୬୨ ବର୍ଷ ବୟସ୍କା ମହିଳା।

୧୧. ଜଗତସିଂହପୁର ଜିଲ୍ଲାର ଜଣେ ୩୬ ବର୍ଷ ବୟସ୍କ ପୁରୁଷ ଯିଏକି ପାନସାଇଟୋପେନିଆରେ ପୀଡିତ ଥିଲେ।

୧୨. ଜଗତସିଂହପୁର ଜିଲ୍ଲାର ୬୦ ବର୍ଷ ବୟସ୍କା ମହିଳା।

୧୩. ଯାଜପୁର ଜିଲ୍ଲାର ୬୦ ବର୍ଷ ବୟସ୍କା ପୁରୁଷ ଯିଏ କିଡନୀ ରୋଗରେ ପୀଡିତ ଥିଲେ।

୧୪. ଯାଜପୁର ଜିଲ୍ଲାର ଜଣେ ୮୨ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗରେ ମଧ୍ୟ ପୀଡିତ ଥିଲେ।

୧୫. ଯାଜପୁର ଜିଲ୍ଲାର ୭୨ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ସେରେବ୍ରୋ ଭାସ୍କୁଲାର ଆକ୍ସିଡେଣ୍ଟରେ ପୀଡିତ ଥିଲେ।

୧୬. କେନ୍ଦୁଝର ଜିଲ୍ଲାର ୬୩ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, କ୍ରନିକ୍ କିଡନୀ ରୋଗ, ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୭. ନୟାଗଡ଼ ଜିଲ୍ଲାର ୬୪ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ, ମଧୁମେହ ରୋଗ, କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୧୮. ପୁରୀ ଜିଲ୍ଲାର ୭୦ ବର୍ଷ ବୟସ୍କା ମହିଳା।