ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରିଣୀ ଅନିତାରାଣୀ ରାଉତଙ୍କ ନେତୃତ୍ୱରେ ରବିବାର ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ମେଡିକାଲ ବିଭିନ୍ନ ବିଭାଗର କର୍ମଚାରୀମ।।ନଙ୍କ ସମେତ ଗଣେଶ ଏଜେନ୍ସି କର୍ମଚାରୀମାନେ ମିଳିତ ଭାବେ ମେଡିକାଲ ପରିସର ସଫେଇ କରିଥିଲେ। ଝରଣା, ପ୍ରତିମା, ସ୍ୱୟଂପ୍ରଭା, ଲିପାରାଣୀ, ଲିପ୍ସିନା, ବିକାଶ, କଳ୍ପତରୁ, ପ୍ରଶାନ୍ତ, ଅମୂଲ୍ୟ, ଶୁଭମ, ସୁବ୍ରତ, ସନ୍ତୋଷ, ପ୍ରିୟବ୍ରତ, ମଧୁସ୍ମୀତା, ଲକ୍ଷ୍ମୀପ୍ରିୟା, ଆରତୀ, ଅପରୂପା ପ୍ରମୁଖ ସ୍ଚ୍ଛ ଭାରତ ଅଭିଯାନରେ ଅଂଶଗ୍ରହଣ କରିଥିଲେ।